ବାରମ୍ବାର ଅନେକ ସଚେତନ କରାଇବା ପରେ ମଧ୍ୟ କିଛି ଯୁବକ ଯୁବତୀ ଏମିତି କିଛି କାଣ୍ଡ କରି ବସୁଛନ୍ତି ଯାହା ସେମାନଙ୍କୁ ବିପଦରେ ପକାଇବା ସହିତ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଲଜ୍ୟାଜନକ ପରିସ୍ଥିତି ର ସମ୍ମୁଖୀନ କରିବାକୁ ବାଧ୍ୟ କରୁଛି। ଆପଣ ଦେଖିଥିବେ ସୋସିଆଲ ମିଡ଼ିଆ ରେ ବାରମ୍ବାର ଯୁବକ ଯୁବତୀ ମାନଙ୍କର ଭାଇରାଲ ଭିଡିଓ ସାମ୍ନା କୁ ଆସୁଛି।
ଏଥିରେ ସେମାନେ କେତେ ମାତ୍ରା ରେ ଅପମାନିତ ହେଉଛନ୍ତି ତାହା ସେମାନେ ଭଲ ଭାବରେ ହୃଦ୍ ବୋଧ କରି ପରୁଥିବେ। କିନ୍ତୁ ଏହା ତାଙ୍କର ଅଭିଭାବକ ମାନଙ୍କୁ ବି ଅନେକାଂଶ ରେ ମର୍ମାହତ କରୁଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।
ସେହିପରି ଏବେ ଏକ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଘଟଣାର ପୃଷ୍ଠ ଭୂମି ଏହିପରି ଘଟୁଥିବା ସବୁ ଘଟଣା ଭଳି ସମାନ। ନିଛାଟିଆ ସ୍ଥାନରେ ଜଙ୍ଗଲ ମଧ୍ୟରେ ରାସଲୀଳା କରୁଥିବା ସମୟରେ ଧରା ପଡି କେତେ ଯେ ଅପମାନିତ ଏବଂ ଲଜ୍ଜିତ ହୋଇଛନ୍ତି ତାହା ଏହି ଭାଇରାଲ ହୋଇଥିବା ଭିଡିଓ ଦେଖିଲେ ସ୍ପଷ୍ଟ ଭାବରେ ଜଣା ପଡୁଛି। ଯାହାକୁ ଦେଖିଲେ ନିଜକୁ ଖରାପ୍ ଲାଗୁଛି ଯେ ଆମେ ଏହି ସଭ୍ୟ ଶିକ୍ଷିତ ସମାଜର ଅଂଶ ବିଶେଷ। ଯେଉଁଠି କିଶୋର କିଶୋରୀ ମାନେ ପରିଣତ ବୟସକୁ ଯିବା ପରେ ଏହିଭଳି ଯେଉଁ ନିନ୍ଦନୀୟ କାର୍ଯ୍ୟ କରି ଅପନିନ୍ଦା ଏବଂ ଖରାପ୍ ଭାଷା ର ଶିକାର ହେଉଛନ୍ତି ତାହା ବାସ୍ତବିକ ଭାବରେ ଏକ ଲଜ୍ଜିତ ବିଷୟ।
ତେବେ ଏହା ଏହି ସମାଜରେ କେତେଦୂର ଗ୍ରହଣୀୟ ତାହା ଆପଣ ମାନେ ବିଚାର କରନ୍ତୁ। କୁହାଯାଏ ପ୍ରେମ ଏକ ଏଭଳି ଜିନିଷ ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।
ଯେଉଁଠି କି କିଛି ବି ପରିସ୍ଥିତିରେ ସେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ।
ସେଥିପାଇଁ ସେମାନଙ୍କୁ ସମାଜ ସହ ଲଢେଇ କରିବା ପାଇଁ ପଡ଼େ। ଆଉ ସବୁ କିଛି କୁ ଭୁଲି ବିନା ଭୟରେ ସେମାନେ ନିଜ ପ୍ରେମକୁ ପାଇବା ପାଇଁ ପଣ କରି ଦୁନିଆ ସହ ଲଢ଼ନ୍ତି।ପ୍ରେମରେ ଥାଏ ତ୍ୟାଗ।ସେଠାରେ ଅନ୍ୟ କିଛି ର ସ୍ଥାନ ନାହିଁ।ପ୍ରେମରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଉଠେ ନାହିଁ।
ତେବେ ଏହିସବୁ ଘଟଣାରେ ସମ୍ମାନର ଚିହ୍ନ ବର୍ଣ୍ଣ ଦିଶୁନାହିଁ। ସାମାନ୍ୟ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ପାଇଁ, ଦୈହିକ ସମ୍ପର୍କ ର ଖୁସି ପାଇବା ପାଇଁ ଯୁବକ ଯୁବତୀ ମାନେ ଏହିଭଳି କାର୍ଯ୍ୟ କରୁଛନ୍ତି।ଯେଉଁଥିରେ ପ୍ରେମ, ସ୍ନେହ ଏବଂ ସମ୍ମାନ କମ୍ ରହିଛି କିନ୍ତୁ କାମନା, ବାସନା ପୂର୍ଣ୍ଣ ଭାବରେ ଭରି ରହିଛି।ତେଣୁ ଦୟାକରି ଏହିଭଳି କାମରୁ ବିରତ ରହି ନିଜକୁ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିବାରୁ ବଞ୍ଚିତ ରୁହନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।