ପ୍ରକୃତିର ଭୟଙ୍କର ପ୍ରଳୟ, ଏମିତି ପ୍ରଳୟ ଜୀବନ ରେ କେବେ ଦେଖି ନଥିବେ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ବେଳେବେଳେ ଆପଣ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଅନେକ ଘଟଣା ଅନେକ ସମୟରେ ଦେଖିବାକୁ ପାଉଥିବେ। ପ୍ରକୃତି ଯେତେବେଳେ ତାଣ୍ଡବ ରଚିବ ତେବେ ଏହାକୁ କିଏ ରୋକି ପାରିବ। ଏହାକୁ ନିୟନ୍ତ୍ରଣ କରିବା ଶକ୍ତି ମଣିଷର ନାହିଁ। ତେବେ କିଛି ଏମିତି ବିରଳ ଘଟଣା ସମୟ ସମୟରେ ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ପ୍ରକୃତିକୁ ନେଇ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏହିଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଆପଣ ଦେଖିବାକୁ ପାଇଥିବେ।

ସମୟକ୍ରମେ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ରହିଛି? ସେହିପରି ଏକ ବିରଳ ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ଏବେ ଏକ ଜଳାମୟ ସ୍ଥିତି ର ଭିଡିଓ ସାମ୍ନାକୁ ଆସିଛି। ଏଠାରେ ପାଣିର ସ୍ରୋତ ଏତେ ଭୟଙ୍କର ଭାବରେ ଦେଖିବାକୁ ମିଳିଛି ଯେ ଏହାକୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ। ଆପଣ ଜାଣିଛନ୍ତି ଭାରତରେ ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିବା କିଛି ବଡ଼ କଥା ନୁହଁ। ପ୍ରତିବର୍ଷ ଆମ ଦେଶରେ ଏହି ବିପତ୍ତି ଦେଖା ଦେବାରେ ଲାଗିଛି। ଚଳିତ ବର୍ଷ ମଧ୍ୟ ଆମ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ତେବେ ଏଥିରେ ଆମ ରାଜ୍ୟ ଓଡ଼ିଶା କିଛି ପଛରେ ନାହିଁ। ପ୍ରତିବର୍ଷ ଓଡିଶାରେ ବନ୍ୟା ବାତ୍ୟା ର ପ୍ରଭାବ ବେଶ୍ ସାଧାରଣ ହୋଇ ଗଲାଣି। ତେବେ ନିକଟରେ ବାତ୍ୟା ୟାଶ ଯେଉଁଭଳି ଭାବରେ ପ୍ରଳୟ ରଚିଥିଲା ସେ ବିଷୟରେ ତ ଆପଣ ଜାଣିଥିବେ।ଆଉ ବେଳେବେଳେ ଏହା ଏତେ ଭୟଙ୍କର ରୂପ ନେଇଥାଏ ଯେ ମଣିଷ ଏଥିରେ ବିଚଳିତ ହୋଇ ପଡ଼ିଥାଏ।ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ। କାରଣ ଏବେ ସାମ୍ନାକୁ ଆସିଛି ପ୍ରବଳ ପାଣି ମାଡ଼ିଥିବାର ଏକ ଭୟାନକ ଚିତ୍ର। ଏହା କେଉଁ ସ୍ଥାନର ତାହା ଜଣା ପଡିନାହିଁ କିନ୍ତୁ ଏହା ଏମିତି ଏକ ଦୃଶ୍ୟ ଯାହା ଦେଖିଲେ ସାଧାରଣରେ ଭୟ ଜାତ ହେବା ସ୍ବାଭାବିକ।

ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ସେୟାର ହେବାରେ ଲାଗିଛି।ଏହି ଭୟଙ୍କର ବନ୍ୟା ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଡର ତ ଲାଗୁଛି ପୁଣି ଚିନ୍ତା ବି ବଢି ଯାଉଛି ଏହାର ରୂପକୁ ଦେଖି। ତେବେ ଅଚାନକ ଭାବରେ ଲଗାଣ ବର୍ଷା କାରଣରୁ ଘଟିଥିବା ଏମିତି ଏକ ଘଟଣା ଯାହା ଦେଖିଲେ ଲାଗୁଛି କଣ ଏମିତି ବି ଘଟିପାରେ। ପ୍ରକୃତିର ଏହି ବିରଳ ଦୃଶ୍ୟ ଯେତିକି ଭୟାନକ ସେତିକି ଶିକ୍ଷଣୀୟ ମଧ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।