ପ୍ରଭୁ ହନୁମାନ ଶ୍ରୀ ରାମଚନ୍ଦ୍ରଙ୍କର ଅତି ପ୍ରିୟ ଭକ୍ତ ଅଟନ୍ତି ଏବଂ ସେ ସର୍ବଦା ପ୍ରଭୁ ରାମଚନ୍ଦ୍ରଙ୍କର ମହିମା ତଥା ଗୁଣଗାନ କରିଥାନ୍ତି । କିନ୍ତୁ ଏହି ମାସରେ ବଜରଙ୍ଗବାଲୀ ହନୁମାନ 4 ରାଶି ଉପରେ ବିଶେଷ ଭାବରେ କୃପାଦୃଷ୍ଟି ରଖିଛନ୍ତି । ସେହି ରାଶିର ବ୍ୟକ୍ତିମାନେ ସମସ୍ତ ପ୍ରକାର ବାଧାବିଘ୍ନ ଦୂର ହେବାକୁ ଯାଉଛି , ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।
1 ମକରରାଶି —–
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ହନୁମାନ ବହୁତ ପ୍ରସନ୍ନ ରହିଛନ୍ତି ଏବଂ ଏହି ରାଶିର ବ୍ୟକ୍ତି ମାନଙ୍କୁ ହନୁମାନଙ୍କ କୃପାରୁ ସମସ୍ତ କାର୍ଯ୍ୟ ସଫଳ ହେବାକୁ ଯାଉଛି । ଆପଣଙ୍କ ଇଚ୍ଛା ଶକ୍ତି ପ୍ରତ୍ୟେକ କାର୍ଯ୍ୟକୁ ସଫଳ କରାଇବ । ଏହା ସହିତ ଆପଣ ନୂତନ ନୂତନ ପଦ୍ଧତି ଆପଣେଇବା ସହିତ ଉଚିତ ଫଳ ମଧ୍ୟ ପାଇପାରିବେ ଏବଂ ପରିବାରିକ ସୁଖ ଶାନ୍ତି ଦେଖାଯିବ ।
2 ସିଂହରାଶି —–
ଏହି ରାଶିର ବ୍ୟକ୍ତିମାନେ କୌଣସି କାର୍ଯ୍ୟ ବା ବ୍ୟବସାୟରେ ନିଜେ ହିଁ ନିର୍ଣ୍ଣୟ ନିଅନ୍ତୁ ଏବଂ ଅନ୍ୟମାନଙ୍କୁ ଅନ୍ଧ ପରି ବିଶ୍ୱାସ କରନ୍ତୁ ନାହିଁ । ଆପଣ ଆରମ୍ଭ କରିଥିବା କାର୍ଯ୍ୟକୁ ନିଷ୍ଠାର ସହିତ ଆରମ୍ଭ ଏବଂ ଶେଷ କରିବା ପାଇଁ ପ୍ରୟାସ କରନ୍ତୁ । ଯେଉଁ ବ୍ୟକ୍ତି ମାନଙ୍କର ରୋଜକାର ନାହିଁ , ସେମାନେ ଖୁବ୍ ଶୀଘ୍ର ଚାକିରୀ ପାଇପାରିବେ । ଏହି ରାଶିର ବ୍ୟକ୍ତିମାନେ କୌଣସିବି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହନୁମାନଙ୍କ ନାମ ଉଚ୍ଚାରଣ କରି ଆରମ୍ଭ କରନ୍ତୁ । ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହେବ ।
3 କର୍କଟରାଶି —-
ଏହି ରାଶିର ବ୍ୟକ୍ତିମାନେ ଯେଉଁମାନେ ରାଜନୀତି ସଙ୍ଗେ ଜଡିତ ଅଛନ୍ତି , ସେମାନେ ରହିଥିବା ପଦ୍ଧତିରୁ ଉଚ୍ଚାସନକୁ ଅଗ୍ରସର କରିବେ । ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପଡିବ ଏବଂ ନିଜ ବନ୍ଧୁ ମାନଙ୍କ ସହିତ ମିଶି ଆପଣ ବିଦେଶ ଯାତ୍ରା କରି ପାରନ୍ତି । ଏହା ବ୍ୟତୀତ ଆପଣଙ୍କ ପରିବାରରେ ସୁଖ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ ଏବଂ ଆପଣ କୌଣସି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଲିପ୍ତ ରହିବେ ।
4 କୁମ୍ଭରାଶି —–
ଏହି ରାଶିର ବ୍ୟକ୍ତିମାନେ ନିଜର ସମସ୍ତ କାର୍ଯ୍ୟକୁ ସଠିକ ସମୟରେ ସମାପ୍ତ କରବେ ଏବଂ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶାନ୍ତି ଏବଂ ସ୍ଥିରତା ସହିତ ଭାବିଚିନ୍ତି ଆରମ୍ଭ କରନ୍ତୁ । ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ବା ଧ୍ୟାନ ରଖନ୍ତୁ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଧିକ ଧନ ପ୍ରାପ୍ତ କରିବେ । ଫଳରେ ପରିବାରରେ ଆପଣଙ୍କୁ ବହୁତ ପ୍ରଶଂସା ମିଳିବା ସହିତ ଗୁରୁଜନ ମାନଙ୍କର ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ସଦା ସର୍ବଦା ରହିବ । କୌଣସି ବି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହନୁମାନଙ୍କ ନାମ ନେଇ ଆରମ୍ଭ କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।