ପ୍ରଧାନ ମନ୍ତ୍ରୀ ଙ୍କ ବଡ ଘୋଷଣା ! PM-SYM Yojana: ଶ୍ରମିକଙ୍କୁ ବର୍ଷକୁ ୩୬ ହଜାର ଦେବେ କେନ୍ଦ୍ର ସରକାର, ଜାଣନ୍ତୁ ଏହା କେମିତି କରିବେ ଆପ୍ଲାଏ…

ହଁ ଦର୍ଶକ ବନ୍ଧୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ବହୁତ ବଡ ଯୋଜନା ଟି କାର୍ଯ୍ୟକାରୀ ହେବାକୁ ଯାଉଛି ଯାହା ଯୋଗେ କରିବ ଲୋକ ମାନଙ୍କର ବହୁତ ଫାଇଦା ହେବାକୁ ଯାଉଛି , ପ୍ରତି ମାସରେ ସେମାନଙ୍କୁ ମିଳିବ 3000 ଲେଖାଏ ଟଙ୍କା ଅର୍ଥାତ, ଗୋଟିଏ ବର୍ଷ ମଧ୍ୟରେ ସେମାନେ 36,000 ଟଙ୍କା ପାଇପାରିବେ,ତେବେ ଏହି ଯୋଜନା ଟିର ନାଁ କଣ ସେଇଟା ଆପଣମାନେ ଜାଣିଛନ୍ତି କି, ସେହି ଯୋଜନାଟିର ନାଁ ହେଉଛି ପି. ଏମ.ଏସ. ୱାଇ. ଏମ. ଯାହା ଏବେ ଗରିବ ଲୋକମାନଙ୍କ ପାଇଁ ଲାଗୁହୋଇଛି |

ଏହି ସ୍କିମରେ ଆପଣଙ୍କୁ ପ୍ରତ୍ୟେକ ମାସରେ ୫୫ ଟଙ୍କା ସଞ୍ଚୟ କରିବାକୁ ପଡ଼ିବ । ଅର୍ଥାତ ୧୮ ବର୍ଷ ବୟସ୍କଧାରୀ ଦୈନିକ ପାଖାପାଖି ୨ ଟଙ୍କା ସଞ୍ଚୟ କରି ବର୍ଷକୁ ୩୬ ହଜାର ଟଙ୍କାର ପେନସନ ପାଇପାରିବେ । ଯଦି କୌଣସି ବ୍ୟକ୍ତିଙ୍କ ବୟସ ୪୦ ବର୍ଷ ହୋଇଥିବ, ତେବେ ସେ ମାସକୁ ୨୦୦ ଟଙ୍କା ଜମା କରି ଏହି ଯୋଜନାର ଶୁଭାରମ୍ଭ କରାଯାଇଛି |

୬୦ ବର୍ଷ ପରେ ଆପଣଙ୍କ ପେନସନ୍ ଲାଗୁ ହୋଇଯିବ । ଏଥିପାଇଁ ଆବେଦନ କରିବା ପାଇଁ ଆପଣଙ୍କୁ କମନ୍ ସର୍ଭିସ୍ ସେଣ୍ଟରକୁ ଯାଇ ପୋର୍ଟାଲରେ ପଞ୍ଜିକରଣ କରାଇବାକୁ ପଡ଼ିବ । ପଞ୍ଜିକରଣ ପାଇଁ ଆପଣଙ୍କୁ ନିଜର ଆଧାର କାର୍ଡ, ବଚନ ବା ଜନଧନ ବ୍ୟାଙ୍କ ଖାତାର ପାସବୁକ, ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଏହି ସ୍କିମ ର ସୁବିଧା କୁ ସମସ୍ତେ ଉଠାଇ ପାରିବେ ରିକ୍ସା ଵାଲା ସହିତ , ନିର୍ମାଣ ଶ୍ରମିକ ଓଁ ଅନ୍ୟାନ୍ୟ ସଂଗଠନ ବି ଏହି ଯୋଜନାର ଫାଇଦା ନେଇ ପାରିବେ |

ତେବେ ପ୍ରଧାନମନ୍ତ୍ରୀ ଙ୍କର ଏପରି ଯୋଜନା ଗରିବ ଲୋକମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରାଇବା ସହିତ ଆର୍ଥିକ ସଂକଟରେ ପଡିଥିବା ଗରିବ ଲୋକମାନଙ୍କ ପାଇଁ ଗୋଟିଏ ଆଶା ର ଆଲୋକ ସାଜିବ ବୋଲି ଜଣାଯାଉଛି,ତେବେ ଏହି ନିୟମାଟି ସବୁ ରାଜ୍ୟ ପାଇଁ ଲାଗୁ ହେଇନାହିଁ, ଆପଣ ଅନଲାଇନ ମାଧ୍ୟମରେ ଜାଣିପାରିବେ, ଏହି ସ୍କିମ ର ସମ୍ପୂର୍ଣ୍ଣ କଥା ଟି, ଯାହା ଯୋଗୁ ଲୋକ ମାନେ କେନ୍ଦ୍ର ସରକାରଙ୍କ ଯୋଜନାରୁ ସୁଫଳ ପାଇଁ ପାରିବେ ଓ ଲାଭ ମଧ୍ୟ ଉଠାଇ ପାରିବେ, ଏହି ଯୋଜନାର ସମସ୍ତ ପ୍ରକିୟା ଜାଣିଲା ପରେ ଆପଣ ମାନେ ମଧ୍ୟ ଏହି ଯୋଜନା ର ଫାଇଦା ଉଠାଇବା ସହିତ , ଦାରିଦ୍ର ପଣ କୁ ଦୂର କରନ୍ତୁ |

ଯାହା ବର୍ତମାନ ପ୍ରଧାନମନ୍ତ୍ରୀ ଙ୍କ ଶ୍ରମିକ ଯୋଜନାଟି ଖୁବ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment