ସେମାନେ ବହୁତ ସାରା ଭଲପାଇବା ଦେବେ ଓ ଝଗଡା କମ କରିବେ – ଅଭିନେତ୍ରୀ ପ୍ରକୃତି ମିଶ୍ର

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ସୋସିଆଲ ମିଡ଼ିଆରେ ଆଜିକାଲି ଗୋଟିଏ ମାତ୍ର ଘଟଣା ବେଶ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଲିଉଡ ର ଚୁଲବୁଲି ନାୟିକା ରିୟା ଦେ ଙ୍କୁ ନେଇକି ଭାଇରାଲ ହେଉଥିବା ଭିଡ଼ିଓ ଗୁଡିକ | ଆଉ ଯେଇଠି ଦେଖିବାକୁ ମିଳିଛି କୁ ଅଲିଉଡ ର ସମସ୍ତ ସିନେ କଳାକାର ମାନେ ତାଙ୍କର ଏହି ଭାହାଘର ପାର୍ଟି ଓ ରିସେପ୍ସନ ପାର୍ଟି ରେ ଯୋଗ ଦେଇଛନ୍ତି ଓ ସେମାନଙ୍କର ଭଲ ଭଲ କମେଣ୍ଟସ ଓ ଆଶୀର୍ବାଦ ମଧ୍ୟ ଜଣାଇବାକୁ ଲାଗିଛନ୍ତି | ତେବେ ପ୍ରକୃତି ମିଶ୍ର ସେମାନଙ୍କୁ ଝଗଡା ନ କରି ଖୁସି ରେ ରହିବା ପାଇଁ ମଧ୍ୟ କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ଅଲିଉଡ ର ଚୁଳ ବୁଲି ସୁନ୍ଦରୀ ନାୟିକା ଙ୍କର ମେରେଜ କଥା ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ | ତେବେ ରିଲ ଲାଇଫ ରେ ଅନେକ ଫ୍ଲିମ ରେ ଅଭିନୟ କରି କରି ଶେଷରେ ସତରେ ସେ ହିରୋଇନ ହୋଇଯାଇଛନ୍ତି ତାହା ପୁଣି ସୁନୀଲ ଙ୍କୁ ଲାଇଫ ରେ | ଆଉ ତାଙ୍କର ସାତ ଜନ୍ମ ପାଇଁକି ସାଥି ହେବାକୁ ଥିବା ଲାଇଫ ପାର୍ଟନର କୁ ମଧ୍ୟ ସେ ଖୋଜି ନେଇଛନ୍ତି ଆଉ ସାରା ଜୀବନ ତାଙ୍କର ସହିତ ସାଥି ହୋଇ ରହିବା ପାଇଁ ମଧ୍ୟ ଶପଥ ନେଇଛନ୍ତି | ଯାହା କୁହାଯାଉଛି କି ରିୟା ଙ୍କର ମେରେଜଓ ରିସେପ୍ସନ ରେ ଦେଖିବାକୁ ମିଳିଛି ଅନେକ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କର ଯୋଗ ଦେଇ ତାଙ୍କୁ ଆଶୀର୍ବାଦ ଦେଉଥିବାର ଭିଡ଼ିଓ |

ତେବେ ଦେଖିବାକୁ ମିଳିଛି କି ରିୟା ଙ୍କ ମେରେଜ ରେ ପ୍ରକୃତି ମିଶ୍ର ଯାଇଛନ୍ତି ଆଉ ସେ ରିୟା ଙ୍କୁ କହିଛନ୍ତି କି ତାଙ୍କର ମେରେଜ ଲାଇଫ ଭଲ ରେ ଥାଉ ଓ ସେମାନଙ୍କ ମଧ୍ୟରେ ଯେମିତି ଝଗଡା ନ ଲାଗୁ | ଏହି ଭଳି ଅନେକ ଆଟିଷ୍ଟ ମାନେ ମଧ୍ୟ ସେମାନଙ୍କର ଭଲ ଭଲ କମେଣ୍ଟ ଦେଇଛନ୍ତି ଅଭିନେତ୍ରୀ ରିୟା ଙ୍କେ ମେରେଡ ଲାଇଫ କୁ ନେଇକି | ଆଉ ରିୟା ଙ୍କର ବୌବାହିକ ଜୀବନ ମଧ୍ୟ ସୁଖ ମୟ ହେଉ ବୋଲି କହିବାକୁ ଲାଗିଛନ୍ତି ସବୁ କଳାକାର ମାନେ |


ରିୟା ଙ୍କ ସହିତ ପ୍ରେମ ବିବାହ କରି ସୁନୀଲ ମଧ୍ୟ ବେଶ ଖୁସି ଥିବାର ନଜର ଆସିଛନ୍ତି | ତାହା ବ୍ୟତୀତ ରିସେପ୍ସନ ପାର୍ଟି ରେ ଅଲିଉଡ ର ସବୁ କଳାକାର ମାନେ ଯୋଗ ଦେଇଛନ୍ତି ଓ ରିୟା ଙ୍କର ମେରେଜ ଲାଇଫ ଭଲ ରେ ବିତୁ ବୋଲି ଗୁଡ଼ ଉଇସେସ ମଧ୍ୟ ଜଣାଇବାକୁ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment