Exclusive : ପ୍ରକୃତିକୁ ଧରି ବାବୁଶାନ୍ ଘରକୁ ଆସିବେ ମନ୍ମଥ କୃଷ୍ଣପ୍ରୀୟା !… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବାବୁସାନ ଆଉ ପ୍ରକୃତିଙ୍କ କଥା ତ ଆପଣ ଭଲ ଭାବରେ ଜାଣିଥିବେ | ଆଉ ଯାହାକୁ ନେଇକି ପାରିବାରିକ ବିବାଦ ମଧ୍ୟ ଲାଗିଥିଲା ଓ ଥାନାରେ ଦ୍ୱାରସ୍ଥ ମଧ୍ୟ ହେଇଛନ୍ତି ତାଙ୍କ ପରିବାର ଲୋକ | ତେବେ ଲୋକ ମାନଙ୍କ ଦ୍ଵାରା ଗୋଟିଏ ବହୁତ ବଡ଼ ଲଜ୍ୟାର ସମ୍ମୁଖୀନ ହେଇଥିଲେ ବାବୁସାନ ଆଉ ପ୍ରକୃତି ମିଶ୍ର | ଆଉ ଯାହା ପାଇଁ ସେମାନେ ଓଡିଶା ମଧ୍ୟ ଛାଡି ଦେଇଥିଲେ | ଆଉ ଯାହାକୁ ନେଇକି ପ୍ରକୃତିଙ୍କୁ ଖାରବେଳ ଥାନା ରେ ମଧ୍ୟ ପଚାରା ଉଚାରା କରାଯାଇଥିଲା |ତେବେ ବର୍ତ୍ତମାନ ଏହି ଘଟଣା କୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚାହୁଁଛନ୍ତି | ଆଉ ଯାହା ପାଇଁ ପ୍ତାକୃତୀଙ୍କର ବାପା ଓ ମା ବାବୁସାନ ଙ୍କ ଘରକୁ ଯିବେ ବୋଲି କହିଛନ୍ତି |

ତେବେ ବର୍ତ୍ତମାନ ଗୋଟିଏ କଥା ଗଣମାଧ୍ୟମ ସାମ୍ନା କୁ ଆସିଛି ତାହା ହେଉଛି ପ୍ରକୃତି, ତୃପ୍ତି ଆଉ ବାବୁସାନ ଙ୍କ ଭିତରର କଥା କଣ ରହିଥିଲା ଆଉ କଣ ପାଇଁ ଏମିତି ସବୁ ଘଟଣା ଘଟିଲା | ଯାହାର ସମାଧାନ ପାଇଁ ମନ୍ମଥ ମିଶ୍ର ଆଉ ତାଙ୍କର ପତ୍ନୀ କୃଷ୍ଣପ୍ରିୟା ବାବୁସାନ ଙ୍କ ଘରକୁ ଯିବେ | ଆଉ ସେଠି ଶାନ୍ତି ପୂର୍ଣ୍ଣ ଭାବରେ କୋଉନି ସମାଧାନ ର ବାଟ ମଧ୍ୟ କାଢିବେ ବୋଲି କହିଛନ୍ତି |କାରଣ ଥାନା କୋଟ କଚେରୀକୁ ଗଲେ ପୋଲିସ କେବଳ ପ୍ରଶ୍ନ ଉପରେ ପ୍ରଶ୍ନ ପକାଇବେ ଆଉ କୋଟ କୁ ପଠାଇଦେବେ |

କିନ୍ତୁ ଯେହେତୁ ଏଇଟା ଗୋଟିଏ ହାଇ ପ୍ରୋଫାଇଲ ମେଟର ତେଣୁ ପୋଲିସ ଆସିଲେ କେବଳ ପ୍ରଶ୍ନ ପଚାରିବ, ଇଂଭେସ୍ତିକେସନ କରିବ ଆଉ ଯାହା ଥାନା ରେ ଏଫାୟାର ଦେଇଥିବେ ତାହା ବିଷୟରେ ଆଲୋଚନା ଜେବ |ମାତ୍ର ଯଦି ଘରେ ବସିକି ପ୍ରକୃତିଙ୍କ ଵାଲା ମା | ଆଉ ବାବୁସାନ ନକପ ମା ବାପା ମଧ୍ୟ ରହିବେ | ଆଉ ସେହି ସମୟରେ ସମସ୍ତ ଘଟଣା ବିଷୟରେ ସତ୍ୟତା ଖୁଲାସା ହେବ ଆଉ କାହାର ଦୋଷ ଆଉ କିଏ ଦୋଷୀ ଜଣା ପଡିବ |;ଆଉ ଯାହା ପରେ ସବୁ ଘଟଣା ର ବହୁତ ଭଲ ଭାବରେ ସମାଧାନ ମଧ୍ୟ ହେବ |

ଆଉ ଯାହା ଫଳରେ ପ୍ରକୃତି କଣ କରିବେ ଆଗକୁ ସେ ବାବୁସାନ ଙ୍କ ସହିତ ଆଉ ମିଳାମିଶା କରିବେ କି ନାହିଁ ସେ ବିଷୟରେ ଆଲୋଚନା ହେବା ସହିତ | ତୃପ୍ତି ଯାହା କହୁଛନ୍ତି ତାହା କେତେବେଳେ ସତ ଆଉ କିଏ କଣ କହୁଛନ୍ତି ତାହା ଜଣା ପଡିବ | ତାହା ସହିତ ସମସ୍ତ ଘଟଣାର ସମାଧାନ ହେବ ଆଉ ଯିଏ ଯାହାର ସଂସାର ସହିତ ଭଲରେ ଜୀବନ ବିତାଇବେ ଆଉ ନିଜର ଭବିଷ୍ୟତ ଗଠନ ମଧ୍ୟ କରିପାରିବେ | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment