Prakruti mishra ଙ୍କ ଜଲ୍ଓ୍ୱା, ଶାଢୀ ପିନ୍ଧି ଟିପ୍ ଟିପ୍ ବର୍ଷା ପାଣି ଗୀତରେ ନାଚିଲେ, ଦେଖନ୍ତୁ ଭିଡିଓ…

0

ବନ୍ଧୁଗଣ ଆପଣ ଜାଣିଛନ୍ତି ଓଡ଼ିଆ ସିନେମା ଜଗତରେ ନିଜର ଟାଲେନ୍ଟ ଯୋଗୁଁ ବହୁତ ଅଳ୍ପ ବୟସରୁ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏବେ ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସେ ଲୋକପ୍ରିୟ ଅଭିନେତ୍ରୀ ପାଲଟି ଯାଇଛନ୍ତି। ତାଙ୍କୁ କିଏ ବା ନଜାଣେ। ସେ ଅଭିନୟ ଜଗତରେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ପ୍ରଥମ ପସନ୍ଦର ଅଭିନେତ୍ରୀ ପାଲଟି ଯାଇଛନ୍ତି।ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ଚୁଲବୁଲି ସୁନ୍ଦରୀ ନାୟିକା ପ୍ରକୃତି ମିଶ୍ର।ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟସ୍ପର୍ଶୀି ଅଟେ।

ତେବେ ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି। ଆଲବମ୍ ଏବଂ ଫିଲ୍ମ୍ ରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଜଣଙ୍କ ସମସ୍ତଙ୍କ ହୃଦୟରେ ଏବେ ଜଣେ ସଫଳ ଅଭିନେତ୍ରୀ ଭାବରେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ।ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।ଅନେକ ସୁପରଷ୍ଟାର ମାନଙ୍କ ସହିତ କାମ କରିବାର ମଧ୍ୟ ସୁଯୋଗ ପାଇଛନ୍ତି ସେ।

 

View this post on Instagram

 

A post shared by prakrutimishra (@prakrutimishra)

ତେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ସେ ସମୟ ଅତିବାହିତ କରୁ ଥିବାର ଦେଖିବା ପାଇଁ ମିଳିଥାଏ। ତେବେ ଅନେକ ସମୟରେ ତାଙ୍କର ସୁନ୍ଦର୍ ସୁନ୍ଦର୍ ଫଟୋ ସବୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଏବେ ସେ ନିକଟରେ ସୋସିଆଲ ମିଡିଆରେ ଏକ ଭିନ୍ନ ଅନ୍ଦାଜ ରେ ନଜର ଆସିଛନ୍ତି।ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ସେ ସେୟାର କରିଛନ୍ତି।ଏହି ଭିଡିଓ ରେ ସେ ଟିପ୍ ଟିପ୍ ବର୍ଷା ପାଣି ଗୀତରେ ଡାନ୍ସ କରୁଛନ୍ତି।ସେ ଯେଉଁଭଳି ଭାବରେ ଡାନ୍ସ କରୁଛନ୍ତି ତାହା ଦେଖିବା କଥା।

ଏହି ଗୀତରେ ସେ ବୋଲ୍ଡ ଅନ୍ଦାଜ ରେ ନଜର ଆସିଛନ୍ତି। ଲୋକପ୍ରିୟ ଗୀତ ଟିପ ଟିପ ବର୍ଷା ପାନି ସମସ୍ତଙ୍କୁ ଏକ ଭିନ୍ନ ମନୋରଂଜନ ର ସୁରାକ୍ ଯୋଗାଇଛି। ତେଣୁ ଏବେ ପ୍ରକୃତି ମିଶ୍ର ଏହି ଗୀତରେ ହଟ୍ ଆଣ୍ଡ ସିଜ୍ଲିଙ୍ଗ୍ ଡ୍ୟାନ୍ସ ପ୍ରଦର୍ଶନ କରି ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ଶାଢ଼ୀ ପିନ୍ଧି ହଟ୍ ଅନ୍ଦାଜ ରେ ସେ ଲୋକଙ୍କ ମନ ଜିଣିଛନ୍ତି। ଲୋକେ ତାଙ୍କର ଏହି ଲୁକ କୁ ବେଶ୍ ପସନ୍ଦ କରୁଛନ୍ତି।୬୦ ହଜାର ରୁ ଉର୍ଦ୍ଧ୍ବ ଲୋକ ଏବେ ସୁଦ୍ଧା ଏହି ଭିଡିଓ କୁ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।