ହଁ ଦର୍ଶକ ବନ୍ଧୁ ଏହିଭଲ ଏକା ଘଟଣା ଘଟିବା ପରେ ଚେନ୍ନାଇରେ ଥିବା ଓଡ଼ିଆ ସିନେଜଗତର ଲୋକପ୍ରିୟ ନାୟକ ବାବୁସାନ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି |ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଭିଡ଼ିଓ ସେ କହିଛନ୍ତି, ଯେ ସେ ଚେନ୍ନାଇ ରେ ଆୟୋଜନ ହେଇଥିବା ଉତ୍କଳ ଦିବସ ସମାହାରେ ସେ ଯୋଗ ଦେବେନି ବୋଲି ଶନିବାରର ଘଟଣା ପରେ ବାବୁସାନ ପ୍ରାୟ ୫୦ ସେକେଣ୍ଡର ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା ଦେଇଥିବା ଜଣାପଡିଛି |
ତାହାଲେ ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ ଚେନ୍ନାଇରେ ଆୟୋଜିତ ଉତ୍କଳ ଦିବସ ପାଳନ କରିବା ପାଇଁ ବାବୁସାନ ଙ୍କୁ ସେଠାରେ ଥିବା ଓଡ଼ିଆ ଆସୋସିଏସନ ତରଫରୁ ଇନଭାଇଟେଡ ହୋଇଥିଲା ବେଳେ ସେଠାରେ ତାଙ୍କର ଫୋଟ ମଧ୍ୟ ଲାଗିଥିଲା |ହେଲେ ସୂଚନା ଅନୁଯାୟୀ ସେଠାକୁ ପ୍ରକୃତି ଙ୍କୁ ଆମୋତ୍ରଣ ହେଇନଥିଲା | ହେଲେ ସେ ତାଙ୍କର ଫିଲ୍ମର ପ୍ରମୋସନ ପାଇଁ ବାବୁସାନ ଙ୍କ ସହ ଏକ ନୂଆ ଫିଲ୍ମର ଘୋଷଣା କରିବାକୁ ଆସିବାର ଥିଲା ବୋଲି ସୂଚନା ମିଳିଛି | ତେବେ ଏବେ ମିଳିଥିବା ସୂଚନା ଅନୁଯାୟୀ ବାବୁ ସାନ କହିଛନ୍ତି ଯେ ପ୍ରକୃତି ମୋର ଜଣେ ଭଲ ସାଙ୍ଗ ବୋଲି କହିଛନ୍ତି |
ତେବେ ଏହି ସମସ୍ତ ଘଟଣା କୁ ଆଧାର କରି ଏବେ ବାବୁ ସାନ ଙ୍କ ଘରେଇ ଝଗଡା ଧୀରେ ଧୀରେ ନୂଆ ମୋଡ଼ ଆଡ଼କୁ ଗୋତିକରୁଛି ବୋଲି କୁହାଯାଉଛି | ବାବୁସାନ ଓ ପ୍ରକୃତି ଙ୍କ ଏହି ଘଟଣା କୁ ଆଧାର କରି ଏଥିରେ ବାବୁସାନ ସ୍ତ୍ରୀ ତୃପ୍ତି କହିଛନ୍ତି ଯେ ଆଗାମୀ 30 ରେ ବାବୁସାନ ଙ୍କ ଜନ୍ମ ଦିନ ପାଳନ ପାଇଁ ସେ ଆଣ୍ଡାମାନ ଯିବାର ଥିଲା ବୋଲି କହିଛନ୍ତି |ତେବେ ମିଳିଥିବା ସୂଚନା ଅନୁଯାୟୀ ବାବୁସାନ ଏବେ ପ୍ରକୃତି ଙ୍କ ଜିଦ ଆଗରେ ହାରମାନିଛନ୍ତି ବୋଲି ଜଣାପଡିଛି | କାରଣ ଚେନ୍ନାଇ ରେ ଉତତ୍କଳ ଦିବସ ପାଳନ ପାଇଁ ବାବୁସାନ ଙ୍କୁ ଡାକରା ହେଇଥିଲା ବେଳେ ପ୍ରକୃତି ମିଶ୍ର ଙ୍କ କଥା ରେ ସେ ସେଠାକୁ ଯାଇନାହାନ୍ତି ବୋଲି ଜଣା ପଡ଼ଛି |
ତେବେ ପ୍ରକୃତି ମିଶ୍ର କହିଛନ୍ତି ଯେ ଯଦି ମୁଁ ସେ ଜାଗା କୁ ଯିବିନି ତାହାଲେ ତୁ ବି ସେ ଜାଗା ଯିବୁନି ବୋଲି କହିଛନ୍ତି,ପ୍ରକୃତି ମିଶ୍ର ଓ ପ୍ରକୃତି ମିଶ୍ର ଙ୍କ କଥା ମାନି ସେ ଉତ୍କଳ ଦିବସ କୁ ଯାଇନାହାନ୍ତି ବୋଲି ଜଣା ପଡିଛି | ତେବେ ଏହି ଘଟଣା ପରେ ବାବୁସାନ ଓଡିଶା ଫେରି ନାହାନ୍ତି ବୋଲି ଜଣା ପଡିଛି | ତେବେ ତୃପ୍ତି ଙ୍କ କଥା ଅନୁଯାୟୀ ବାବୁସାନ ଙ୍କ ଜନ୍ମ ଦିନ ପାଳନ ପାଇଁ ବାବୁସାନ ଆଣ୍ଡାମାନ ଯିବାର ଅଛି ବୋଲି କହିଥିଲେ ମିଡ଼ିଆ ସାମ୍ନାରେ | ତାହେଲେ ବନ୍ଧୁଗଣ ଏବେ ଜାଣିବାକୁ ବାକି ରହିଲା ବାବୁସାନ ଙ୍କ ପାଇଁ ତାଙ୍କ ପରିବାର ଗୁରୁତ୍ୱ ପୂର୍ଣ୍ଣ ନା ପ୍ରକୃତି ତାହା ବାବୁସାନ ସିଦ୍ଧାନ୍ତ କରିବେ ବୋଲି କୁହାଯାଇଛି |
ତାହାଲେ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନିନ୍ଦା କରୁଥିବା ଦେଖା ଯାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।