ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ କିଛି ନା କିଛି ଅଭୁତ ଦୃଶ୍ୟ ଅନେକ ସମୟରେ ନଜରକୁ ଆସିଥାଏ ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏଠାରେ ସେହିପରି କିଛି ଆଖି ଦୃଶ୍ୟ କରିବା ଭଳି ଭିଡ଼ିଓ ନଜରକୁ ଆସିଛି ଜୋର ରେ ଭାଇରଲ ହୋଇଛି।ତେବେ ଆସନ୍ତୁ ଦେଖିବା ଏକ ରହସ୍ୟ ଜନକ ଗଛ ର କିଛି ରହସ୍ୟ ସମ୍ପର୍କରେ। ଏହିଠାରେ ଏକ ଅଭୂତ ଘଟଣା ସମ୍ନାକୁ ଆସିଛି ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।
ଏବେ ସେହି ଭିଡ଼ିଓ ଟିରେ କିଛି ଏମିତି ଅଭିତ ଦୃଶ୍ୟ ସୋସିଆଲ ମିଡ଼ିଆ ଚର୍ଚ୍ଚା ଚାଲିଛି ଯାହା କୁ ସମସ୍ତେ ଏବେ ଶେୟାର ମଧ୍ୟ କରିଛନ୍ତି।ଆଉ ସେହି ଭିଡ଼ିଓ ଟିରେ ଏକ ଗଛ ଆଖି ଆଗକୁ ଆସିଛି ଯାହାର ବୟସ କୁ କଳ୍ପନା କରା ଯାଇଛି ପ୍ରାୟତଃ ୧୦୦ ବର୍ଷ ହେବା ଲାଗି। ଆଉ ସେହି ଗଛ ରୁ ଏମିତି କିଛି ଆଖି ଚମକାଇଲା ଭଳି ଦୃଶ୍ୟ ନଜରକୁ ଆସିଛି ଯାହା ଏବେ ଏଠାରେ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏହି ଭିଡ଼ିଓ ଟିରେ ଏବେ ଆପଣ ମାନେ ଦେଖିବା ପରେ ମଧ୍ୟ ତାହାକୁ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ।ଯେଉଁ ଭିଡ଼ିଓ ଟିରେ ଗଛ ନଜରକୁ ଆସିଛି ତାହା ଇଉରୋପ ଦେଶ ର ବୋଲି ଏଠାରେ ଜାଣିବାକୁ ମିଳିଛି।
ତେବେ ସେହି ଗଛ ରୁ ପାଣି ବାହାର ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ମାନେ ମଧ୍ୟ ଚମକି ପଡିବେ। ସେହି ଗଛ ରୁ ବହୁଳ ମାତ୍ରା ରେ ପାଣି ବାହାରୁଚି ଯାହା ଆପଣ ମାନେ ବୋଧ ହୁଏ କେବେ ଦେଖି ନଥିବେ। ଆଉ ସେହି ଗଛ ରୁ ଅନବରତ ଭାବରେ ପାଣି ବହୁଳ ଭାବରେ ବାହାରୁଛି ଯାହାକୁ ମଧ୍ୟ ଆପଣ ପିଇ ପାରିବେ। ସେହି ଗଛ ଟିର ମଝିରୁ ପାଣି ତାହା ଚମକାଇ ଦେଇଛି ସମସ୍ତ ଙ୍କୁ ଯାହା ଏବେ ସୋସିଆଲ ମିଡ଼ିଆ ରେ ନଜରକୁ ଆସିଛି। ଆଉ ସେହି ପାଣି ରେ ମଧ୍ୟ ବନ୍ୟା ସୃଷ୍ଟି ହୋଇଥିବା ନେଇ କିଛି ସୁଚନା ମିଳିଛି।
ଏବେ ଏଠାରେ ଜାଣିବାକୁ ମିଳିଛି ଯେ ସେହି ଠାରେ ମାଟି ତଳେ ପାଣି ଅଧିକ ହେବାରୁ ଉପରକୁ ପାଣି ବାହାରୁଛି ଯାହା ସେହି ଗଛ ମଧ୍ୟ ଦେଇ ଆସୁଛି। ଆଉ ସେହି ଗଛ ରୁ ଅଧିକାଂଶ ସମୟରେ ପାଣି ବାହାରି ଥାଏ ହେଲେ ବେଳେ ବେଳେ ସେହି ପାଣି ଦ୍ୱାରା ବନ୍ୟା ମଧ୍ୟ ସୃଷ୍ଟି ହୋଇ ଯାଇଥାଏ ଯାହା ଏଠାରେ ଦତ୍ତ ।ଆଉ ସେହି ଗଛ ରୁ ଏହିଭଳି ଭାବରେ ପାଣି ବାହାରିବ ପ୍ରାୟତଃ ୨୦ ବର୍ଷ ରୁ ଅଧିକ ହୋଇଥିବା ନେଇ ସୂଚନା ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।