ଛିଃ…ଛିଃ..ପୁଣି ଓଡ଼ିଶାରେ ଲଜ୍ୟା ! ମହିଳା ମାନଙ୍କର ପ୍ରସବ ଦେଖିବାକୁ ବନିଥିଲା ନକଲି ଡାକ୍ତର! ହଟାତ୍ ଚିହ୍ନିନେଲେ ନର୍ସ ଆଉ ତା ପରେ…ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଏଭଳି ଏକ ଲଜ୍ୟା କର ଘଟଣା ଟି ଭାଇରାଲ ହେବାକୁ ଲାଗୁଛି ତାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଯୁବକ ଜଣଙ୍କର ବିକୃତ ମାନସିକତା କୁ ଦେଖି ଲୋକ ମାନେ ଯୁବକ ଙ୍କୁ ନିନ୍ଦା କରିଛନ୍ତି | ଆଉ ଯେଉଁଠି ଜଣା ପଡିଥିଲା କି ଯୁବକ ଜନଙ୍କ ଡାକ୍ତର କହି ପ୍ରସବ ରୁମ କୁ ଯାଇଛନ୍ତି ବୋଲି କୁହାଯାଉଛି ଆଉ ଧରା ପଡିଲା ପରେ ବର୍ତ୍ତମାନ ପୋଲିସ ଥାନା ଭିତରକୁ ଯାଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ଭଦ୍ରକ ର ମୁଖ୍ୟ କାର୍ଯ୍ୟାଳୟ ରେ ଦେଖିବାକୁ ମିଳିଛି ଏହିଭଳି ଏକ ଅଭାବନୀୟ ଘଟଣା | ଆଉ ଯେଉଁଠି କୁହାଯାଉଛି କି ଲୋକ ଜଣଙ୍କ ଗଳା ରେ ଷ୍ଟେଥିସ୍କୋପ କୁ ପକାଇ ଯାଇଥିଲେ ଡାକ୍ତର ଖାନା | ଆଉ କହିବାକୁ ଲାଗିଥିଲେ ଗାନିଂ ୱାର୍ଡ କେଉଁଠି ବୋଲି |ତେବେ ଡାକ୍ତର ଖାନା ରେ ଥିବା ସୁରକ୍ଷା କର୍ମୀ ଜନକ ପଚାରିଥିଲେ ସେ କିଏ ବୋଲି ଆଉ ଯୁବକ ଜଣଙ୍କ କହିଥିଲେ କି ସେ ନୂଆ ପୋଷ୍ଟିଙ୍ଗ କରିଛନ୍ତି ବୋଲି |

ଆଉ ଯେଉଁଥିପାଇଁ ସେ ପ୍ରସବ ହେଉଥିବା ରୁମ ଭିତରକୁ ଯିବେ ବୋଲି ମଧ୍ୟ କହିଥିଲେ | ତେବେ ଯୁବକ ଜଣଙ୍କ ପ୍ରସବ ରୁମ କୁ ଯିବା ପୂର୍ବରୁ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ହାତରେ ଧରା ପଡ଼ି ଯାଇଥିଲେ | ଆଉ ଯେଉଁଠି ଯୁବକ ଜଣଙ୍କ କିଏ ଆଉ କଣ ପାଇଁ ଏଠାକୁ ଆସିଛନ୍ତି ବୋଲି ପଚାରିଥିଲେ | କିନ୍ତୁ ତାଙ୍କ ମନରେ ସନ୍ଦେହ ହୋଇଥିଲା ଷ୍ଟେଥୋସ୍କପ କୁ ଦେଖିକି | ଆଉ ଯେଉଁଠି ପାଇଁ ସେ ତାଙ୍କର ଆଇଡି ପୃଭ ମଧ୍ୟ ମାଗିଥିଲେ ଦେଖିବା ପାଇଁ ଆଉ ଚେକ କରିବା ପାଇଁ |

ତେବେ ତାଙ୍କର ସମସ୍ତ ପ୍ରମାଣ ଫୋଲସ ଥିଲା ଆଉ ସେ କେବଳ ପ୍ରସବ କୁ ଦେଖିବା ପାଇଁ ନିଜକୁ ଡାକ୍ତର ବୋଲି କହି ପ୍ରସବ ରୁମ ଭିତରକୁ ପ୍ରବେଶ କରିବା ପାଇଁ ଚାହୁଁଥିଲେ ବୋଲି କୁହାଯାଉଛି | ଆଉ ତାହା ପରେ ସ୍ୱାସ୍ଥ୍ୟ କର୍ମୀ ଜଣଙ୍କ ପୋଲିସ ଙ୍କୁ ଏହି ଘଟଣା ବିଷୟରେ ଜଣାଇ ଵା ପରେ ଯୁବକ ଜଣଙ୍କୁ ପୋଲିସ ଗିରଫ କରି ନେଇ ଯାଇଛି | ତେବେ ଯୁବକ ଜଣଙ୍କର ଏହି ଭଳି ଏକ ଅମାନୁଷିକ କାର୍ଯ୍ୟ ବିଷୟରେ ଶୁଣିଲା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ଆଉ ଏହି ଭଳି ଏକ ଘୃଣ୍ୟ କାମ ପାଇଁ ସମସ୍ତେ ନିନ୍ଦା କରିବାକୁ ଲାଗିଛନ୍ତି ଯୁବକ ଜଣଙ୍କୁ |

ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment