ପ୍ରସିଦ୍ଧ ମହାବିନାୟକ ପୀଠରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହି ବିରଳ ଧଳା ନାଗ ସାପ, ଦେଖିବା ପାଇଁ ହଜାର ହଜାର ଲୋକ ଙ୍କା ଭିଡ, ଶିବ ଭକ୍ତ ହୋଇଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ବର୍ତ୍ତମାନର ସମୟରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିବାକୁ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ । ଆପଣ ମାନେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ନିଶ୍ଚୟ ଦେଖିବାକୁ ପାଉଥିବେ । କାରଣ ଆଜିର ସମୟରେ ସୋସିଆଲ ମିଡିଆ ଜରିଆରେ ଯେଉଁ ସ୍ଥାନରେ ବି ଯାହା କିଛି ଘଟୁଛି ସେ ସମ୍ପର୍କରେ ଲୋକମାନେ ବହୁତ ଶୀଘ୍ର ଜାଣି ପାରୁଛନ୍ତି । ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ଘଟିଥାଏ , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ବର୍ତ୍ତମାନ ସମୟରେ ସେମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି , ଯାହା ଆପଣ ମାନେ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସାପର ନା ଶୁଣିବା ମାତ୍ରେ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥାଏ , ଏମିତି ଲାଗିଥାଏ କି ଯେପରି ସାପ ଆମକୁ ଦଂଶନ କରିଦେବ । କିନ୍ତୁ ବିନା କୌଣସି କାରଣରେ ସାପ ମାନେ ଦଂଶନ କରନ୍ତି ନାହିଁ , ତାଙ୍କ ଉପରେ କୌଣସି ପ୍ରଭାବ ପଡିଲେ ସେମାନେ ଦଂଶନ କରିବା ପାଇଁ ଚୋଟ ଉଠାଇଥାନ୍ତି । ଏମିତି କିଛି ଭୟଙ୍କର ସାପ ଗୁଡିକ ରହିଛନ୍ତି ଯାହାକୁ ଦେଖିବା ମାତ୍ରେ ମନରେ ଭୟ ଆସିଥାଏ । ତେଣୁ ପ୍ରତ୍ୟେକ ସମୟରେ ସତର୍କତାର ସହିତ ଚଳିବା ଅତ୍ୟନ୍ତ ଜରୁରୀ , କାରଣ ଟିକିଏ ଅସାବଧାନତା ପାଇଁ ମୂଲ୍ୟବାନ ଜୀବନ ଚାଲିଯାଇ ପାରେ ।

ସୂଚନା ଅନୁସାରେ ଯାଜପୁରର ପ୍ରସିଦ୍ଧ ମାହାବିନାୟକ ପୀଠରେ ଏକ ବହୁତ ବଡ ବିରଳ ଧଳା ନାଗ ସାପ ଦୃଶ୍ୟମାନ ହୋଇଛି । ତେବେ ସେହି ସ୍ଥାନକୁ ବୁଲିବା ପାଇଁ ଦୂର ଦୂରାନ୍ତରୁ ଅନେକ ଲୋକମାନେ ଯାଇଥିଲେ । ମାତ୍ର ହଠାତ୍ ସେଠାରେ ଏକ ବିରାଟକାୟ ଧଳା ନାଗ ସାପକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଭିଡିଓ ରେ ଆପଣ ମାନେ ନିଶ୍ଚୟ ଦେଖି ପାରୁଥିବେ ଯେ ସେହି ନାଗ ସାପଟି କିପରି ଚୋଟ ଦେଖାଉଛି ଏବଂ ଦୂରକୁ ପଳାଇ ଯାଉଛି । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଏହି ଦୃଶ୍ୟକୁ କ୍ୟାମେରା ରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ବର୍ତ୍ତମାନ ସେହି ଦୃଶ୍ୟ ସବୁଠାରେ ଭାଇରାଲ ହେବାରେ ଲାଗିଛି, ଏହି ଦୃଶ୍ୟକୁ ବହୁତ ଲୋକମାନେ ଦେଖି ସାରିଲେଣି । ତେବେ ପ୍ରତ୍ୟେକ ଆପଣ ମାନେ ଯେଉଁ ସ୍ଥାନରେ ହେଉନା କାହିଁକି ଭୟଙ୍କର ସାପ କୁ ଦେଖିବା ମାତ୍ରେ ତୁରନ୍ତ ସ୍ନେକ ରେସ୍କ୍ୟୁ ଟିମ୍ କୁ ଖବର ଦିଅନ୍ତୁ । ନିଜେ କୌଣସି ପ୍ରକାର ଅସାବଧାନତା କାର୍ଯ୍ୟ କରନ୍ତୁ ନାହିଁ , କାରଣ କୌଣସି ବି ମୁହୂର୍ତ୍ତରେ କିଛି ବି ହୋଇପାରେ । ତେଣୁ ପ୍ରତ୍ୟେକ ସମୟରେ ସତର୍କ ରହି କାର୍ଯ୍ୟ କରନ୍ତୁ ଏବଂ ସାପକୁ ଦେଖିବା ମାତ୍ରେ ସ୍ନେକ ରେସ୍କ୍ୟୁ ଟିମକୁ ଖବର ଦିଅନ୍ତୁ । ଯାହାଫଳେ ଆପଣ ମାନେ ସୁରକ୍ଷିତ ରହିବା ସହିତ ସାପ ମାନେ ମଧ୍ୟ ସୁରକ୍ଷିତ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।