ପ୍ରଥମ ସ୍ତ୍ରୀ ୯ମାସର ଗର୍ଭବତୀ ,ଦ୍ୱିତୀୟ ସ୍ତ୍ରୀ ୧ମାସର ଗର୍ଭବତୀ.. ଏହି ରସିକିଆ ପ୍ରେମିକ କାହାର, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ରସିକୀୟା ସ୍ୱାମୀ ଓ ରସିକୀୟା ପ୍ରେମିକ ଅନିଲ ଙ୍କ କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ପଥମେ ଜଣଙ୍କୁ ବିବାହ କରିକି ତାଙ୍କୁ ଗର୍ଭବତୀ ବନେଇ ସାରିବା ପରେ ତାଙ୍କୁ ତାଙ୍କର ବାପ ଘରେ ଛାଡି ଦେଇକି ପଳେଇ ଯାଇଛନ୍ତି ଦ୍ଵିତୀୟ ପ୍ରେମିକା ଙ୍କ ପାଖକୁ| ଆଉ ଯାହା ଜଣା ପଡିଛି କି ସେ ଗୋଟିଏ ମାସର ଗର୍ଭବତୀ ମଧ୍ୟ ଅଛନ୍ତି | ଆଉ ଯେଉଁଥିପାଇଁ ପ୍ରଥମ ଆଉ ଦ୍ଵିତୀୟ ସ୍ତ୍ରୀ ଙ୍କ ମଧ୍ୟରେ ସ୍ୱାମୀ ଅନିଲ ଙ୍କୁ ପାଇବା ପାଇଁ ଝଗଡା ମଧ୍ୟ ଲାଗିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ନୁଆସାହିର ବିରହାଟ ରେ ସୁସ୍ମିତା ଙ୍କୁ ବିବାହ କରିଥିଲେ ଈଶ୍ୱର ପୁର ଗ୍ରାମ ର ଅନିଲ | ଆଉ ଯେଉଁଠି ଦେଖା ଯାଉଛି କି ସ୍ୱାମୀ ଅନିଲ ପ୍ରଥମେ ସସ୍ମିତା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ |ଆଉ ଶାରୀରିକ ସମ୍ପର୍କ ରଖିକି ସବୁ କିଛି ସରିବା ପରେ ସେ ଏବେ ନଅ ମାସର ଗର୍ଭବତୀ ମଧ୍ୟ ଅଛନ୍ତି | ମାତ୍ର ଏତେ ସବୁ ସରିଲା ପରେ ମଧ୍ୟ ସ୍ୱାମୀର ମନ ପୁରିଲାଣି ପୁଣି ପଳେଇଗଲା ପ୍ରେମିକା ପାଖକୁ |

ଆଉ ସେଠି ମାନସୀ ନାମକ ତାଙ୍କର ଦ୍ଵିତୀୟ ପ୍ରେମିକା ଙ୍କୁ ବିବାହ ମଧ୍ୟ କରିଥିଲେ | ଆଉ ବର୍ତ୍ତମାନ ରସିକୀୟା ପ୍ରେମିକ ଜଣଙ୍କ ତାଙ୍କର ରିଲସ ବନେଇ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ କରାଉଛନ୍ତି | ଆଉ ଯେଉଁ ଘଟଣା କୁ ଦେଖି ବା ପରେ ପ୍ରଥମ ସ୍ତ୍ରୀ ଜଣଙ୍କ ଥାନା ରେ ଯାଇ ଅଭିଯୋଗ କରିବା ସହିତ ନିଜର ନ୍ୟାୟ ପାଇଁ ଦାବି ମଧ୍ୟ କରିଛନ୍ତି | ଆଉ ଯାହା ଫଳରେ ବୀରହାଟ ଥାନା ପୋଲିସ ଅନିଲ ଆଉ ତାଙ୍କର ପ୍ରେମିକା ମାନସୀ ଙ୍କୁ ଗିରଫ କରିକି ଥାନା ରେ ରଖିଛି |

ଆଉ ଏହି ଘଟଣା କୁ ନେଇକି ପ୍ରଥମ ସ୍ତ୍ରୀ ଦାବି କରିଛି କି ଅନିଲ ଙ୍କ ଛୁଆଁ ମୋ ପେଟରେ ବଢୁଛି, ଆଉ ମୁଁ 9 ମାସର ପ୍ରେଗ୍ନେଣ୍ଟ ମଧ୍ୟ ଅଛି | ଆଉ ମୋତେ ମାରଧର କରୁଥିଲେ ବହୁତ ଆଉ ମୋତେ ପରେ ବୁଝେଇ ସେ ବାପା ଘରେ ଛାଡି ଦେଇକି ଆସିଥିଲେ | ଆଉ ଏଠି ଅନ୍ୟ ନଜେ ଝିଅ କୁ ବାହା ହେଇକି ରାସ ନୀଳା କରୁଛନ୍ତି, ତେଣୁ ମୋତେ ନ୍ୟାୟ ଦରକାର ଅନିଲ ଦରକାର |

ଆଉ ଆର ପଟେ ତାଙ୍କର ଦ୍ଵିତୀୟ ସ୍ତ୍ରୀ କହିଛନ୍ତି କି ଅନିଲ ବାହା ହେଇଛନ୍ତି, ଆଉ ତାଙ୍କର ସ୍ତ୍ରୀ ପ୍ରେଗନେଣ୍ଟ ଅଛନ୍ତି ଜାଣିକି ମଧ୍ୟ ମୁଁ ତାଙ୍କୁ ବିବାହ କରିଛି | କାରଣ ଅନିଲ ଙ୍କ ଛୁଆଁ ତାଙ୍କର ପ୍ରଥମ ସ୍ତ୍ରୀ ପେଟରେ ବଡ଼ୁନି ବରଂ ମାନସୀ କହିଛନ୍ତି କି ଅନିଲ ଙ୍କ ଛୁଆଁ ତାଙ୍କ ପେଟରେ ବଢୁଛି ଆଉ ସେ ଗୋଟିଏ ମାସରେ ପ୍ରେଗ୍ନେଣ୍ଟ ଅଛନ୍ତି, ତେଣୁ ତାଙ୍କର ଅନିଲ ଦରକାର | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ପୋଲିସ ପାଖରେ ପହଞ୍ଚିବା ସହିତ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment