ପ୍ରଥମଥର ପାଇଁ ଦେଖନ୍ତୁ Ayesha Samal ବା କୁନି ତାରିଣୀଙ୍କ ପରିବାର… ଆଗରୁ ଦେଖି ନ ଥିବେ

0

ବନ୍ଧୁଗଣ ଆପଣ ଯଦି ସିରିଏଲ ବା ଧାରାବାହିକ ପ୍ରେମୀ ହୋଇଥିବେ ତେବେ ଆପଣ ଏହାର ମର୍ମ କୁ ବୁଝି ପାରୁଥିବେ ଏହା କେତେ ମନୋରଞ୍ଜନ ପୂର୍ଣ୍ଣ ଅଟେ ଏବଂ ଉପଭୋଗ୍ୟ ଯୋଗ୍ୟ ଅଟେ ତାହା ଜାଣି ପାରୁଥିବେ। ଅନେକ ଭାଷାରେ ଧାରାବାହିକ ପ୍ରସାରିତ ହୋଇଥାଏ। ସେହିପରି ଓଡ଼ିଶାରେ ମଧ୍ୟ ଧାରାବାହିକ ଦେଖିବାର ବହୁତ୍ ଅଧିକ ଚାହିଦା ରହିଛି। ସମସ୍ତେ ଏହାକୁ ବେଶ୍ ପସନ୍ଦ କରନ୍ତି। ବିଭିନ୍ନ ପ୍ରକାର ପାରିବାରିକ କାହାଣୀ ଏବଂ ସମାଜର ବାସ୍ତବ ଘଟଣା କୁ ନେଇ ପର୍ଯ୍ୟବେଶିତ ଏହି ଧାରାବାହିକ ଗୁଡ଼ିକ ମନୋରଞ୍ଜନର ସୁରାକ ଯୋଗାଇଥାଏ ଦର୍ଶକ ମାନଙ୍କୁ। ଦର୍ଶକ ମାନେ ନିଜର ପସନ୍ଦର ସିରିଏଲ ଦେଖିବା ପାଇଁ ଉତ୍ସୁକତାର ସହ ଅନେଇ ବସିଥାନ୍ତି।

ସେଥିପାଇଁ ସେମାନେ କାର୍ଯ୍ୟକ୍ରମର ସମୟ ପୂର୍ବରୁ ସବୁ କାମ ଶେଷ କରି ବସି ଯାଆନ୍ତି ଟିଭି ଆଗରେ ନିଜର ପ୍ରିୟ ଚରିତ୍ରକୁ ଦେଖିବା ସହିତ ସେମାନଙ୍କ ଅଭିନୟ ଭିତରେ ସେମାନେ ବାସ୍ତବତା କୁ ପରିକଳ୍ପନା କରିବା ପାଇଁ।ଏବଂ ଏହାରି ଭିତରେ କେହି କେହି ହଜି ଯାଇ ଥାନ୍ତି ସେମାନଙ୍କ ଚରିତ୍ର ଭିତରେ।ତେବେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଟିଭି ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ଧାରାବାହିକ ତାରା ତାରିଣୀ ବିଷୟରେ।ଯାହା ଏବେ ଓଡ଼ିଶାର ଦର୍ଶକ ମାନଙ୍କ ମାନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛି।

ଯାହାକୁ ଅନେକ ପସନ୍ଦ କରୁଛନ୍ତି ଏବଂ ଭଲପାଇବା ମଧ୍ୟ ଦେଉଛନ୍ତି।ତେବେ ଏହାକୁ ନେଇ ଯାହା ଦର୍ଶକ ଙ୍କ ମନରେ ଏକ ଅହେତୁକ ଆଗ୍ରହ ରହିଛି ତାହା କହିଲେ ନସରେ।ଏଥିରେ ମୁଖ୍ୟ ଭୂମିକାରେ ତାରିଣୀ ଚରିତ୍ରରେ ଅଭିନୟ କରନ୍ତି ଲିପି ମହାପାତ୍ର। ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ରୁପମ।ଏହି ଯୋଡ଼ିଙ୍କୁ ଦର୍ଶକ ବେଶ ପସନ୍ଦ କରିଥାନ୍ତି।କିନ୍ତୁ ଏବେ ଆଉ ଆପଣ ଏହି ଧାରାବାହିକ କୁ ଦେଖିବାକୁ ପାଉ ନଥିବେ କାରଣ ତାରାତାରିଣୀ ଧାରାବାହିକ ଆଉ ଏକ ନୂଆ ରୂପରେ ଆସିବାକୁ ଯାଉଛି। ଏଥିରେ କୁନି ତାରିଣୀ ଭାବରେ ଅଭିନୟ କରୁଥିବା ଆୟେଶା ଏବେ ଆଉ ଦେଖିବାକୁ ମିଳୁ ନାହାଁନ୍ତି ଯାହାଙ୍କ ବିଷୟରେ ଆମେ ଆଜି କିଛି ଜାଣିବା।

ତେବେ ଏହି ଝିଅଟିର ନାଁ ହେଉଛି ଅାଏସା ସାମଲ ଯିଏକି ଏବେ ଆଉ ଅଭିନୟ କରୁ ନାହାଁନ୍ତି।ତେବେ ଏହି କୁନି କଳାକାର ତାଙ୍କ ବାପା ମାଆ ଏବଂ ଭାଇଙ୍କ ସହ ବାସ କରନ୍ତି।ସେ ଆଗାମୀ ଦିନରେ କିଛି ଧାରାବାହିକରେ ଅଭିନୟ କରିବାକୁ ଯାଉଛନ୍ତି।ଏହି କୁନି ଝିଅ ସୁନ୍ଦର ଅଭିନୟ ସହ ଜବରଦସ୍ତ ଡାନ୍ସ ମଧ୍ୟ କରନ୍ତି। କୁନି ତାରିଣୀ ଭୂମିକାରେ ଅଭିନୟ କରି ଆୟେସା ଲୋକଙ୍କ ହୃଦୟକୁ ତାଙ୍କ ଅଭିନୟ ମାଧ୍ୟମରେ ଜିଣି ପାରିଛନ୍ତି। ପାଠ ପଢାରେ ବେଶ୍ ଆଗ୍ରହ ଥିବା ଏହି କୁନି କଳାକାର ଜଣଙ୍କ ଏବେ ତାଙ୍କ ପରିବାର ସହ ଭୁବନେଶ୍ୱର ରେ ରହୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।