ପ୍ରଥମଥର ଶାଶୁଘରେ ରୋଷେଇ କଲେ ହାସ୍ୟ ଅଭିନେତା ଗୁଡୁଙ୍କ ସ୍ତ୍ରୀ…..ଦେଖନ୍ତୁ ଭି଼ଡିଓ

ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଯଦି କିନ୍ତୁ ଆମେ ଚଳଚିତ୍ର ବା ସିରିଏଲରେ ଅଭିନୟ କରୁଥିବା କଳାକାରଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିବା ସଙ୍ଗେ ସଙ୍ଗେ ହାସ୍ୟ ଅଭିନେତା ମାନେ ମଧ୍ୟ ଅଭିନୟ କରି ଥାଆନ୍ତି, କିନ୍ତୁ ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇ ଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତ୍ରୀ ଓ ଅଭିନେତା ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ ଜାଗ୍ରତ ହୋଇ ରହିଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ବହୁତ ଖୁସି ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ହାସ୍ୟ ଅଭିନେତା ଗୁଡୁଙ୍କ ସ୍ତ୍ରୀ ରୋଷେଇ ଘରେ ପଶି ରୋଷେଇ କରୁଥିବାର ସୂଚନା ମିଳିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହାସ୍ୟ ଅଭିନେତା ଗୁଡୁଙ୍କୁ ଓ ସେ ଓଲ୍ଲୀଉଡ଼ ଜଗତର ଆଗ ଧାଡ଼ିର ହାସ୍ୟ ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଫିଲ୍ମ ଓ ଧାରା ବାହିକରେ ନିଜର କମେଡି ଅନ୍ଦାଜ ଦେଖାଇଛନ୍ତି। ତାଙ୍କ ଅଭିନୟ ଯାଦୁରେ ଲୋକମାନେ ମୁଗ୍ଧ ହୋଇ ଯାଇ ଥାଆନ୍ତି ଓ ସେମାନଙ୍କ ମନରେ ଘର କରି ମଧ୍ୟ ରହିଛନ୍ତି। ତାଙ୍କ ଅଭିନୟ ଶୈଳୀ ନିଆରା ପ୍ରକାର ଅଟେ। ତାଙ୍କ ଅଭିନୟ ଦ୍ୱାରା ସେ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ସେ ଭଲ ହାସ୍ୟ ଅଭିନେତା ଭାବରେ ଆଗକୁ ପାଦ ଥାପିଛନ୍ତି।

ତେବେ ଗତ କିଛି ଦିନ ତଳେ ଗୁଡ଼ୁ ଜୁଲାଇ ୨୬ ତାରିଖ ଦିନ କେନ୍ଦ୍ରାପଡ଼ା ଝିଅ ପ୍ରିୟଙ୍କାଙ୍କ ସହ ସମସ୍ତ ରୀତି ନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ତାଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି। ତାଙ୍କ ଚତୁର୍ଥୀ ପରେ ତାଙ୍କ ସ୍ତ୍ରୀ ରୋଷେଇ ଘରେ ପଶି ରୋଷେଇ ଆରମ୍ଭ କରିଛନ୍ତି ଓ ସମସ୍ତଙ୍କୁ ନିଜ ହାତରେ ବାଢି ଖାଇବାକୁ ମଧ୍ୟ ଦେଇଛନ୍ତି। ତାଙ୍କର ଏହି ଫୋଟୋକୁ ଗୁଡ଼ୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment