ବର୍ତ୍ତମାନ ସମୟରେ ଦୁନିଆ ବହୁତ ଆଗକୁ ଗଲାଣି। ଏହାରି ଭିତରେ ଓଡ଼ିଆ ଟେଲିଭିଜନ ଜଗତ ମଧ୍ୟ ଧୀରେ ଧୀରେ ଆଗକୁ ଯାଉଛି। ସେହି ଫିଲ୍ମ ଜଗତର ୨ ଜଣ ସୁପରଷ୍ଟାର ଯେ କି ସମସ୍ତ ଙ୍କ ମନ କିଣି ପାରିଛନ୍ତି। ସେ ଯୋଡି କୁ ଦର୍ଶକ ମାନେ ବହୁତ ପସନ୍ଦ କରି ଥାଆନ୍ତି ଏବଂ ଖୁବ କମ ଦିନ ଭିତରେ ଦର୍ଶକ ମାନଙ୍କର ମନ କୁ ଆପଣେଇ ନେଇଛନ୍ତି। ସେ ଆଉ କେହି ନୁହନ୍ତି ଲୋକପ୍ରିୟ ଅଭିନେତା ଏବଂ ସମାଜ କର୍ମୀ ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ସେ ଦୁହେଁ ଫିଲ୍ମ ରେ ଅଭିନୟ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା। ତାପରେ ପ୍ରେମ ବିବାହାଘରେ ପରିଣତ ହୋଇଥିଲା।
ସେହି ଦୁହେଁ ହେଉଛନ୍ତି ସୁପର ହିଟ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ ଘର ରାଜସ୍ଥାନ ରେ ହୋଇଥିଲା ଓ ପରେ ରିଶିପେଶନ୍ ପାଟି ର ମଧ୍ୟ ଆୟୋଜନ କରିଥିଲେ । ରିଶିପେଷନ ପାଟି ରେ ବହୁତ ମଜା ମସ୍ତି ମଧ୍ୟ କରିଥିଲେ । ତା ପରେ ସେ ରାଜସ୍ଥାନ ରୁ ଓଡ଼ିଶା କୁ ଫେରିଥିଲେ ସେ ଦୁହେଁ ।
ଓଡ଼ିଶା ଫେରିବା ପରେ ଓଡ଼ିଶା ର ରୀତି ନୀତି ଓ ପରମ୍ପରା ଅନୁସାରେ ସବ୍ୟ ଙ୍କ ଘରେ ଗୃହ ପ୍ରବେଶ କରିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।ବିବାହ ଘରେ ପରେ ପୁଅ ମାନେ ବି ଝିଅ ର ବାପ ଘର କୁ ଯାଇଥାନ୍ତି।ସେହିପରି ସବ୍ୟ ମଧ୍ୟ ଅର୍ଚ୍ଚିତା ଙ୍କ ଘର ବା ଶଶୁର ଘର କୁ ଯାଇଥିବାର ଭିଡିଓ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ବିବାହ ଘର ପରେ ପ୍ରଥମ ଥର ପାଇଁ ସବ୍ୟ କାହା ଘରକୁ ଯାଇଥିଲେ।
ଓଡ଼ିଆ ରୀତିନୀତି ଅନୁସାରେ ସବୁ ପୁଅ ବିବାହ ଘର ପରେ ନିଜର ଶଶୁର ଘର କୁ ଯାଇଥାନ୍ତି ସେହି ପରି ସବ୍ୟ ମଧ୍ୟ ନିଜର ଶଶୁର ଘରେ କୁ ଯାଇଥିଲେ।ପରେ ସେ ଅର୍ଚ୍ଚିତା ଙ୍କ ଘରେ ବହୁତ ମସ୍ତି ମଧ୍ୟ କରିଥିଲେ। ସେ ଦୁହେଁଙ୍କୁ ଅର୍ଚିତାଙ୍କୁ ବାପା ଏବଂ ମା ବହୁତ ଚର୍ଚ୍ଚା ଏବଂ ପ୍ରଥମେ ଆଶୀର୍ଵାଦ କରିଥିଲେ ଯାହା ଆମକୁ ଦେଖିବାଲୁ ମିଳିଛି।
ପ୍ରଥମ ଥର ପାଇଁ ବିବାହ ଘର ପରେ ସବ୍ୟ ଯାଇଥିବାରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା। ଦୁହିଁଙ୍କ ସହ ସମସ୍ତେ ବହୁତ ସାରା ଫୋଟୋ ମଧ୍ୟ ଉଠେଇ ଥିଲେ ଏବଂ ତାଙ୍କୁ ଦେଖିଲା ପରେ ଅର୍ଚ୍ଚିତା ଙ୍କ ବାପା ଓ ମା ବହୁତ ଖୁସି ହୋଇ ଯାଇଥିଲେ। ତାଙ୍କ ସହ ବହୁତ କଥା ହୋଇଥିଲେ ସମସ୍ତେ ଏକାଠି ବସିକି।
ସେ ଦୁହିଁଙ୍କ ବିବାହର ସବୁ କାର୍ଯ୍ୟକ୍ରମ ଓଡ଼ିଆ ରୀତି ନୀତି ଅନୁସାରେ ହୋଇଥିଲା ।ପରେ ସେ ଓଡ଼ିଆ ସଂସ୍କୃତି ଅନୁସାରେ ସବ୍ୟସାଚୀ ନିଜର ଶଶୁର ଘରେ ବୁଲିବାକୁ ଯାଇଥିଲେ ଯାହା କୁ ଫ୍ୟାନ୍ସ ମାନେ ମଧ୍ୟ ପ୍ରଶଂସା କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।