ପ୍ରେମ ଏମିତି ଏକ ଶବ୍ଦ ଯାହାକୁ କେବେବି ବର୍ଣ୍ଣନା କରିହେବ ନାହିଁ। ପ୍ରେମ କାହାକୁ କେତେବେଳେ ହୋଇଯିବ ତାହା କେହି କହି ପାରିବେ ନାହିଁ। ଆଜିକାଲିର ଯୁବକ ଯୁବତୀ ସମସ୍ତେ ପ୍ରେମ କରୁଛନ୍ତି, ତେବେ ବର୍ତ୍ତମାନ ପ୍ରକୃତ ଭଲ ପାଇବା ଦେଖା ଯାଉନାହିଁ, ଛଳନା, ପ୍ରତାରଣା ଏବଂ ସ୍ୱାର୍ଥ ରଖି ଭଲ ପାଉଛନ୍ତି। ଆଜିକାଲି ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ଯେତେ ଜଲ୍ଦି ହେଉଛି, ସେତେ ଜଲ୍ଦି ବ୍ରେକପ ହେଉଛି। ଏସବୁ ବ୍ୟତୀତ ସମାଜରେ ବିଭନ୍ନ ପ୍ରକାର ଅନୈତିକ ସମ୍ପର୍କ ଦେଖା ଦେଉଛି।ପ୍ରେମିକା ଥାଇ ମଧ୍ୟ ଅନ୍ୟ ମହିଳାଙ୍କ ସହିତ ସଂପର୍କ ରଖୁଛନ୍ତି । ବିଶ୍ଵାସ ଭାଙ୍ଗିବା ଯେଉଁଥି ଲାଗି ବ୍ୟକ୍ତିଗତ ଜୀବନରେ ବିବାଦ ଦେଖା ଦେଇଥାଏ।
ତେବେ ବନ୍ଧୁଗଣ ଆପଣ ମାନେ ଅନେକ ସମୟରେ ଅନେକ ପ୍ରକାର ପ୍ରେମ ସମ୍ପର୍କୀତ ଘଟଣା ଦେଖିବା ପାଇଁ ପାଇଥିବେ। କିନ୍ତୁ ଆଜି ଆମେ ଯେଉଁ ଘଟଣାଟିକୁ ଆପଣ ମାନଙ୍କୁ ଜଣେଇବୁ ଆପଣ ମାନେ ଜାଣିଲେ ହୋସ ଉଡ଼ିଯିବ ଏବଂ ଆପଣ ମାନେ ନିଶ୍ଚତ ଭାବରେ ନିନ୍ଦା ମଧ୍ୟ କରିବେ। ତେବେ ଏହି ଘଟଣାଟି ହେଉଛି, ପ୍ରେମିକାର ମାଆକୁ ବିବାହ କରିବ ପ୍ରେମିକ। ତେବେ ଆପଣ ମାନେ ପୂରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେବେ, ଆଉ ଆପଣଙ୍କ ପାଟିରୁ ଗୋଟିଏ ଶବ୍ଦ ବାହାରିବ ଏଟା ହେଉଛି କଳିଯୁଗ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;
ସୂଚନାନୁସାରେ, ମେରିସା ନାମରେ ଯୁବତୀ ଜଣେ ଯୁବକଙ୍କୁ ବହୁତ ଭଲ ପାଉଥିଲା। ଅନେକ ଦିନ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ବହୁତ ସମୟ ସମ୍ପର୍କରେ ରହିବା ପରେ ଯୁବତୀ ଜଣକ ଦିନେ ପ୍ରେମିକକୁ ମାଆ ସହିତ ସାକ୍ଷାତ କରାଇଲେ। ଏଭଳି ଅନେକ ସମୟରେ ପ୍ରେମିକ ମଝିରେ ମଝିରେ ତାଙ୍କ ଘରକୁ ଆସନ୍ତି। ତେବେ ହଠାତ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଭାଙ୍ଗିଗଲା। କିନ୍ତୁ ଯୁବତୀ ମାଆ ମଝିରେ ମଝିରେ ଝିଅର ଅନୁପସ୍ଥିତିରେ ନିଜ ଝିଅର ପ୍ରେମିକକୁ ଡାକନ୍ତି, କିନ୍ତୁ ଝିଅ ଜାଣି ପାରେ ନାହିଁ।
ଦିନେ ଝିଅ ନଥିବା ବେଳେ ତାଙ୍କ ମାଆ ଯୁବକଙ୍କୁ ଡାକିଥିଲେ ଘରକୁ ଏହା ପରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଚାଲିଥିବା ସମୟରେ ସମୟରେ ହଠାତ ଆସି ତାଙ୍କ ଝିଅ ପହଞ୍ଚି ଗଲେ, ନିଜ ପ୍ରେମିକ ସହିତ ମାଆକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲା। ଏହା ପରେ ତାଙ୍କ ମାଆଙ୍କୁ ପଚାରିବା ତାଙ୍କ ଉତ୍ତର, ସେ ଭଲ ପାଆନ୍ତି ବାହା ହେବା ପାଇଁ ଚାହୁଁଛନ୍ତି। ଯୁବତୀଙ୍କ ବୟାନ ଅନୁସାରେ ତାଙ୍କ ବ୍ରେକପ ପରେ କେତେବେଳେ ତାଙ୍କ ମାଆ ଏବଂ ପ୍ରେମିକ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା ଜାଣି ନାହାନ୍ତି। ଏପଟେ ମାଆଙ୍କ ଜିଦ ଯେ ସେ ତାଙ୍କୁ ବିବାହ କରିବେ, କିନ୍ତୁ ଯୁବତୀ ଏହି ପ୍ରସ୍ତାବରେ ରାଜି ନୁହଁନ୍ତି। ତେବେ ବନ୍ଧୁଗଣ ଏଭଳି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।