ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ରାଣୀ ପଣ୍ଡା ଙ୍କର କାର ଏକ୍ସିଡେଣ୍ଟ ଘଟଣା ଟି ବର୍ତ୍ତମାନ ଚର୍ଚ୍ଚା ର ବିଷୟ ଭାବରେ ଚାରିଆଡେ ଦେଖିବାକୁ ମିଳିଛି | ଆଉ ଯେଉଁଠି ଏକ୍ସିଡେଣ୍ଟ ପରେ ସ୍ଥାନୀୟ ଅଞ୍ଚଳରେ ଥିବା ଲୋକ ମାନେ ସେହି ଆକ୍ସିଡେଣ୍ଟ ସମୟରେ ହୋଇଥିବା ସାଉଣ୍ଡ କୁ ଶୁଣିଛନ୍ତି ଯାହା ଭୟଙ୍କର ଥଲା ବୋଲି କୁହାଯାଉଛି | ଆଉ ଚାହୁଁ ଚାହୁଁ ରାଣୀ ପଣ୍ଡା ଙ୍କ କାର ବ୍ରେକ ମାରୁ ମାରୁ କାର ଟି ଆସିକି ବାଡେଇ ହୋଇ ଯାଇଥିଲା | ଆଉ ଯାହା ଫଳରେ ରାଣୀ ପଣ୍ଡା ଙ୍କ କାର ଓ ବାଇକ ର ଧକ୍କା ରେ ଚାଲି ଯାଇଥିଲା ବାଇକ ଚାଳକ ଙ୍କର ଜୀବନ |
ତେବେ ଯାହା କୁହାଯାଉଛି କି ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଆଠଗଡ ଜିଲ୍ଲା ଦଳଖାଇ ବ୍ଲକ ର ମୁଣ୍ଡୁଳି ରାସ୍ତା ରେ | ଆଉ ଯାହା କୁହାଯାଉଛି କି ମୁଣ୍ଡୁଳି ରାସ୍ତା ଏକ ଶୂନଶାନ ଜଙ୍ଗଲୀ ରାସ୍ତା ର ଡାଳ ଖାଇ ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଘଟଣା | ଆଉ ଯେଉଁଠି ବାହାଘର ପାର୍ଟି ରୁ ଫେରୁଥିଲେ ରାଣୀ ପଣ୍ଡା | ହଠାତ ତାଙ୍କର କାର ଆଗକୁ ଆସିଯାଇଥିଲା ଗୋଟିଏ ପୋଲସର ବାଇକ | ଆଉ ଯାହା ଫଳରେ କାର ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ମଧ୍ୟ ହୋଇଥିଲା | ଆଉ ସେହି ସମୟରେ ରାଣୀ ଙ୍କ କାର ବ୍ରେକ ମାରି ଅଟକିବାକୁ ଚେଷ୍ଟା କରିଥିଲେ ମାତ୍ର ତାହା ସଫଳ ହୋଇ ନ ଥିଲା ବୋଲି କୁହାଯାଉଛି |
ଆଉ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ସେହି ଏକ୍ସିଡେଣ୍ଟ ସମୟରେ ହେଉଥିବା ଶବ୍ଦ କୁ ଶୁଣି ଦୌଡ଼ି ଯାଇଥିଲେ ଆଉ ଯାହା ଦେଖିଥିଲେ କି କାର ଓ ବାଇକ ଟି ପୁରା ଭାଙ୍ଗି ଯାଇଛି | ତାହା ସହିତ କାର ରେ ଥିବା ଲୋକ ଙ୍କ ସମେତ ବାଇକ ଚଳାଉଥିବା ସୁକାନ୍ତ ମଧ୍ୟ ଦୂରରେ ଯାଇକି ପଡ଼ିଥିଲେ ବୋଲି କୁହାଯାଉଛି | ଆଉ ସ୍ଥାନୀୟ ଲୋକ ମାନେ ସୁକାନ୍ତ କୁ ନେଇ ହସ୍ପିଟାଲ ମଧ୍ୟ ଯାଇଥିଲେ | କିନ୍ତୁ ମେଡିକାଲ ରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି |
ଆଉ ଯାହା କୁହାଯାଉଛି କି ଭେଣ୍ଡିଆ ପୁଅ କୁ ହରାଇବା ପରେ ସୁକାନ୍ତ ଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି | ଆଉ ଯାହା ପାଇଁ ତାଙ୍କର ପରିବାର ଲୋକ ରାଣୀ ପଣ୍ଡା ଙ୍କ ଦାୟୀ ବୋଲି କହୁଛନ୍ତି | ତେବେ ରାଣୀ ପଣ୍ଡା ହସ୍ପିଟାଲ ରେ ପଡିଥିଲେ ମଧ୍ୟ ସୁକାନ୍ତ ଙ୍କର ଘର ଲୋକ ଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ମଧ୍ୟ ତାଙ୍କର ଘର କୁ ପଢ଼େଇଛନ୍ତି ବୋଲି କୁହାଯାଉଛି | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି|
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।