ବନ୍ଧୁଗଣ ଏହି ଦୁନିଆରର ଅନେକ ବ୍ୟକ୍ତି ସମସ୍ତେ ସମସ୍ତଙ୍କ ଠାରୁ ବହୁତ ଅଲଗା ଅଟନ୍ତି କେହି କାହାର ସହିତ ସମାନ ନୁହନ୍ତି, ଆପଣ ଦୁନିଆରେ କୌଣସି ବ୍ୟକ୍ତିଙ୍କୁ ସହଜରେ ଜାଣି ପାରିବେ ନାହିଁ କି କେଉଁ ବ୍ୟକ୍ତି କଉଁ ସ୍ଵଭାଵର ଅଟନ୍ତି |କିଛି ଲୋକର ପସନ୍ଦ ଅନୁଯାଇ ତାଙ୍କର ସ୍ଵଭାଵ କିପରି ତାହା ଆପଣ ଜାଣିପାରିବେ, ମୁଁ ଆଜି ଆପଣଙ୍କୁ ତିନୋଟି ରଙ୍ଗର ସ୍ୱସ୍ତିକ ଚିହ୍ନ ବିଷୟରେ କହିବି ଯାହା ଦ୍ଵାରା ଆପଣ ଏହି ତିନୋଟି ମଧ୍ୟରୁ ଯେକୌଣସି ଗୋଟିଏ ରଙ୍ଗର ସ୍ୱସ୍ତିକ ଚିହ୍ନକୁ ବାଛିବେ | ମୁଁ ଆଜି ଆପଣକୁ କେଉଁ ବ୍ୟକ୍ତି କେଉଁ ସ୍ଵଭାବର ହୋଇଥାଏ ଏହି ସ୍ୱସ୍ତିକ ଚି଼ହ୍ନର ଚିହ୍ନଟରୁ କହି ପାରିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ସମ୍ପୂର୍ଣ କଥା ବିଷୟରେ ଜାଣିବା |
1:-ବାଇଗଣୀ ରଙ୍ଗର ସ୍ୱସ୍ତିକ ଚି଼ହ୍ନ :-ଯଦି ଆପଣ ଏହି ବାଇଗଣି ରଙ୍ଗର ସ୍ୱସ୍ତିକ ଚିହ୍ନକୁ ବାଛିଛନ୍ତି ତେବେ ଆପଣ ବର୍ତମାନ କୌଣସି ଅସୁବିଧାରେ ପଡି ରହିଛନ୍ତି ଯାହା ଦ୍ଵାରା ଆପଣ ବହୁତ ଚିନ୍ତାରେ ରହୁଛନ୍ତି କିନ୍ତୁ ଆପଣଙ୍କର ଏହି ଅସୁବିଧା ବହୁତ କମ ସମୟ ଭିତରେ ଠିକ ହୋଇଯିବ ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ |ବର୍ତମାନ ଆପଣଙ୍କ ଘରେ କିମ୍ବା ବ୍ୟବସାୟରେ ପ୍ରତ୍ୟେକ କ୍ଷେତ୍ରରେ କ୍ଷତି ଅଧିକ ହେଉଛି କିନ୍ତୁ ଲାଭ କାମ ତେଣୁ ଆପଣ ନିଜର ପରିବାର ଲୋକଙ୍କ ସାହିତ ଯଦି ନିଜ ସ୍ତ୍ରୀଙ୍କ କଥା ମାନନ୍ତି ତେବେ ଆପଣଙ୍କ ଏହି ଅସୁବିଧା ଦୂର ହୋଇଯିବ |ଏହି ବ୍ୟକ୍ତିମାନେ ଅଧିକ ଜିଦ ଖୋର ସ୍ଵଭାଵର ହୋଇଥାନ୍ତି ଏମାନେ କେବେ କାହାର କଥାରେ ଗୁରୁତ୍ୱ ଦିଅନ୍ତି ନାହିଁ ନିଜ ଇଛା ଅନୁଯାଇ କାର୍ଯ୍ୟ କରିଥାନ୍ତି |ଖୁବ କମ ଦିନ ଭିତରେ ଆପଣଙ୍କ ଶୁଭଦିନ ନିଶ୍ଚିତ ଆସିବ ତେଣୁ ଆପଣ ସେଥିପ୍ରତି ଅଧିକ ଚିନ୍ତା କରନ୍ତୁନାହିଁ |
2:-ହଳଦିଆ ରଙ୍ଗର ସ୍ୱସ୍ତିକ :-ଏହି ରଙ୍ଗର ସ୍ୱସ୍ତିକକୁ ବାଛି ଥିବା ବ୍ୟକ୍ତିମାନେ ସରଳ ସ୍ଵଭାଵର ହୋଇଥାନ୍ତି,ଏମାନଙ୍କ ଆଗରୁ ଥିବା ସମସ୍ତ ଅସୁବିଧା ଏବେ ଦୂର ହେବକି ଯାଉଛି |ଆପଣଙ୍କ ସବୁ କ୍ଷେତ୍ରରେ ଏବେ ସଫଳତା ପ୍ରାପ୍ତି କରିବାର ସୌଭାଗ୍ୟ ରହିଛି ତେଣୁ ଆପଣ ଏହି ସମୟରେ ସନ୍ତାନ ସୁଖ ପ୍ରାପ୍ତ କରିବା ସହିତ ପାରିବାରିକ ସୁଖ ଶାନ୍ତି ମଧ୍ୟ ହାସଲ କରିବେ |ଆପଣ ଏହି ଦିନ ଠାରୁ କେବେ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବେ ନାହିଁ ଆପଣ ସର୍ବଦା ଖୁସିରେ ରହିବେ |
3:-ହନୁମାନ ରଙ୍ଗର ସ୍ୱସ୍ତିକ :-ଏହି ବ୍ୟକ୍ତିମାନେ ସରଳ ସ୍ଵଭାଵର ହେଉଥିବାର ଏମାନଙ୍କର ସରଳତା ଏହି ଲୋକ ଫାଇଦା ଉଠଉଥାନ୍ତି ତେଣୁ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଚେତନ ରୁହନ୍ତୁ ନଚେତ ବହୁତ ଅସୁବିଧାରେ ପଡି ପାରନ୍ତି |ଆଗରୁ ଭୋଗ କରୁଥିବା ଦୁଃଖ କଷ୍ଟ ଆପଣଙ୍କର ଏହି ସମୟରେ ନିଶ୍ଚିତ ଦୂର ହେବ ତାହା ସହିତ ଆପଣ ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ଉନ୍ନତି ଲାଭ କରିବା ସହିତ ଅନେକ ନାମିଦାମୀ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରିବେ |ଏହାଦ୍ଵାର ଆପଣଙ୍କ ଜୀବନରେ ସେମାନେ ସାହାଯ୍ୟରେ ବହୁତ ଆଗକୁ ଆପଣ ଯାଇପାରିବେ |ଜୀବନରେ ଏହି ବ୍ୟକ୍ତିମାନେ ବହୁତ ଖୁସିରେ ରହିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।