ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ଆମର ରାଶି ଚକ୍ରରେ ଏହି ଦୁନିଆରେ ସମସ୍ତ ବ୍ୟକ୍ତି ଜଡିତ ଅଛନ୍ତି, ରାଶି ସହିତ ଜଡିତ ଝିଅ ମାନେ ମନରେ ଭାବିଥାନ୍ତି କି ସେମାନଙ୍କୁ କେଉଁ ସ୍ଵଭାଵର ବର ହୋଇଥାନ୍ତି |ସବୁ ଝିଅ ଚାହାଁନ୍ତି ସେମାନେ ଯାହାକୁ ଜୀବନ ସାଥି ହିସାବରେ ଗ୍ରହଣ କରିବେ ସେମାନେ ଜଣେ ଭଲ ବ୍ୟକ୍ତିତ୍ବର ମଣିଷ ହୋଇଥାନ୍ତୁ, ସେଥିପାଇଁ ବାହା ଘର ଆଗରୁ ସବୁ ଝିଅମାନେ ବହୁତ ଚିନ୍ତାରେ ରହିଥାନ୍ତି |ମୁଁ ଆଜି ଆପଣକୁ ଆମ ରାଶି ଚକ୍ରର ବାର ଗୋଟି ରାଶିର ଝିଅମାନେ କେଉଁ ପ୍ରକାର ବର ପାଇବେ ସେ ବିଷୟରେ ଜଣେଇବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସବୁ ରାଶିର ମହିଳା ମାନଙ୍କ ବିଷୟରେ ଜାଣିବା |
1-ମେଷ ରାଶି :-ମେଷ ରାଶିର ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏମାନଙ୍କୁ ବହୁତ ସୁନ୍ଦର ବର ମିଳିଥାଏ ଏମାନଙ୍କ ବର ଧାର୍ମିକ ସ୍ଵଭାଵର ମଧ୍ୟ ହୋଇଥାନ୍ତି |ଏହି ରାଶିର ବ୍ୟକ୍ତିମାନଙ୍କ ବର ବହୁତ ଶିକ୍ଷିତ ମଧ୍ୟ ହୋଇଥାନ୍ତି |
2-ବୃଷ ରାଶି :-ଏହି ରାଶିର ଝିଅ ମାନଙ୍କୁ କମ ଶିକ୍ଷିତ ସ୍ୱାମୀ ମିଳିଥାନ୍ତି, ଏମାନଙ୍କ ସ୍ୱାମୀ ମାନଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡିଥାଏ |ଏମାନେ ଜୀବନରେ ସଂଘର୍ଷ କରି ମଧ୍ୟ ନିଜର ସାଂସରକୁ ଖୁସିରେ ରଖିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି |
3-ମିଥୁନ ରାଶି :-ଏହି ରାଶିର ବ୍ୟକ୍ତିମାନଙ୍କୁ ଅହଂକାରୀ ସ୍ଵଭାବର ବର ମିଳିଥାଏ, ଏମାନେ ଅଳ୍ପ କଥାରେ ଶୀଘ୍ର ରାଗି ଯାଇଥାନ୍ତି ଏମାନଙ୍କ ରାଗ କମିଲା ପରେ ଏମାନେ ଲୋକଙ୍କୁ ବହୁତ ଭଲ ପାଇଥାନ୍ତି |
4-କର୍କଟ ରାଶି :-କର୍କଟ ରାଶିର ବ୍ୟକ୍ତିମାନେ ଭଲ ସ୍ଵଭାଵର ହୋଇଥାନ୍ତି, ଏମାନଙ୍କୁ ତାଙ୍କ ସ୍ୱାମୀମାନେ ବହୁତ ଭଲ ପାଇଥାନ୍ତି |ତାହା ସହିତ ଏହି ବ୍ୟକ୍ତିମାନଙ୍କ କଥା ମାନି ନାଚଳିଲେ ଏମାନେ ଶୀଘ୍ର ରାଗି ଯାଇଥାନ୍ତି |
5-ସିଂହ ରାଶି :-ଏହି ରାଶିର ଝିଅ ମାନଙ୍କୁ ତାଙ୍କୁ ସମାନ ଦେଉଥିବା ସ୍ୱାମୀ ପାଇଥାନ୍ତି ତାହା ସହିତ ଏମାନେ ଦମ୍ପତି ଜୀବନରେ ବହୁତ ଆଗକୁ ବଢିଥାନ୍ତି ବୋଲି ଶାସ୍ତ୍ର ବନିତ ରହିଛି |
6-କନ୍ୟା ରାଶି :-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମାନଂକୁ ଚଞ୍ଚଳ ସ୍ଵଭାଵର ସ୍ୱାମୀ ମିଳିଥାନ୍ତି, ଏମାନଙ୍କ ଠାରେ ଆକର୍ଷଣ ଗୁଣ ରହୁଥିବାରୁ ସେମାନେ କେତେକ କ୍ଷେତ୍ରରେ ଅନ୍ୟ ଝିଅ ମାନଙ୍କ ସହିତ ସମ୍ପର୍କ ରଖିଥାନ୍ତି |
7-ତୁଳା ରାଶି :-ତୁଳା ରାଶିର ବ୍ୟକ୍ତିମାନେ କଥା କଥାରେ ରାଗି ହୋଇଥାନ୍ତି କିନ୍ତୁ ଏହି ବ୍ୟକ୍ତିମାନେ ନିଜର ବୈବାହିକ ଜୀବନକୁ ନେଇ ଗମ୍ଭୀରଥାନ୍ତି |ନିଜ ପରିବାରକୁ ସବୁବେଳେ ଖୁସିରେ ରଖିବା ପାଇଁ ଏମାନେ ଚେଷ୍ଟା କରନ୍ତି |
8-ବିଛା ରାଶି :-ଏହି ରାଶିର ଝିଅମାନଙ୍କ ସ୍ୱାମୀମାନେ ରୋମାଣ୍ଟିକ ସ୍ଵଭାଵର ହୋଇଥିବାରୁ ଏମାନଂକ ଦାମ୍ପତ୍ୟ ଜୀବନ ବହୁତ ହସ ଖୁସିରେ କଟିବ ବୋଲି ଜଣା ଯାଇଛି |
9-ଧନୁ ରାଶି :-ଏହି ରାଶିର ବ୍ୟକ୍ତିମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି, ଏମାନଂକ ସ୍ୱାମୀ ଏମାନଂକୁ ଅଧିକ ଭଲ ପାଇବା ସହିତ ଏମାନଂକ କଥାକୁ ବହୁତ ଗୁରୁତ୍ୱ ଦେଇଥାନ୍ତି |
10-ମକର ରାଶି :-ଏମାନଙ୍କୁ ସରଳ ସ୍ଵଭାଵର ଝିଅ ମିଳିଥାଏ ଏମାନେ ତାଙ୍କ ଦାମ୍ପତ୍ୟ ଜୀବନ ଖୁସିରେ କଟି ଥାନ୍ତି |
11-କୁମ୍ଭ ରାଶି :-ଏହି ରାଶିର ଝିଅମାନଙ୍କ ସ୍ୱାମୀ ସର୍ବଦା ଏକା ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି |
12-ମୀନ ରାଶି :-ଏହି ଝିଅମାନଙ୍କୁ ସୁନ୍ଦର ସ୍ୱାମୀ ମିଳିବା ସହିତ ଏମାନେ ଦାମ୍ପତ୍ୟ ଜୀବନ ବହୁତ ହସ ଖୁସିରେ କଟିଥାଏ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।