ପ୍ରଭୁଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଠାକୁର ( Thakur ) ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ ଗୋଟେ ଖାସ କଥା – LIFE STYLE

ସ୍କ୍ରିନ୍ ରେ ଦିଆ ଯାଇଥିବା ତିନୋଟି ଠାକୁର ଙ୍କ ବିକଳ୍ପ କୁ ବାଛି ଆପଣ ନିଜ ଭବିଷ୍ୟତ ବାବଦରେ ବହୁତ୍ ହିଁ କିଛି କଥାମାନ ଜାଣିବାକୁ ପାଇବେ। ଏଥିରେ ରହିଛନ୍ତି ଭଗବାନ୍ ଗଣେଶ, ଭଗବାନ୍ ଭୋଳା ଶଙ୍କର ଏବଂ ଭଗବାନ୍ ଶ୍ରୀକୃଷ୍ଣ। ଏହି ତିନୋଟି ଠାକୁର ଙ୍କୁ ଆମେ ଭକ୍ତି ର ସହିତ ପୂଜା କରିଥାଉ। ତେବେ ଆମକୁ ଏହା କଷ୍ଟ ହେବ ଯେ ଆମେ ତିନୋଟି ଠାକୁରଙ୍କ ମଧ୍ୟରୁ କାହାକୁ ଚୟନ କରିବୁ। ତେବେ ଆପଣଙ୍କୁ ଯେଉଁ ଠାକୁର ଅଧିକ ବିଶ୍ଵାସ କରନ୍ତି ଭକ୍ତି କରନ୍ତି ଆପଣ ସେହି ଦେବତାଙ୍କୁ ହିଁ ବାଛନ୍ତୁ ଯାହା ଆପଣଙ୍କୁ ଠିକ୍ ନିର୍ଣ୍ଣୟ କହିବ।

ଗଣେଶ:- ଯଦି ଆପଣ ଭଗବାନ୍ ଗଣେଶଙ୍କୁ ଚୟନ କରିଛନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣ ପୂର୍ବରୁ ଯେଉଁ ସବୁ ସମସ୍ୟାରେ ରହିଥିଲେ ସେ ସବୁ ରୁ ମୁକୁଳିବା ପାଇଁ ଯାଉଛନ୍ତି ଆପଣଙ୍କ ଜୀବନରେ ଭଲ ସମୟ ଆସିବାକୁ ଯାଉଛି। ଦୁଃଖର ସମୟ ଆପଣଙ୍କ ର ଶେଷ ହୋଇ ଯାଇଛି। ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବ। ଆପଣ ଯେଉଁ ବି କାମ ରେ ହାତ ଦେବେ ସେଥିରେ ଆପଣ ସଫଳତା ହାସଲ କରିବେ। ଯଦି କିଛି କାରଣ ବଶତ ଆପଣଙ୍କ ର କେହି ସାଙ୍ଗ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ଯାହାକୁ ନେଇ ଆପଣ ଖୁବ୍ ବ୍ୟସ୍ତ ବିବ୍ରଟି ରହିଛନ୍ତି ସେ ଚିନ୍ତା ଆପଣଙ୍କ ର ଦୂରେଇ ଯିବ କାହିଁକି ନା ଆପଣଙ୍କ ସାଙ୍ଗଙ୍କ ସହିତ ଆପଣଙ୍କ ସମ୍ପର୍କ ପୁଣି ଥରେ ଆଗ ପରି ହୋଇଯିବ। ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ।

ଭୋଳା ଶଙ୍କର:- ଯଦି ଆପଣ ଭଗବାନ୍ ଭୋଳା ଶଙ୍କରଙ୍କୁ ବାଛି ଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କ ଖରାପ ସ୍ଵପ୍ନ ଆଜି ଠାରୁ ଦୂର ହେଲା। ଏବଂ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆପଣ ଆଗରୁ ଯାହା କରିବା ପାଇଁ ଚେଷ୍ଟା କରୁଥିଲେ ଏବଂ ସେଥିରେ ସଫଳତା ପାଇବାରେ କିଛି ବାଧା ଉତ୍ପନ୍ନ ହେଉଥିଲା ସେ ସବୁ ରୁ ଆପଣ ଏବେ ଦୂରେଇ ରହିବେ। କାହିଁକି ନା ଆପଣଙ୍କ ଉପରେ ଭାଗ୍ୟ ଦେବୀ ଖୁବ୍ ପ୍ରସନ୍ନ ରହିଛନ୍ତି।

ଶ୍ରୀକୃଷ୍ଣ:- ଯଦି ଆପଣ ଭଗବାନ୍ ଶ୍ରୀକୃଷ୍ଣ ଙ୍କୁ ବାଛି ଛନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣ ବହୁ ଦିନ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରି ଆସୁଛନ୍ତି ଯେଉଁଥୀ ପାଇଁ ଆପଣ ବେଶ୍ ଚିନ୍ତିତ ହୋଇ ପଡିଛନ୍ତି। ଆପଣ ଜାଣି ପାରି ନାହାଁନ୍ତି ଆପଣ କଣ କରିବେ। କିନ୍ତୁ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ କଟନୀ ଏ ସବୁ ଆଉ ବେଶି ଦିନ ନୁହେଁ ବର୍ଷ ମଧ୍ୟ ଭାଗରୁ ଆପଣ ସେ ସବୁ କିଛି ପାଇବା ପାଇଁ ଯାଉଛନ୍ତି ଯାହା ଆପଣ ଆଶା କରିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment