Pregnancy Tips – କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ Period ଶୀଘ୍ର ଆଣିବାର ଘରୋଇ ଉପାୟ 1-2 ଘଣ୍ଟାରେ ହୋଇଯିବ

0

ଭଗବାନ ମାନବ ଜାତିକୁ ଦୁଇ ଶ୍ରେଣୀରେ ବିଭକ୍ତ କରିଛନ୍ତି , ଗୋଟିଏ ହେଉଛି ପୁରୁଷ ଜାତି ଏବଂ ଅନ୍ୟଟି ମହିଳା । ମହିଳା ମାନଙ୍କ ଠାରେ ଅଧିକ ସ୍ୱତନ୍ତ୍ରତା ଦେଖିହାକୁ ମିଳିଥାଏ , ଆପଣ ମାନେ ଜାଣିଥିବେ ଯେ ମହିଳାଙ୍କର ପ୍ରତିମାସରେ ଋତୁସ୍ରାବ ହୋଇଥାଏ । କିଛି ମହିଳାଙ୍କର ପରିୟଡ୍ସ ହେବାରେ 6-7 ଦିନ ବିଳମ୍ୱ ହୋଇଥାଏ ,ଏଥିପାଇଁ ସେମାନଙ୍କୁ କୌଣସି ଚିନ୍ତା କରିବାପାଇଁ ପଡିବ ନାହିଁ । କିନ୍ତୁ ଆଉ କେତେକ ମହିଳା ମାନଙ୍କ ଠାରେ 15 ରୁ 16 ଦିନ ବିଳମ୍ୱ ହୋଇଥାଏ ,ଏହା ନିଶ୍ଚିତ ରୂପେ ଚିନ୍ତାର କାରଣ ଅଟେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଋତୁସ୍ରାବରେ ଅନିୟମିତତା ଦେଖାଯିବାର କାରଣ ଏବଂ ଏହାର ଘରୋଇ ଉପଚାର ବିଷୟରେ ଆସନ୍ତୁ ଜାଣିବା ।

ପିରିୟଡ୍ସ ନହେବାର କାରଣ :-

1. ପ୍ରତ୍ୟେକ ମହିଳାଙ୍କୁ ଜାଣି ରଖିବା ଉଚିତ ଯେ ପରିୟଡ୍ସ ନହେବାର ପ୍ରଥମ କାରଣଟି ହେଉଛି ଗର୍ଭବତୀ ହେବା । ଯଦି ଜଣେ ମହିଳା ଗର୍ଭବତୀ ଅଛନ୍ତି ,ତେବେ ତାଙ୍କର ପିରିୟଡ୍ସ ହୁଏନାହିଁ । ତେଣୁ ପିରିୟଡ୍ସ ବନ୍ଦ ହେବା ପରେ ପ୍ରେଗନେନ୍ସି ଟେଷ୍ଟ କରି ନିଅନ୍ତୁ ।

2. ଯଦି ଆପଣ ମାନେ ଅଧିକ ଚିନ୍ତା ବା ମାନସିକ ଚାପରେ ରହୁଥାନ୍ତି , ତେବେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ । ତେଣୁ ଆପଣ ମାନେ ମାନସିକ ଚିନ୍ତାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ ।

3. ଶରୀରର ଓଜନ ଅଧିକ ବୃଦ୍ଧି ବା ହ୍ରାସ ହେବା ଉପରେ ମଧ୍ୟ ଆମର ମାସିକ ଋତୁସ୍ରାବ ରେ ଅନିୟମିତତା ଦେଖା ଯାଇଥାଏ । ତେଣୁ ଆପଣ ମାନେ ସର୍ବ ପ୍ରଥମେ ନିଜ ଓଜନ ମେଣ୍ଟନ କରି ରଖନ୍ତୁ ।

ପିରିୟଡ୍ସ ନିୟମିତ ହେବାର ଘରୋଇ ଉପଚାର :-

1. ପିରିୟଡ୍ସ ର ନିୟମିତତା ପାଇଁ ଅପଣ ମାନେ ଆଧିକ ପରିମାଣରେ ଗରମ ଜାତୀୟ ଜିନିଷ , ଯଥା ସପୁରୀ , ଖଜୁରୀ , ପପୟାର ସେବନ କରନ୍ତୁ । ପିରିୟଡ୍ସ କୁ ଠିକ୍ ସମୟରେ ହେବା ପାଇଁ ସାହାର୍ଯ୍ୟ କରିଥାଏ ।

2. ପିରିୟଡ୍ସ ରେ ଅନିୟମିତତା ଦେଖା ଦେଉଥିଲେ , ଆପଣ ମାନେ ଏକ ଗ୍ଲାସ ଗରମ ପାଣି ରେ ଜିରା ମିଶାଇ ଦିନକୁ 2 ଥର ସେବନ କରନ୍ତୁ । ମାତ୍ର 2 ଦିନ ମଧ୍ୟରେ ଆପଣଙ୍କ ପିରିୟଡ୍ସ ହେବା ନିଶ୍ଚିତ ।

3. ଅଦା ଆମ ଶରୀର ପ୍ରତି ବହୁତ ଲାଭକାରୀ ହୋଇଥାଏ , ତେଣୁ ଆପଣ ମାନେ 2 ଇଞ୍ଚର ଅଦାକୁ ଛୋଟ ଛୋଟ କରି ତାହାକୁ ଏକ ଗ୍ଲାସ ପାଣିରେ ଫୁଟାଇ ଦିଅନ୍ତୁ । ସେହି ପାଣିକୁ ସେବନ କରନ୍ତୁ , ମାତ୍ର 2 ଦିନ ମଧ୍ୟରେ ଆପଣଙ୍କର ପରିୟଡ୍ସ ହେବା ନିଶ୍ଚିତ ।

ତେବେ ଆପଣ ମାନେ ଏହିପରି ଭାବରେ ପରିୟଡ୍ସର ଅନିୟମିତତା କୁ ଦୂରେଇ ପାରିବେ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।