ଦୁନିଆଁରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଜଣେ ମା ହିଁ ଲିଭେଇ ଥାଏ , ବିବାହ ପରେ ମା ବନିବା ଏକ ପ୍ରକାର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଜଣେ ମା ତାର ସନ୍ତାନକୁ ଜନ୍ମ ଦେବା ପାଇଁ 9 ମାସ ପର୍ଯ୍ୟନ୍ତ ଗର୍ଭରେ ଧାରଣ କରି ଅନେକ କଷ୍ଟ ଯାତନା ସହି ତାକୁ ଦୁନିଆଁକୁ ଆଣିଥାଏ । ଅନେକ ମହିଳାମାନେ ବିବାହ ପରେ ମା ହେବାପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି କିନ୍ତୁ ଆଉ କେତେକ ମହିଳା ମାନେ ବିବାହର କିଛି ଦିନ ପରେ ମା ହେବାକୁ ପସନ୍ଦ କରିଥାନ୍ତି ।
କିନ୍ତୁ ସେମାନଙ୍କ ଠାରେ କିଛି ସମସ୍ୟା ଦେଖାଯାଇଥାଏ , ଯେଉଁଥିପାଇଁ ସେମାନେ ମା ହେବାରୁ ବଞ୍ଚିତ ରହିଥାନ୍ତି । ଏମିତି କି ଅନେକ ମହିଳାମାନେ ସହବାସ କରିବାର ସଠିକ ସମୟ ସେମାନଙ୍କୁ ଜଣା ନଥାଏ , ସେମାନେ ଭୁଲ ସମୟରେ ସହବାସ କରିଥାନ୍ତି । ଯାହାଫଳରେ ସେମାନେ ମା ହେବାରୁ ବଞ୍ଚିତ ରହିଥାନ୍ତି , କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ପିରିୟଡ ହେବାର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଆପଣ ଗର୍ଭବତୀ ହେବାର ସୌଭାଗ୍ୟ ଅର୍ଜନ କରିବେ । ମା ହେବାର ପ୍ରକୃତ ଖୁସୀ ଜଣେ ମା ହିଁ ଅନୁଭବ କରି ପାରିଥାଏ ।
ମହିଳା ମାନଙ୍କର ପ୍ରତି ମାସରେ ପରିୟଡ଼ ହୋଇଥାଏ , ଏହା ସାତ ଦିନ ପର୍ଯ୍ୟନ୍ତ ହୋଇଥାଏ । ଏହି ମାସ ମଧ୍ୟରେ ଓଭିଲ୍ୟୁସନ ହୋଇଥାଏ , ଯାହା 14 ରୁ 18 ଦିନ ଭିତରେ ହୋଇଥାଏ । ଡକ୍ଟରଙ୍କ କହିବା ଅନୁସାରେ ପରିୟଡ ହେବାର ସାତ ଦିନ ପରେ ଅଭ୍ୟୁଲେସନ ମହିଳାଙ୍କ ଶରୀରରେ ସୃଷ୍ଟି ହୋଇଥାଏ । ତାହା 24 ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ ରହିଥାଏ , ତେବେ ଏହି ସମୟ ମଧ୍ୟରେ ଆର୍ଥାତ୍ ପିରିୟଡ ହେବାର 6 ରୁ 7 ଦିନ ମଧ୍ୟରେ ଏହା ସକ୍ରିୟ ହୋଇଥାଏ । ଏହା ସକ୍ରିୟ ହେବା ପରେ , ଯଦି ପୁରୁଷଙ୍କର ଶୁକ୍ରାଣୁ ବା ସ୍ପର୍ମ ଏଗ୍ ମଧ୍ୟରେ ପ୍ରବେଶ କରିଥାଏ , ତାପରେ ଜଣେ ମହିଳା ଗର୍ଭବତୀ ହୋଇଥାଏ ।
ଜଣେ ମହିଳା ଗର୍ଭବତୀ ହେବା ପରେ ଗର୍ଭବତୀ ହେବାର ସମସ୍ତ ଲକ୍ଷଣ ସଙ୍ଗେ ସଙ୍ଗେ ଦେଖାଯାଇ ନଥାଏ । ଗର୍ଭବତୀ ଲହେବାର ଏକ ସପ୍ତାହ ପରେ ସମସ୍ତ ଲକ୍ଷଣ ଦେଖାଯାଇଥାଏ , ତେବେ ମୋଟା ମୋଟି ଭାବରେ ପରିୟଡର 20 ଦିନ ପରେ ଜଣେ ମହିଳା ଗର୍ଭବତୀ ହୋଇଥାଏ । ଏହାବ୍ୟତୀତ ପିରିୟଡ ମିସ ହେବାର ଅପେକ୍ଷା କରିବା ଦରକାର , ଏମିତି କିଛି ଲକ୍ଷଣ ରହିଛି ଯାହା ସାହାର୍ଯ୍ୟରେ ଆପଣ ମାନେ ଜାଣି ପାରିବେ ଆପଣ ଗର୍ଭବତୀ ହୋଇଛନ୍ତି କି ନାହିଁ । ସର୍ବପ୍ରଥମ ଲକ୍ଷଣଟି ହେଉଛି ସ୍ତନରେ ଟେଣ୍ଡରନେସ ଓ ମୁଡ ସ୍ୱୀଙ୍ଗ ହେବା , ଥକା ଲାଗିବା ଭଳି ଅନେକ ଲକ୍ଷଣ ମାନ ଦେଖାଯାଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।