Pregnency Tips – ପ୍ରେଗ୍ନେନ୍ସି ଅଲ୍ଟ୍ରାସାଉଣ୍ଡ ରିପୋର୍ଟ କୁ ଓଡ଼ିଆରେ ବୁଝନ୍ତୁ ଆପଣଙ୍କର ଝିଅ ହେବ ନା ପୁଅ

ଗର୍ଭବତୀ ମହିଳା ମାନଙ୍କ ପାଇଁ ଅନେକ ସଚେତନତା ଏବଂ ଚିକିତ୍ସା ଅବଲମ୍ବନ କରିବାକୁ ପଡ଼ିଥାଏ। ତେବେ ମୁଖ୍ୟତଃ ଗର୍ଭବତୀ ମହିଳା ମାନଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ କରିବା ଜରୁରୀ ହୋଇଥାଏ। କାରଣ ଏହାଦ୍ବାରା ମାଆ ର ପେଟ ଭିତରେ ଥିବା ଗର୍ଭସ୍ଥ ଶିଶୁର ସ୍ଥିତି କିପରି ରହିଛି ତାହା ଜଣା ପଡ଼ିଥାଏ। ଏବଂ ଡାକ୍ତର ମଧ୍ଯ ସେହି ଅନୁସାରେ ମହିଳା ଙ୍କୁ ଚିକିତ୍ସା ଯୋଗାଇ ଦେଇଥାନ୍ତି। ତେବେ ଆପଣ କଣ କେବେବି ଅଲ୍ଟ୍ରାସାଉଣ୍ଡ ହେବାପରେ ଆସୁଥିବା ଏହାର ରିପୋର୍ଟ କୁ ବୁଝିବାକୁ ଚେଷ୍ଟା କରିଛନ୍ତି। ଏହାକୁ ବୁଝିବା ସମସ୍ତଂକ ପକ୍ଷେ ସମ୍ଭବପର ହୋଇ ପାରି ନଥାଏ।

ତେବେ ଆଜି ଆମେ ଜାଣିବା ଯେ କିପରି ଭାବରେ ଜଣେ ଗର୍ଭବତୀ ମହିଳା ଙ୍କ ପ୍ରେଗ୍ନାନ୍ସି ର ହେଉଥିବା ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ର ରିପୋର୍ଟ କୁ କିପରି ବୁଝିବେ। ସାଧାରଣତଃ ପ୍ରତ୍ୟେକ ଗର୍ଭବତୀ ମହିଳା ୩ ମାସ,୬ ମାସ ଏବଂ ୯ ମାସରେ ତାଙ୍କର ଅଲ୍ଟ୍ରାସାଉଣ୍ଡ କରିଥାନ୍ତି।ଏହି ଅଲ୍ଟ୍ରାସାଉଣ୍ଡ ଦ୍ବାରା ଗର୍ଭସ୍ଥ ଶିଶୁ ବିଷୟରେ ଅନେକ କିଛି ତଥ୍ଯ ମିଳିଥାଏ। ତେବେ ଅଲ୍ଟ୍ରାସାଉଣ୍ଡ ରିପୋର୍ଟ୍ ରୁ ଆପଣ ଏହା ଜାଣି ପାରିବେ ଯେ ଆପଣଙ୍କର ସିଯରିଂ ଦ୍ବାରା ପିଲା ହେବ କି ନର୍ମାଲ ରେ ପିଲା ଜନ୍ମ ହେବ। ଅନେକ ସମୟରେ ଆମେ ଅନ୍ୟର କହିବା ଅନୁସାରେ ଭୟଭୀତ ହୋଇ ଯାଇଥାଉ ଏବଂ ରିପୋର୍ଟ୍ ର ସତ୍ୟାସତ୍ୟ ବିଷୟରେ ଜାଣି ପାରି ନଥାଉ।

ତେବେ ଏହି ରିପୋର୍ଟ୍ କୁ ବୁଝି ପାରିଲେ ହିଁ ଆପଣ ଜାଣି ପାରିବେ ପ୍ରକୃତରେ ଏହି ରିପୋର୍ଟ୍ କଣ ସଂକେତ ଦେଉଛି ଆପଣଙ୍କ ଗର୍ଭସ୍ଥ ସନ୍ତାନ ବିଷୟରେ।ଏହି ରିପୋର୍ଟ୍ ରେ ଅନେକ ତଥ୍ଯ ରହିଥାଏ ଯାହା ସର୍ଟ ଫର୍ମ ରେ ଲେଖା ଯାଇଥାଏ। ତେବେ ସେହି ସର୍ଟ ଫର୍ମ ଗୁଡିକ ର ପୂର୍ଣ୍ଣ ଅର୍ଥ କଣ ତାହା ଓଡ଼ିଆରେ ଆପଣ ଏହି ଭିଡ଼ିଓରେ ଜାଣି ପାରିବେ। ତେଣୁ ନିଶ୍ଚିତ ଭାବରେ ଆପଣ ଏହି ଭିଡିଓ କୁ ଦେଖନ୍ତୁ। ଫଳରେ ଆପଣ ଏହି ରିପୋର୍ଟ୍ ଦେଖି ଅନେକ କିଛି କଥା ବିଷୟରେ ଜାଣିବାକୁ ସକ୍ଷମ ହେବେ। ଯେମିତି କି ରିପୋର୍ଟ୍ ରେ ଲେଖା ରହିଥାଏ LMP ,EDD, GA, EFW, Posterior placenta, Anterior placenta, cephalic/ Breech presentation, BPC ଇତ୍ୟାଦି।

ତେବେ ଯଦି ଆପଣଙ୍କ ରିପୋର୍ଟ୍ ର ସମସ୍ତ ପାରାମିଟର ଠିକ୍ ରହିଛି ତେବେ ଆପଣଙ୍କୁ ଛାନିଆ ହେବାର କୌଣସି ଆବଶ୍ୟକତା ନାହିଁ। ଆପଣ ଏହି ଭିଡିଓ କୁ ଦେଖିବା ପରେ ସଂପୂର୍ଣ୍ଣ ଭାବରେ ଏ ସଂପର୍କରେ ଧାରଣା ପାଇଯିବେ ଏବଂ ଜାଣି ପାରିବେ କି ଆପଣଙ୍କ ଗର୍ଭସ୍ଥ ଶିଶୁଟି ସିଯରିଂ ଦ୍ବାରା ହେବ କି ନର୍ମାଲ ରେ ହିଁ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment