ପ୍ରେଗନେଣ୍ଟ ହେଲେ ୯୧ ବର୍ଷର ମହିଳା , ପ୍ରେଗନେଣ୍ଟ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ପ୍ରତ୍ୟେକ ଦିନ ଆପଣ ମାନେ କିଛି ନା କିଛି ଖବର ଶୁଣିବା ପାଇଁ ପାଇଥାନ୍ତି । ବର୍ତ୍ତମାନର ହାଇ-ଟେକ ଯୁଗରେ ସବୁକିଛି ସମ୍ଭବ ହୋଇପାରୁଛି, ଯେପରି କ୍ଷଣିକ ମଧ୍ୟରେ ଦେଶ ଦୁନିଆ ବିଷୟରେ ଆମେ ଜାଣି ପାରୁଛୁ। ଯଦି କୌଣସି ସ୍ଥାନରେ କିଛି ଘଟଣା ଘଟୁଛି ତାହାଲେ ଆମେ ଗୋଟିଏ ସ୍ଥାନରେ ବସି ସେହି ଘଟଣା ବିଷୟରେ ଅବଗତ ହୋଇପାରୁଛୁ। ଧୀରେ ସମାଜ ଯେତେ ଆଗକୁ ବଢ଼ୁଛୁ, ସେହିପରି ଭାବରେ ଅନେକ ଘଟଣା ଘଟୁଛି , ବେଳେ ବେଳେ ଏପରି କିଛି ଘଟଣା ବିଷୟରେ ଶୁଣିବା ପାଇଁ ମିଳିଥାଏ, ଯାହା ଆମେ ବିଶ୍ୱାସ କରିପାରୁନା, କିନ୍ତୁ ବିଶ୍ୱାସ ନ ହେଲେ ମଧ୍ୟ ଘଟଣା ଗୁଡିକ ସତ୍ୟ ହୋଇଥାଏ।

  ତେବେ ଆଜି ଆମେ ଏପରି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ମାନେ ମଧ୍ୟ ଚକିତ ହୋଇ ରହିବେ। ୯୧ ବର୍ଷରେ ଜଣେ ମହିଳା ମାଆ ହୋଇଛନ୍ତି, କଥାଟି ବିଶ୍ୱାସ ନହଲେ ମଧ୍ୟ ଏହା ସତ ଘଟଣା, ଆସନ୍ତୁ ଜାଣିବା କଣ ଏହି ଘଟଣା।

ମଆ ହେବା ପାଇଁ କିଏ ବା ନଚାହେଁ , କିନ୍ତୁ ମାଆ ହେବାର ଏକ ସମୟ ସୀମା ରହିଥାଏ। କିନ୍ତୁ ବର୍ତ୍ତମାନ ୯୧ ବର୍ଷର ଜଣେ ମହିଳା ଆମ ହେବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି, ତେବେ ସେହି ମହିଳାଙ୍କ ନାମ ହେଉଛି ଅଷ୍ଟିଲା ମ୍ୟାଲେଣ୍ଡିସ ଏବଂ ସ୍ଵାମୀଙ୍କ ନାମ କହୁଛି ମ୍ୟାନୁଲ ଦୁଂହେ ଏକାଠି ରହୁଥିଲେ । ଉଭୟ ଅଷ୍ଟିଲା ଏବଂ ତାଙ୍କ ସ୍ୱାମୀ ମ୍ୟାନୁଲ, ଆନନ୍ଦର ସହିତ ଜୀବନ ଜାପନ କରୁଥିଲେ ।

ସ୍ଵାମୀ ତାଙ୍କର ଜଣେ ଫିସର ମ୍ୟାନ ରେ କାମ କରୁଥିଲେ । ସେମାନଙ୍କ ଜୀବନରେ କୌଣସି ପ୍ରକାରେ ଅଭାବ ମଧ୍ୟ ନଥିଲା । ତାଙ୍କ ସ୍ବାମୀଙ୍କ ପ୍ରତି ଅଷ୍ଟିଲାଙ୍କର ଅତୁଟ ପ୍ରେମ ଥିଲା । ଉଭୟ ସ୍ୱାମୀ ସ୍ତ୍ରୀ ୭୪ ବର୍ଷ ଧରି ବୈବାହିକ ଜୀବନକୁ ଭଲ ଭାବରେ ନିଭାଇ ଥିଲେ । ଜୀବନକୁ ପ୍ରତି ମୁହୂର୍ତ୍ତରେ ଆନନ୍ଦ ଉଲ୍ଲାସର ସହିତ ବିତାଇବା ପାଇଁ ଚେଷ୍ଟା କରୁଥିଲେ।ଏହା ବ୍ୟତୀତ ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଅନ୍ୟକୁ ସାହାଯ୍ୟ ମଧ୍ୟ କରୁଥିଲେ, ଉଭୟ ଉଭୟଙ୍କ ପ୍ରତି ଆଗଡ ଭଲ ପାଇବା ମଧ୍ୟ ଥିଲା।

କିନ୍ତୁ ହଠାତ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିଲା, ୨୦୧୫ ମସିହାରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଲା, ଦୀର୍ଘ ୭୪ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗିଗଲା। ଏହା ପୂର୍ବରୁ ସେ ୟୁଟ୍ରେସ ରେ ଗୋଟିଏ ଟ୍ଯୁମର ହେଇଥିଲା ଯାହାକୁ ଅପେରେସୋନ ମଧ୍ୟ କରାଯାଇଥିଲା । ପୁଣିଥରେ ତାଙ୍କର ପେଟ ବଢ଼ିବାରେ ଲାଗିବାରୁ ସେ ଟିଉମର ହେଇଛି ବୋଲି ଭାବି ଅପ୍ରେସନ କରିବାକୁ ଗଲେ ଡାକ୍ତର କହିଲେ ସେ ୬୦ ବର୍ଷ ଧରି ପ୍ରେଗନେଣ୍ଟ ଅଛନ୍ତି, ଏହା ଶୁଣିଲା ପରେ ମହିଳାଙ୍କ ହୋସ ଉଡ଼ିଗଲା।

ତାଙ୍କ ସ୍ୱାମୀ ଗୋଟିଏ ପିଲା ପାଇଁ ଇଚ୍ଛା କରିଥିଲେ କିନ୍ତୁ ମେଡିକାଲ କଣ୍ଡିସନ ଯୋଗୁଁ ହୋଇ ପାରିନଥିଲା, ଏହି କଣ୍ଡିସନ କୁ ଲିପୋପିଡିଓ ନାମରେ ଜଣାଯାଏ , ଏହା ପୁରା ଦୁନିଆରେ କିଛି ମହିଳାଙ୍କୁ ହୋଇଥାଏ । ବର୍ତମାନ ମାଆ ଓ ପିଲା ସୁସ୍ଥ ଆଛନ୍ତି, ବନ୍ଧଗଣ ଆପଣଂକୁ ମିଛ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।