ଦେଖନ୍ତୁ ଭିଡ଼ିଓ : ପ୍ରେମ ବିବାହ ପରେ ନିଜ ପ୍ରତି ବିପଦ ଥିବା ନେଇ ନିଜେ ଭିଡିଓ କରି ଭାଇରାଲ କଲେ ଯୁବତୀ…

0

ପ୍ରେମ ଚିରନ୍ତନ ଓ ଶାଶ୍ଵତ। ପ୍ରେମ ହେଉଛି ଅନ୍ଧ ଯାହା ମାନେନା ସମାଜର କଟକଣା। ଦୁଇଟି ହୃଦୟ ପରସ୍ପର ସହିତ ମାନସିକ ସ୍ତରରେ ମିଶିଯିବା ପରେ ସେମାନେ ଦୁଇ ମନ ଏକ ପ୍ରାଣ ହୋଇ ପ୍ରେମର ଗଭୀରତା କୁ ପ୍ରକାଶ କରନ୍ତି।ତେବେ ପ୍ରେମକୁ ନେଇ ବିଭିନ୍ନ ପ୍ରକାର ଘଟଣା ସମ୍ପର୍କରେ ଆପଣ ନିୟମିତ ଭାବରେ ଅବଗତ ହେଉଥିବେ। ପ୍ରେମ କେତେବେଳେ କାହା ସହ ହୋଇଯାଏ କେହି ବି ଜାଣି ପାରନ୍ତି ନାହିଁ।ପ୍ରେମ ଏମିତି ଏକ ସମ୍ପର୍କ ଯାହା ମଣିଷକୁ ସ୍ନେହ ମମତା ଓ ଭଲ ପାଇବା ପାଇଁ ନିଜକୁ ଅନ୍ୟ ପାଖରେ ଉତ୍ସର୍ଗ କରି ଦେଇଥାଏ। କିନ୍ତୁ ଏବେ ଅନେକାଂଶରେ ଦେଖିବାକୁ ମିଳୁଛି ଯେ ପରସ୍ପର ପ୍ରତି ସ୍ନେହ ମମତା ଭଲ ପାଇବା ଓ ଆବେଗ ରେ ପରିବର୍ତ୍ତନ ଆସୁଛି।

ପ୍ରେମର ବାସ୍ତବ ପରିଭାଷା ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି।ପ୍ରେମ ଓ ଭଲ ପାଇବା ଏକ ନିଆରା ଏବଂ ସୁନ୍ଦର ଅନୁଭବ ଅଟେ।ପୁରାତନ ସମୟର ପ୍ରେମ ଓ ଆଜିର ସମୟର ପ୍ରେମ ଭିତରେ ବହୁତ୍ ଫରକ୍ ଦେଖିବାକୁ ମିଳୁଛି।ତେବେ ଏହାକୁ ନେଇ ସମସ୍ତଙ୍କର ମତ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ଅଟେ।ଆଜିର ଦୁନିଆରେ ଅନେକ ପ୍ରେମ କାହାଣୀ ଅଗ୍ରସର ହେଉଛି ଇଣ୍ଟରନେଟ୍ ରେ।ଏହି କାରଣରୁ ଉଭୟ ଉଭୟଙ୍କୁ ଭଲ ଭାବରେ ବୁଝିବା ବା ଜାଣିବା ସମ୍ଭବ ହେଉନାହିଁ। ଫଳରେ ପ୍ରକୃତ ପ୍ରେମ କାହାଣୀ ବହୁତ୍ କମ୍ ଦେଖିବାକୁ ମିଳୁଛି।

ପ୍ରକୃତରେ ପ୍ରେମ କେତେବେଳେ କାହା ସହ ହୋଇଯାଏ କେହି ବି ଜାଣି ପାରନ୍ତି ନାହିଁ।ଏହା ଏମିତି ଏକ ସମ୍ପର୍କ ଯାହା ମଣିଷକୁ ସ୍ନେହ ମମତା ଓ ଭଲ ପାଇବା ପାଇଁ ନିଜକୁ ଅନ୍ୟ ପାଖରେ ଉତ୍ସର୍ଗ କରି ଦେଇଥାଏ।କିନ୍ତୁ ତଥାପି କିଛି ମାତ୍ରା ରେ ଏବେବି ସେଇ ନିଛଟ ପ୍ରେମ କାହାଣୀ ଆଜିର ଦୁନିଆରେ ଜୀବିତ ହୋଇ ରହିଛି। ଏବେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ନିଜେ ଝିଅ ତାଙ୍କ ବାପଘର ନାମରେ ଅଭିଯୋଗ କରିଛନ୍ତି ଯେ ସେମାନେ ତାଙ୍କ ଭଲପାଇବା କୁ ଅଲଗା କରିବାକୁ ଚାହୁଁଛନ୍ତି। ସେମାନେ ଝିଅର ସ୍ବାମୀ ନାମରେ ଅଭିଯୋଗ ମଧ୍ୟ କରିଛନ୍ତି।

କିନ୍ତୁ ଝିଅ ଜଣଙ୍କ ନିଜ ଇଚ୍ଛାରେ ଘରୁ ପଳେଇ ଆସି ବିବାହ କରିଛନ୍ତି ଏବଂ ଏ ବିଷୟରେ ସେ ପରେ ଘରେ ଜଣାଇବା ପରେ ମଧ୍ୟ ତାଙ୍କ ବାପଘର ପକ୍ଷରୁ ଥାନାରେ ଝିଅ କୁଆଡେ ହଜି ଯାଇଥିବା ନେଇ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ସ୍ବାମୀ ତାଙ୍କୁ ଜୋର୍ ଜବରଦସ୍ତ କରି ଆସି ନାହାଁନ୍ତି ବରଂ ସେ ନିଜ ଇଚ୍ଛାରେ ଘରୁ ଆସିଛନ୍ତି ବୋଲି ଏକ ଭିଡିଓ ଜରିଆରେ ଜଣାଇଛନ୍ତି।ଏହା ପରେ ସେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ବିବାହ କରିବା ସହିତ କୋର୍ଟ ମେରେଜ୍ ମଧ୍ୟ କରିଥିବାର ପ୍ରମାଣପତ୍ର ଦେଖାଇଛନ୍ତି। ଏହାସହ ସେ ସେଠାରେ ଖୁସିରେ ଅଛନ୍ତି ବୋଲି ମଧ୍ୟ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।