ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ଟିକିଏ ନିଆରା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ପ୍ରେମ ବିରୋତି ହେଲା କାଳ | ଆଉ ଯେଉଁଥିପାଇଁ ଝିଅ ଜଣ ଙ୍କ କରିଛନ୍ତି ଏହିଭଳି ଗୋଟିଏ କାଣ୍ଡ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଝିଅ ଜଣଙ୍କ ଟ୍ରେନ ରେ ଯାଉଥିବା ଜଣେ ପୁଅ ଯାତ୍ରୀ ଙ୍କୁ କଥା ର ଯାଦୁ ରେ ଫସେଇ ଦେଉଛନ୍ତି | ଆଉ ଯେଉଁଠି ଝିଅ ଜଣଙ୍କ କଥା କହି ଶେଷରେ ପୁଅ ଟିର ହାତ ରୁ ମୋବାଇଲ ଛଡାଇ ନେଇଥିବାରୁ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ କୁହାଯାଏ ଝିଅ ମାନେ ଯେତେ ଭଲ ସେତେ ଖରାପ ମଧ୍ୟ ହୋଇଥାନ୍ତି | ଆଉ ସେଇଥିପାଇଁ ତ କୁହାଯାଏ ଝିଅ ମାନଙ୍କୁ ସାବଧାନ, ଆଉ ଯାହା କରୁଛ ଟିକିଏ ଯୋଗିକି କର ନ ହେଲେ ବିନା କାରଣ ରେ ଆପଣଙ୍କୁ ଅସୁବିଧା ର ଶିକାର ହେବାକୁ ପଡିବ | ଆଉ ରାସ୍ତାରେ ଯାଉଥିବା ଅଜଣା ଲୋକ ଙ୍କ ପ୍ରେମ ଜାଲରେ ପଡନ୍ତୁ ନାହିଁ, ନ ହେଲେ ପରେ ନାମ ନେଉଥିବେ | ତେବେ ସେହିଭଳି ଜଣେ ନାମ ନେଉଥିବାର ଘଟଣା ଟି ଦେଖୁବାକୁ ମିଳିଛି ସୋସିଆଲ ମିଡ଼ିଆରେ |
ତେବେ ମେଟ୍ରୋ ଟ୍ରେନ ରେ ଏକ ଯୁବକ ଯାଉଥିବାର ଦେଖିବାକୁ ମିଳିଥିଲା | ଆଉ ଯୁବକ ଜଣଙ୍କ ଟ୍ରେନ ର ଭିତରେ ଥିବା ବେଳେ ଯୁବତୀ ଜଣଙ୍କ ଟ୍ରେନ ର ବାହାରେ ଥିଲେ | ଆଉ ଯୁବକ ଜଣଙ୍କ ହାତରେ ମୋବାଇଲ ଧରିକି କଣ କରୁଥିବା ସହିତ ଯୁବତୀ ଙ୍କ ସହିତ କଥା ମଧ୍ୟ ହେଉଥିବାର ଦେଖିବାକୁ ମିଳିଥିଲା | ଆଉ ଯେଉଁଠି ଯୁବତୀ ଜଣଙ୍କ ଯୁବକ ଙ୍କୁ କଥା ର ଯାଦୁ ରେ ଫସେଇବାକୁ ଚେଷ୍ଟା କରୁଥିଲେ | ଆଉ ତାଙ୍କର ଉଦେଶ୍ୟ କିଛି ଅଲଗା ଥିଲା | ଆଉ ଯେଉଁଠି କଥା କହିବାରେ ଏତେ ବ୍ୟସ୍ତ କରେଇ ଦେଇଥିଲେ ଯୁବକଙ୍କୁ ଯେ ସେ ଯୁବତୀ ଙ୍କର ଚାଲାକି କୁ ଜାଣିପାରୁନଥିଲେ |
ଆଉ ଯାହା ଜଣା ପଡିଥିଲା କି ମେଟ୍ରୋ ଟ୍ରେନ ତ ଗେଟ ଆପେ ଵନ୍ଦ ହୋଇଯାଇଥାଏ | ଆଉ ସେମିତି ଵନ୍ଦ ହେଉଥିବା ସମୟରେ ହଠାତ ଯୁବତୀ ଜଣଙ୍କ ଯୁବକ ଙ୍କର ହାତରୁ ମୋବାଇଲ ଟିକୁ ଟାଣି ନେଇଥିଲେ | ଆଉ ଚାହୁଁ ଚାହୁଁ ଗେଟ ବି ବନ୍ଦ ହେବା ସହିତ ଟ୍ରେନ ଭିଡ଼ିଓ ଚାଲିବାକୁ ଲାଗିଥିଲା | ଆଉ ଯୁବତୀ ଜଣଙ୍କ ମୋବାଇଲ କୁ ଛଡାଇ ନେଇ ପଳେଇ ଯାଇଥିଲେ | ଆଉ ଯେଉଁ ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।