ପ୍ରେମ କରି ଥାନାରେ ଏହି ଅଭିନେତା , ସୋସିଆଲ ମିଡିଆରେ ଭିଡ଼ିଓ ହେଲା ଭାଇରାଲ… ଦେଖନ୍ତୁ Video

ପୁଣି ସୋସିଆଲ ମିଡ଼ିଆରେ ଟେଲିଭିଜନ ଜଗତର ଜଣେ ଅଭିନେତା ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା। ଆଉ ଓଡ଼ିଆ ଅଭିନେତା ଜଣେ ପୁଣି ପ୍ରେମ ପାଇଁ ଆସୁଛନ୍ତି ଚର୍ଚ୍ଚାକୁ। ଆଉ ଏବେ ତାଙ୍କ ପ୍ରେମ ପାଇଁ ପୋଲିସ ପାଖରେ ଗିରଫ ଅବସ୍ଥାରେ କାହା ସବୁ ତାଙ୍କର ପ୍ରେମିକା ଏହିଠାରେ କହିଛନ୍ତି।ତେବେ ଆସନ୍ତୁ ଜାଣିବା ସେ ଘଟଣା ସମ୍ପର୍କରେ। ଏହି ଘଟଣାଟି ଏବେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛନ୍ତି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ।

ଏହି ଘଟଣା ଟି କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ନଜରକୁ ଆସିଥିଲା ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ପ୍ରେମ ପାଇଁ ପୁଣି ଏକ ପ୍ରେମିକ ଓ ପ୍ରେମିକା ମଧ୍ୟରେ ଏହି ପରି ବିବାଦ ଦେଖା ଦେଇଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଉଛି। କିଛି ଦିନ ତଳେ ଘଟଣା ଟି ହୋଇଥିବା ବେଳେ ଯାହାର ସବୁ ରହସ୍ୟ ଧୀରେ ଧୀରେ ବାହାରକୁ ଆସିଛି। ଆଉ ଉକ୍ତ ପ୍ରେମିକା ଜଣଙ୍କ ଏବେ କ୍ୟାମେରା ସାମ୍ନାରେ ସବୁ କିଛି କହିଛନ୍ତି ଯାହା ଏହି ଠାରେ ଜାଣିବାକୁ ମିଳିଛି। ଏଠାରେ ସେ ତାଙ୍କ ପ୍ରେମିକ ସମ୍ପର୍କରେ ସବୁ କିଛି କହିଛନ୍ତି।

ଆଉ ଏବେ ଏହି ଘଟଣା ବହୁତ ଦିନ ହୋଇଥିଲେ ମଧ୍ୟ ତାହାକୁ ନେଇ ଏବେ ପୋଲିସ ତଦନ୍ତ କରି ଗିରଫ କରିଥିବା ନେଇ ସୂଚନା ମିଳିଛି। ଆଉ ସେହି ଅଭିନେତା ଜଣଙ୍କ ହେଲେ ଓଡ଼ିଆ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ମିଲନ ହେଲେ ସେ ଜଣେ ପ୍ରେମିକ। ଆଉ ତାଙ୍କର ପ୍ରେମ ସମ୍ପର୍କରେ ରେ ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ତାଙ୍କର ପ୍ରେମିକା ସବୁ କିଛି ପୋଲିସ ଏବଂ ଜନ ସାଧାରଣ ମାନଙ୍କ ଆଗରେ କହିଛନ୍ତି। ଆଉ ସେହି ପ୍ରେମିକା ଜଣଙ୍କ କହୁଛନ୍ତି ଯେ ତାଙ୍କର ପ୍ରେମ ସମ୍ପର୍କ ବହୁତ ଦିନ ହେଲାଣି ଏବଂ ସେ ଦୁହେଁ ମିଶି କରି ରାହୁଥିଲେ ଗୋଟିଏ ରୁମ ରେ। ସେ ବିଭିନ୍ନ ସମୟରେ ପ୍ରେମିକା ଠାରୁ ଗାଡି କିଣିବା ନେଇ ୨ ଲକ୍ଷ ଟଙ୍କା ନେଇଛନ୍ତି ଏବଂ ଫୋନ ପେ ରେ ମଧ୍ୟ କିଛି ଟଙ୍କା ନେଇଥିବା ନେଇ ଏହିଠାରେ ସବୁ ପ୍ରେମିକା ସୂଚନା ଦେଇଛନ୍ତି।

ଆଉ ଏବେ ଘଟଣା ଟି କୁ ନେଇ ପ୍ରେମିକା କହିଛନ୍ତି ଯେ ତାଙ୍କର ଆଉ କେଉଁଠି ପ୍ରେମ ବୋଧ ଆରମ୍ଭ ହୋଇଛି ଯାହା ପାଇଁ ମୋ ସହିତ ଏମିତି କରିଛନ୍ତି ଏବଂ ଆଉ ଆମେ ଯେଉଁଠି ରହୁଥିଲୁ ସେଠାକୁ ବି ଆସି ନାହାଁନ୍ତି ଯାହା ସବୁ ପୋଲିସ ଆଗରେ ଅଭିଯୋଗ କରିଛନ୍ତି। ଆଉ ଦୁହିଁଙ୍କ ପରିବାର ମଧ୍ୟରେ ଏସବୁ ନେଇ ମଧ୍ୟ ଜଣା ସରିଛି ହେଲେ ଶେଷରେ ଏମିତି ସେ କରିଲେ। ଆଉ ଏହି ଘଟଣା କୁ ନେଇ ପୋଲିସ ଏବେ ଅଧିକ ଜାଣିବା ପାଇଁ ଖୋଳ ତାଡ଼ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment