Vashikaran odia – ପ୍ରେମ କରୁଥିବା ଝିଅ କୁ ସବୁଦିନ ପାଇଁ ନିଜ ବଶ ରେ କରିବାକୁ ଚାହୁଁଛନ୍ତି କି ମାତ୍ର ଗୋଟିଏ ଗୁଜୁରାତି ରେ କରନ୍ତୁ ଏହି ଉପାୟ ସପ୍ତାହ ରେ ଝିଅ ଆପଣଙ୍କର ୧୦୦% ଗ୍ୟାରେଣ୍ଟି

0

ଆପଣମାନେ ଅନେକ ପ୍ରେମ କାହାଣୀ ସଂସ୍ପର୍ଶରେ ଆସୁଥିବେ। କିଛି ପ୍ରେମ କାହାଣୀ ପୂର୍ଣ୍ଣ ହେଉଥିବା ବେଳେ ଆଉ କିଛି ପ୍ରେମ କାହାଣୀ ଅଧୁରା ହୋଇ ରହିଯାଏ। ଏମିତି ଅନେକ ପ୍ରେମ କାହାଣୀ ଅଛି ଯାହା ସାଧାରଣରେ ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ପ୍ରେମରେ ପ୍ରତାରଣା ଏବଂ ଧୋକା କିଭଳି ହୋଇଥାଏ। ଅନେକ ସମୟରେ ପ୍ରେମ କରୁଥିବା ଲୋକେ ପ୍ରେମର ଉଚିତ୍ ପରିଭାଷା କୁ ବୁଝିବାରେ ସମର୍ଥ ହୁଅନ୍ତି ନାହିଁ।

ତଥାପି ପ୍ରେମକୁ ପାଇବା ପାଇଁ ଲୋକେ କିଛି ବି କରିଥାନ୍ତି।ଜାତି , ଧର୍ମ , ବର୍ଣ୍ଣ ସର୍ବ ନିର୍ବିଶେଷରେ ପ୍ରେମ ହିଁ ଏକ ଅଟେ। ତେବେ ଏହି ପରିପ୍ରେକ୍ଷୀରେ ପ୍ରେମକୁ ପାଇବା ପାଇଁ ଯଦି ଆପଣ ଚାହୁଁ ଚନ୍ତି ତେବେ ପଢନ୍ତୁ ଆଜିର ଏହି ଲେଖା।

ଆଜିର ଏହି ଲେଖା ମାଧ୍ୟମରେ ଆମେ ଜାଣିବା ଯେ କିଭଳି ଭାବରେ ଆପଣ ଚାହୁଁ ଥିବା ଆପଣଙ୍କ ପସନ୍ଦର ପ୍ରେମିକା କୁ ନିଜ ବଶରେ କରି ପାରିବେ।କୁହାଯାଏ ପ୍ରେମ ଏକ ଏଭଳି ଜିନିଷ ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧନ ହୁଏ।ପ୍ରେମରେ ଜଣେ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।ଯେଉଁଠି କି କିଛି ବି ପରିସ୍ଥିତିରେ ସେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମ ର ଅନୁଭବ ରେ ପୁଲକିତ ହୋଇ ପ୍ରେମୀ ଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇଥାଆନ୍ତି। ସେଥିପାଇଁ ସେମାନଙ୍କୁ ସମାଜ ସହ ଲଢେଇ କରିବା ପାଇଁ ପଡ଼େ।

ଆଉ ସବୁ କିଛି କୁ ଭୁଲି ବିନା ଭୟରେ ସେମାନେ ନିଜ ପ୍ରେମକୁ ପାଇବା ପାଇଁ ପଣ କରି ଦୁନିଆ ସହ ଲଢ଼ନ୍ତି।ତେବେ ବାସ୍ତବ ପକ୍ଷରେ ପ୍ରେମରେ ଭରି ରହିଥାଏ ତ୍ୟାଗ।ସେଥିରେ ଅନ୍ୟ କିଛି ର ସ୍ଥାନ ହିଁ ନଥାଏ।ପ୍ରେମରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଉଠେ ନାହିଁ।ତେବେ ଯଦି ଆପଣ ପ୍ରକୃତରେ କାହାକୁ ଚାହୁଁଛନ୍ତି ତେବେ କରନ୍ତୁ ଏହି ଉପାୟ ଆଉ ସେହି ଝିଅକୁ ନିଜ ବଶରେ କରନ୍ତୁ।

ଆଉ ଏଥିପାଇଁ ଆପଣଙ୍କୁ ଆବଶ୍ୟକ ଅଟେ ଗୋଟିଏ ଗୁଜୁରାତି, ଲାଲ ସୂତା,ଧଳା କାଗଜ ଓ ମାର୍କର।

ଏସବୁ ସାମଗ୍ରୀ କୁ ଆଣିବା ପରେ ପ୍ରଥମେ ଏକ ଧଳା କାଗଜ ନେଇ ଏହାକୁ ୪ ଭାଙ୍ଗ କରି ଏଥିରେ ଏକ ଗୁଜୁରାତି ରଖି ଏହାକୁ ଭଲ ଭାବରେ ଏକ ନାଲି ସୂତାରେ ବାନ୍ଧି ଦିଅନ୍ତୁ।ଏବେ ଏହାକୁ ଆଣି ବାମ ହାତରେ ବାନ୍ଧି ଝିଅର ଚେହେରା କୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରନ୍ତୁ।ଏହାପରେ “ଓଁ କାମୁକ ମୋହିନୀ ଫଟ ବଶଂ” ମନ୍ତ୍ରଟିକୁ ୨୧ ଥର ଜପ କରନ୍ତୁ।ଏହାପରେ ୩ ଦିନ ଏହାକୁ ହାତରେ ବାନ୍ଧି ରଖନ୍ତୁ ଓ ଚତୁର୍ଥ ଦିନ ଏହାକୁ ଖୋଲି ଦିଅନ୍ତୁ।

ଆପଣ ଦେଖିବେ ପଞ୍ଚମ ଦିନ ଝିଅ ଆପଣଙ୍କୁ ଭଲପାଏ ବୋଲି ନିଜ ପଟୁ ଆସି କହିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।