ପ୍ରେମ ପାଇଁ ମିଛ ବରଯାତ୍ରୀ ହୋଇଆସିଥିଲେ ଦୁଇପ୍ରେମିକ , ଜଣଙ୍କର ହେଲା ବାହାଘର ଆଉ ଜଣେ ହେଲେ ହଟହଟା… ଦେଖନ୍ତୁ Video

ବର୍ତ୍ତମାନର ଆଧୁନିକ ସମାଜରେ ଯଦି ଆମେ 30 ବର୍ଷ ପଛକୁ ଫେରିଯିବା, ବର୍ତ୍ତମାନ ସମାଜ ପରି ଏତେଟା ଉନ୍ନତ ନଥିଲା। କିନ୍ତୁ ବର୍ତ୍ତମାନ ଭଳି ମାନସିକତା ନ ଥିଲା, ସେତେବେଳେ ଲୋକ ମାନେ ଜଣେ ଜଣଙ୍କୁ ସନମାନ କରୁଥିଲେ। ତେବେ ଯେବେଠୁ ମଣିଷ ଆଧୁନିକତାର ବସବର୍ତ୍ତି ହେଲାଣି, ଖାଲି ଯେ କେବଳ ଲୋକ ମାନଙ୍କର ମାନସିକତା ରେ ପରିବର୍ତ୍ତନ ହେଲାଣି ତାହା ନୁହେଁ ବରଂ ଲୋକଙ୍କ ମୂଲ୍ୟବୋଧ ରେ ମଧ୍ୟ କମ ହୋଇ ଯାଇଛି। ଆଜି କାଲିର ଯୁବକ ଯୁବତୀଙ୍କ କଥା ଯଦି ଆମେ ବିଚାର କରିବା ତାହାଲେ, ସର୍ବଦା ସେମାନଙ୍କ ମଧ୍ୟରେ କଳୁଷିତ ମନଭାବ ଦେଖା ଦେଉଛି।

ବେଳେ ବେଳେ ଏହି ପ୍ରେମ ପାଇଁ ମାଡ଼ ମଧ୍ୟ ଖାଇବା ପାଇଁ ପଡ଼ିଥାଏ। ତେବେ ଆଜି କାଲିର ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳେ, ଯେ ଖରାପ ଲାଗିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଘଟିଛି। ପ୍ରେମିକାକୁ ଦେଖା କରିବା ପଡିଲା ମହାଙ୍ଗା। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗାଁରେ ବିବାହ ଚାଲିଥିଲା। ପଡୋଶୀ ଦୁଇ ଭଉଣୀ ଏକତ୍ର ସେମାନେ ନିଜ ନିଜର ପ୍ରେମିକକୁ ଡାକିଲେ। ପ୍ରେମିକକୁ ଡାକି ତାଙ୍କୁ ବିବାହରେ ବର ଯାତ୍ରୀରେ ଯୋଗ ଦେବାକୁ କହିଥିଲେ।

ଦୁଇ ଭଉଣୀ ସମୟ ସୁବିଧା ଦେଖି ଉଭୟଙ୍କୁ ଘରେ ଡାକିଲେ। ଦୁହେଁ ଗର୍ଲଫ୍ରେଣ୍ଡଙ୍କ ଘରକୁ ଯାଇଥିଲେ ଯିବା ସମୟରେ ଗ୍ରାମବାସୀ ଉଭୟ ଯୁବକଙ୍କୁ ଦେଖିଥିଲେ। ଏହା ପରେ ଗ୍ରାମ ବାସୀ ଉଭୟଙ୍କୁ ଧରି ରାତିସାରା ଘରେ ରଖିଥିଲେ। ସକାଳ ହେବା ପରେ ଉକ୍ତ ଦୁଇ ପ୍ରେମିକଙ୍କ ପରିବାରକୁ ଡାକିଥିଲେ। ତେବେ ବଡ଼ ଭଉଣୀଙ୍କ ପ୍ରେମିକ ପରିବାରକୁ ଡାକିଲେ। ଯୁବକଙ୍କ ପରିବାର ସଦସ୍ୟ ଆସି ଗ୍ରାମବାସୀଙ୍କୁ ବୁଝାଇଥିଲେ। ଉଭୟଙ୍କୁ ପରିବାର ସମୂଖରେ ବିବାହ କରିଥିଲେ। ଏହା ପରେ ଦ୍ୱିତୀୟରେ ସାନ ଭଉଣୀ ପ୍ରେମିକ ବହୁତ ଅପମାନ ସହିବା ପାଇଁ ପଡ଼ିଥିଲା।

କାରଣ ଉକ୍ତ ଯୁବକ ପୂର୍ବରୁ ବିବାହ କରିଛନ୍ତି। ଗାଁ ଲୋକ ମାନେ ଯୁବକକୁ ବହୁତ ମାଡ଼ ମାରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ତଥାପି, ସେ ତାଙ୍କୁ ପ୍ରେମରେ ପକାଇଲେ ଏବଂ ତାଙ୍କୁ ପ୍ରେମରେ ପାଗଳ କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କଲେ। କିନ୍ତୁ ଗ୍ରାମବାସୀ ସେମାନଙ୍କୁ ବହୁତ ଭଲ ଭାବରେ ଧୋଇ ଦେଇଥିଲେ ଏବଂ ତା’ପରେ ସେମାନଙ୍କ ପରିବାରକୁ ଡାକିଥିବା ଉକ୍ତ ଯୁବକଙ୍କ ପତ୍ନୀ ଆସି ଗ୍ରାମବାସୀଙ୍କ କ୍ଷମା ମାଗିଥିଲେ। ଏବଂ କ୍ଷମା ମାଗିବା ପରେ ଗ୍ରାମବାସୀ 20 ହଜାର ଟଙ୍କାର ଜରିମାନା କରିବା ପରେ ସେମାନଙ୍କୁ ଛାଡିଥିଲେ। ଯାହାବି ହେଉ ଏଭଳି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆପଣ ମାନେ ଯେ କୌଣସି କାମ କରିବା ପୂର୍ବରୁ ଟିକିଏ ବୁଝି ବିଚାରି କାମ କରନ୍ତୁ ଅନ୍ଧ ଭଳିଆ କାମ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment