ଦେଖନ୍ତୁ Viral ଭିଡ଼ିଓ : ପ୍ରେମୀଯୁଗଳ ସାଙ୍ଗ ରୁମ୍ କୁ ଯାଇ କରୁଥିଲେ କିଛି ଏଭଳି କାମ ଯାହା ଏବେ ଲୁଚିକରି ରଖିଥିବା cctv ରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ଘୁରିବୁଲୁଛି..

0

ବର୍ତ୍ତମାନ ଆଜିକାଲି ବିଭିନ୍ନ ପ୍ରକାରର ଅନଲାଇନ ଟେକ୍ନୋଲୋଜି ବାହାରିଲାଣି, ଯାହା ଫଳରେ କି ଏହା ମାଧ୍ୟମରେ ସବୁ କିଛି ସମ୍ଭବ ହୋଇ ପାରୁଛି। ଏହି ଟେକ୍ନୋଲୋଜି ଦ୍ୱାରା କିଛି ଲୋକ ମାନେ ଖୁବ କମ ସମୟ ଭିତରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଉଛନ୍ତି। କିନ୍ତୁ ଏସବୁର ସୁଵିଧା ସ୍ୱତେ ମଧ୍ୟ ସମାଜରେ ଏଭଳି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଏହି ଟେକ୍ନୋଲୋଜିର ଫାଇଦା ଉଠାଇ ଏହାର ଦୁର୍ବ୍ୟବହାର କରି ଥାଆନ୍ତି ଓ ଅନ୍ୟ ମାନଙ୍କୁ ହଇରାଣ ହରକତ କରି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଦୁଇ ପ୍ରେମୀ ଯୁଗଳ ନିଜ ସାଙ୍ଗ ରୁମକୁ ଯାଇ ଥିଲେ, ସେଠାରେ ସେ ଯେଉଁ କାର୍ଯ୍ୟ କରୁଥିଲେ ତାହା ଭିଡ଼ିଓର ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା

ସୂଚନା ଅନୁସାରେ, ବର୍ତ୍ତମାନ ସମାଜରେ ପ୍ରେମ ଏକ ସାଧାରଣ କଥା ହୋଇ ଗଲାଣି ଓ ସମାଜରେ ଆଜି କାଲିର ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। ସେମାନେ ପ୍ରେମ କରି ନିଜ ଜୀବନକୁ ମଜା ମସ୍ତି କରିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରି ଥାଆନ୍ତି। ସେଥିପାଇଁ ସବୁବେଳେ ନିଜ ପ୍ରେମ ନିକଟରେ ମନୋନିବେଶ କରି ଥାଆନ୍ତି। ଜଣେ ଯୁବକ ଓ ଜଣେ ଯୁବତୀ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ପ୍ରେମିକ ଜଣଙ୍କ ତା’ର ପ୍ରେମିକାକୁ ନେଇ ନିଜ ସାଙ୍ଗ ଘରକୁ ବୁଲିବା ପାଇଁ ଯାଇଥିଲା।ତେବେ କିନ୍ତୁ ସେ ଦୁଇ ଜଣ ସେଠାରେ ଯାଇ ପହଁଚିବା ସମୟରେ ଘରେ ତା’ର ସାଙ୍ଗ ନଥିଲା।

ସେଥିପାଇଁ ପ୍ରେମିକ ନିଜ ସାଙ୍ଗ ରୁମରେ ନିଜ ପ୍ରେମିକା ସହିତ କିଛି ସମୟ ବିତାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ ପ୍ରେମିକା ଜଣଙ୍କ ପ୍ରେମିକ କଥାରେ ରାଜି ହୋଇ ନଥିଲା। କିନ୍ତୁ କିଛି ସମୟ ପରେ ପ୍ରେମିକ କଥାରେ ରାଜି ହୋଇ ଯାଇ ଥିଲା। କିନ୍ତୁ ଅନ୍ତରଙ୍ଗ ମୁହୂର୍ତ୍ତକୁ ବିତାଇବା ପୂର୍ବରୁ ପ୍ରେମିକା ଜଣଙ୍କ ସେହି ରୁମକୁ ଭଲ ଭାବରେ ଚେକ କରିବା ପାଇଁ କହିଥିଲେ। ରୁମକୁ ଭଲ ଭାବରେ ଚେକ କରିବା ପରେ ସେହି ରୁମରୁ ସିସିଟିଭି ବାହାରି ଥିଲା। ଏହା ଜାଣିବା ପରେ ସେ ଦୁଇ ଜଣ ସେଠାରୁ ପଳାଇ ଯାଇ ଥିଲେ। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ସବୁବେଳେ ପାଇଁ ସତର୍କ ହୋଇ କାର୍ଯ୍ୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।