ଦେଖନ୍ତୁ ଭିଡିଓ – ପ୍ରେମୀ ଯୁଗଳ ଜଙ୍ଗଲରେ କରୁଥିଲେ ରାସଲୀଳା ସେତିକିବେଳେ ଧରି ନେଲେ କିଛି ଟୋକା ଆଉ ତା’ ପରେ…..

0

ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ। କଣ ସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ? କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ।

ତେବେ ଅଧିକତର କ୍ଷେତ୍ରରେ ଦେଖିବାକୁ ମିଳୁଛି ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିବା, ରୋମାନ୍ସ ର ମଜା ନେବା ସହିତ ଜୀବନକୁ ଅନୈତିକ ଢଙ୍ଗରେ ଉପଭୋଗ କରିବାକୁ ଇଚ୍ଛା କରୁଛନ୍ତି ଅନେକ ଯୁବକ ଯୁବତୀ। ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିକାଲି ତାର ଉଚିତ୍ ଅର୍ଥ ଏବଂ ସଂଜ୍ଞା କୁ ହରାଇବାକୁ ବସିଲାଣି।

ସମାଜରେ ଦିନକୁ ଦିନ ଏହାକୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ଘଟିବାର ଦେଖିବାକୁ ମିଳୁଛି।ଏହା ପରେ ପୁଣି ସେମାନଙ୍କ କାର୍ଯ୍ୟ କଲାପ ଆଗାମୀ ଭବିଷ୍ୟତ ପିଢ଼ି ଉପରେ ଏକ ମନ୍ଦ ପ୍ରଭାବ ପକାଉଛି।ତେବେ ଆମେ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ବିଷୟରେ କହିବାକୁ ଯାଉଛୁ ତାହା କେଉଁ ସ୍ଥାନର ଏହା ସ୍ପଷ୍ଟ ହୋଇନାହିଁ।

ଯେଉଁଠାରେ ଜଣେ ପ୍ରେମୀ ଯୁଗଳଙ୍କ ଭାଇରାଲ ଭିଡିଓ ଏବେ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଛି।ତେବେ ଏହି ଭୁଡ଼ିଓ ରୁ ସ୍ପଷ୍ଟ ଭାବରେ ଏହା ଜଣାପଡୁଛି କି ବର୍ତମାନ ର ଯୁବ ସମାଜ କିପରି ଦିନକୁ ଦିନ ଭୁଲ ମାର୍ଗରେ ଅଗ୍ରସର ହେଉଛି। ଯୋଉଥି ପାଇଁ ସେମାନେ ନିଜର କ୍ଷଣିକ ସୁଖ ପାଇଁ ଯେ କୌଣସି ନିଛାଟିଆ ସ୍ଥାନକୁ ମଧ୍ୟ ଛାଡୁ ନାହାନ୍ତି।

ପ୍ରକ୍ରୁତ ରେ ଆଜି ର ଯୁବ ସମାଜ ପଥ ଭ୍ରଷ୍ଟ ହେବାରେ ଲାଗିଛି କାହିଁକି ନା ସେମାନେ ପ୍ରେମ ର ଅର୍ଥ କେବଳ ଶାରୀରିକ ସୁଖ ବୋଲି ଭାବି ନେଇ ଛନ୍ତି ଯାହା ଏକ ନିଚ ମାନସିକତା ର ପରିଚୟ ଦେଇଥାଏ।ଆଉ ପରେ କିଛି ଏମିତି କାମ କରୁଛନ୍ତି ଯେଉଁଥିରେ ସେମାନେ ନିଜେ ବିପଦରେ ପଡ଼ୁଛନ୍ତି।

ତେବେ ଏହି ଘଟଣାରେ ଏକ ପ୍ରେମୀ ଯୁଗଳ ଏକ ନିଛାଟିଆ ସ୍ଥାନରେ ଗାଡ଼ି ଛିଡ଼ାକରି ଜଙ୍ଗଲ ପାର୍ଶ୍ଵରେ ରୋମାନ୍ସ କରୁଥିଲେ। ଏମାନଙ୍କର ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କୁ ଶୁଟ କରିଥିଲେ କିଛି ବ୍ୟକ୍ତି।ଏହାପରେ ସେମାନେ ଏହି ରେକର୍ଡ ହୋଇଥିବା ଭିଡିଓ ସାହାଯ୍ୟରେ ଏମାନଙ୍କୁ ବଦନାମ କରିବାର ଧମକ ଦେଇ ସେମାନଙ୍କୁ ଗାଳି ଗୁଲଜ କରିଥିଲେ।

ସେହି ବ୍ୟକ୍ତି ମାନେ ଯୁବତୀଙ୍କୁ ନେଇ ମଜାକ୍ ଉଡାଉ ଥିବାର ଦେଖିବାକୁ ମିଳିଛି। ଯୁବତୀ ଜଣଙ୍କ ଅନେକ କଥା କହି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ଛାଡ଼ି ଦେବା ପାଇଁ ସେମାନଙ୍କୁ ଅନୁରୋଧ ମଧ୍ୟ କରୁଛି।ଏହି ଘଟଣା ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।