ଦେଖନ୍ତୁ Viral ଭିଡ଼ିଓ : ପ୍ରେମୀଯୁଗଳ ସାଙ୍ଗ ରୁମ୍ କୁ ଯାଇ କରୁଥିଲେ କିଛି ଏଭଳି କାମ ଯାହା ଏବେ ଲୁଚିକରି ରଖିଥିବା cctv ରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ଘୁରିବୁଲୁଛି..

0

ଆଜିର ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଉନ୍ନତି ଘଟିଛି। ସେଥିପାଇଁ ମଣିଷ ନିଜକୁ ଖୁବ୍ ସଭ୍ୟ ଶିକ୍ଷିତ ଏବଂ ସଂସ୍କୃତି ସମ୍ପନ୍ନ ମନେ କରୁଛି। ଗ୍ରହରୁ ଗ୍ରହାନ୍ତର ଯାତ୍ରାର ସାଫଲ୍ୟତା ମନରେ ସୃଷ୍ଟି କରୁଛି ଦୂର୍ଲଘ୍ୟ ପ୍ରାଚୀର ସମଗର୍ବ ଓ ଅହଙ୍କାର। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଜ୍ଞାନ ତାର ଅବଦାନ କୁ ମଣିଷ ସମାଜ ପାଇଁ ଜାରି କରି ରଖି ପାରିଛି।ଏହି ଡିଜିଟାଲ ଯୁଗରେ ଅନେକ କିଛି ଜିନିଷର ଉଦ୍ଭାବନ ଘଟୁଛି। ସେସବୁ ପାଇଁ ମନିଷ ବହୁତ ସୁବିଧା ମଧ୍ୟ ପାଇ ପାରୁଛି। ଅନେକ କଷ୍ଟ ସାଧ୍ୟ କାର୍ଯ୍ୟ ତା ପାଇଁ ସହଜ ହୋଇ ଯାଉଛି।

କିନ୍ତୁ ଅନେକ ସମୟରେ ଦେଖିବା ପାଇଁ ମିଳୁଛି କି ବିଜ୍ଞାନ ର ସଦୁପଯୋଗ ଅପେକ୍ଷା ଦୁରୁପଯୋଗ ଅଧିକ ମାତ୍ରାରେ ହେଉଛି। ଏଥିପାଇଁ ଲୋକେ ଅନେକ ସମୟରେ ଠକ ମାନଙ୍କର ଠକାମୀ ର ଶିକାର ହେଉଛନ୍ତି। କେତେବେଳେ ସେମାନେ ବ୍ଲାକ ମେଲ୍ ବି ହେଉଛନ୍ତି ଅସାଧୁ ଲୋକ ମାନଙ୍କ ଦ୍ଵାରା। ଏହିପରି ଅନେକ ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟ ରେ ଦେଖିବା ପାଇଁ ପାଉଛୁ।ଆଉ ଅନେକ ଘଟଣା ସମ୍ପର୍କରେ ମଧ୍ୟ ଅବଗତ ହୋଇ ପାରୁଛୁ। ଆପଣ ଜାଣିଥିବେ ଅନେକ ସମୟରେ ସପିଂ ମଲ୍ ମାନଙ୍କରେ କିମ୍ବା ହୋଟେଲ ରୁମ୍ ମାନଙ୍କରେ କିପରି ସିକ୍ରେଟ କ୍ୟାମେରା ସବୁ ରଖା ଯାଇଥାଏ।

ଏହାଦ୍ବାରା ଆପଣଙ୍କ ଗୋପନୀୟତା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ ହୋଇ ରହି ଯାଇଥାଏ।ଆଉ ପରେ ଏସବୁ କୁ ଦେଖାଇ ଆପଣଙ୍କୁ ବ୍ଲାକ ମେଲ୍ ମଧ୍ୟ କରା ଯାଇଥାଏ। ଏଭଳି ଘଟଣା ଆପଣ ଅନେକ ସମୟରେ ଦେଖିବା ପାଇଁ ପାଇଥିବେ। ଯାହା ବାସ୍ତବରେ ଏକ ଏମିତି ସ୍ଥିତି ସୃଷ୍ଟି କରିଥାଏ ଯାହାକୁ ବୟାନ କରିବା ସମ୍ଭବପର ନୁହେଁ। ସେହିପରି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଜଣେ ଯୁବକ ଏବଂ ଜଣେ ଯୁବତୀ ତାଙ୍କ ସାଙ୍ଗ ରୁମ୍ କୁ ଯାଇଥିଲେ।ଏହି ସମୟରେ ସେମାନେ ସେହି ରୁମ୍ ରେ ଏକୁଟିଆ ଏକାନ୍ତରେ କିଛି ସମୟ ଅତିବାହିତ କରିବାକୁ ଚାହୁଁଥିଲେ।

ଏହି ସମୟରେ ଯୁବତୀ ଜଣଙ୍କ କହିଥିଲେ ଯେ ସେ ଶୁଣି ଥିଲେ ଆଜିକାଲି ରୁମ୍ ଏବଂ ହୋଟେଲ୍ ମାନଙ୍କରେ ସିକ୍ରେଟ୍ କ୍ୟାମେରା ଲଗାଇ ଅନ୍ତରଙ୍ଗ ମୁହୂର୍ତ୍ତ ସବୁକୁ ରେକର୍ଡ କରି ଭାଇରାଲ କରାଯାଉଛି, ତେଣୁ ଆମେ ଟିକେ ଚେକ୍ କରିଦେବା କି ଏହି ରୁମ୍ ରେ କୌଣସି ସିସି କ୍ୟାମେରା ଲାଗିଛି କି ନାହିଁ। ଏହାପରେ ସେମାନେ ଦେଖିବା ପରେ ଜାଣିବାକୁ ପାଇଲେ ଯେ ସେହି ରୁମ୍ ରେ କ୍ୟାମେରା ଲାଗିଥିଲା। ଏହାକୁ ଦେଖି ସେମାନେ ହଠାତ୍ ସେହି ସ୍ଥାନରୁ ପଲାଇ ଯାଇଥିଲେ। ତେଣୁ ଆପଣମାନେ କୌଣସି ବି ଅଜଣା ଜାଗାକୁ ଯିବା ପୁର୍ବରୁ ପ୍ରଥମେ ଉକ୍ତ କୋଠରୀରେ ଏହିଭଳି କ୍ୟାମେରା ଲାଗିଛି କି ନାହିଁ ସେଥିପ୍ରତି ସଚେତନ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।