ଦେଖନ୍ତୁ Shocking Video : ହେ ଭଗବାନ ! ପ୍ରେମିକ ଙ୍କୁ ପିଟିପିଟି, ଯୌନାଙ୍ଗ କାଟି ପ୍ରେମିକା ଘର ଆଗରେ ଜଳିଲା ପ୍ରେମିକର ଜୁଇ, ଆଉ ତା ପରେ ଯାହା ଘଟିଲା ନଦେଖିଲେ ବିଶ୍ୱାସ କରିବେନି….

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତି, ମାଡପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସେ କାହାରିକୁ ଖାତିରି କରୁନାହିଁ। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି।ପ୍ରେମ ହେଉଛି ଭଗବାନ ଏକ ଦାନ ବୋଲି ଭାବି ନେବା ଉଚିତ ଅଟେ। କାହାକୁ କେତେବେଳେ ଏବଂ କାହା ପ୍ରତି ପ୍ରେମ ହେଇ ଯାଏ କେହି ମଧ୍ୟ କହି ପାରିବେ ନାହିଁ। ସବୁବେଳେ ପ୍ରେମକୁ ସଂମାନ ଦେବା ଉଚିତ ଅଟେ। ପ୍ରେମ ହେଉଛି ଚିରନ୍ତନ ଓ ଶାଶ୍ୱତ ଅଟେ। ପ୍ରେମ ପାଇଁ ମଧ୍ୟ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାସ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ଜଣେ ପ୍ରେମୀ ଯୁବକଙ୍କୁ ପିଟି ପିଟି ମାରି ଥିଲେ ପ୍ରେମିକାଙ୍କ ପରିବାର ଲୋକେ ମାରିବାର ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ,ବିହାରର ମୁଜାଫରପୁର ଅଂଚଳର ରାମପୁର ଗ୍ରାମରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି।ସେହି ଗ୍ରାମର ସୌରଭ ନାମକ ଜଣେ ଯୁବକ ଓ ତାଙ୍କ ପିତା ମାନସ କୁମାର ରୁହନ୍ତି। ସେହି ଯୁବକ ଜଣଙ୍କ ବାହାରେ ରହି ଚାକିରୀ କରନ୍ତି ଓ ନିଜ ଭଉଣୀର ବିବାହ କାର୍ଯ୍ୟ ପାଇଁ ଗାଁ କୁ ଆସିଥିଲେ। ସେହି ଯୁବକ ଜଣଙ୍କ, ଜଣେ ମହିଳାଙ୍କୁ ୧ ବର୍ଷ ହେଲାଣି ବହୁତ ଭଲ ପାଉଥିଲେ। କିନ୍ତୁ ମହିଳାଙ୍କ ପରିବାର ଲୋକ ମାନେ ତାଙ୍କ ପ୍ରେମ ସମ୍ପର୍କକୁ ପସନ୍ଦ କରୁ ନଥିଲେ।ଯୁବକ ଜଣଙ୍କ ଗାଁ କୁ ଆସିବା ଖବର ପାଇ ମହିଳାଙ୍କ ପରିବାର ଲୋକ, ପ୍ରେମୀ ଯୁବକଙ୍କ ଫାଇଦା ଉଠାଇ ତାଙ୍କୁ ଘରକୁ ଡାକି ଥିଲେ।

ତେବେ ଘରକୁ ଡାକି ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ସହ ତାଙ୍କ ପ୍ରାଇଭେଟ ପାର୍ଟକୁ ମଧ୍ୟ କାଟି ଦେଇ ଥିଲେ। ଯୁବକ ଜଣଙ୍କୁ ହତ୍ୟା କରିବା ପରେ ଯୁବତୀଙ୍କ ପରିବାର ଲୋକ ଓ ଗ୍ରାମବାସୀ ମାନେ ମିଶି ଯୁବକଙ୍କୁ, ନିଜ ପ୍ରେମିକାଙ୍କ ଘର ସାମ୍ନାରେ ତାଙ୍କର ଅନ୍ତିମ ସଂସ୍କାର କରି ଥିଲେ, ଯାହାକି ଏହି ଘଟଣା ସାରା ଗାଁ ରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଯୁବକଙ୍କ ମୃତ୍ୟୁ ଖବର ପାଇଁ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି, ଏବଂ କହିଛନ୍ତି ଯେ ତୁରନ୍ତ ଆମକୁ ନ୍ୟାୟ ମିଳୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।