ଦେଖନ୍ତୁ ଭିଡ଼ିଓ : ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ପ୍ରେମିକ, ହଠାତ ପଳାଇ ଆସିଲେ ଭାଇ, ଭୟରେ ବାକ୍ସ ଭିତରେ…

0

ନ୍ଧୁଗଣ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହକୁ ସହଜରେ ଗ୍ରହଣ କରି ପାରି ନଥାଉ। ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି। ସେଥି ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ।

ଆଉ ତା ମଧ୍ୟରୁ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବ। ତେବେ ଏହି ଭାଇରାଲ ଭିଡିଓ ଟି ହେଉଛି ମଧ୍ୟ କିଛି ସେହିଭଳି।

ଆମେ ଆଜି ଆପଣଙ୍କୁ ଏମିତି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହା ଦେଖି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ।ଏହି ଘଟଣାଟି ହେଉଛି ଓଡିଶାର। ଭାଇରାଲ ହେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ଘର ଭିତରେ ଏକ ବାକ୍ସ ରେ ତାଙ୍କ ବୟ ଫ୍ରେଣ୍ଡ୍ ଙ୍କୁ ଲୁଚେଇ ରଖିଥିଲେ। ଯେତେବେଳ ତାଙ୍କ ଘରେ ଏ ବିଷୟରେ ଜାଣିବାକୁ ପାଇଲେ ସେମାନେ ବାକ୍ସ ଖୋଲିବାକୁ କହିଥିଲେ। ଆଉ ବାକ୍ସ ଖୋଲିବା ମାତ୍ରେ ସେମାନେ ଦେଖିବାକୁ ପାଇଲେ ଯେ ବାକ୍ସ ଭିତରେ ଜଣେ ଯୁବକ ରହିଥିଲେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ସେମାନେ ସେହି ଯୁବକର ଭିଡିଓ ମଧ୍ୟ କଲେ। ଯୁବତୀ ଏହାକୁ ବାରଣ କରୁଥିଲେ ଏପରି କିଛି କରିବାକୁ। ଯେତେବେଳ ତାଙ୍କ ଉପରକୁ ସେମାନେ ଆକ୍ରମଣ କରିବା ଆରମ୍ଭ କଲେ ସେତେବେଲେ ଯୁବତୀ ଜଣଙ୍କ କହିଲେ ଯେ ତାଂକୁ କିଛି କର ନାହିଁ। ଆମେ ବିବାହ କରି ସାରିଚୁ।ଏହାପରେ ଘର ଲୋକେ ଏହାର ପ୍ରମାଣ ଦେଖାଇବାକୁ ତାଙ୍କୁ କହିଥିଲେ। କଥା କହୁ କହୁ ଉକ୍ତ ଯୁବକକୁ ମାଡ଼ ମଧ୍ୟ ମାରୁଥିଲେ। ଆଉ ଯୁବତୀ ସେମିତି କହୁଥାନ୍ତି ତାଙ୍କୁ କିଛି କର ନାହିଁ, ତାଙ୍କୁ ଛାଡି ଦିଅ। ଆଉ ଏହା ଶୁଣି ତାଙ୍କୁ ମଧ୍ୟ ସେଠାରୁ ଠେଲି ଦେଉ ଥାଆନ୍ତି ଭିଡିଓରେ ଦେଖା ଯାଉଥିବା ଅନ୍ୟ ଜଣେ ଯୁବକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।