ବନ୍ଧୁମାନେ ପ୍ରେମ ଓ ପ୍ରତାରଣା ଆଜିର ସମୟରେ ଏକ ନୀତିଦିନିଆ ଘଟଣା ହେଇ ଗଲାଣି ।ସେଥି ପାଇଁ ଦେଖୁ ନାହାଁନ୍ତି ନୀତିଦିନ ପ୍ରେମ କୁ ନେଇ ଅଜବ ଅଜବ ଘଟଣା ଦେଖିବାକୁ ମିଳୁଛି ।କୋଉଠି ନା କୋଉଠି ପ୍ରେମିକ ର ଘର ଆଗରେ ପ୍ରେମିକା ଧାରଣା ଦେଲାଣି ଓ କୋଉ ପ୍ରେମିକ ନିଜ ପ୍ରେମିକାର ହତ୍ୟା କଲାଣି ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଏହି ପ୍ରେମର ଏକ ନିଆରା ଓ ଛାତି ଥରା କାଣ୍ଡ ଦେଖିବାକୁ ମିଳିଛି, ଯେଉଁ ଘଟଣା ଶୁଣିଲେ ଦେହ ଶୀତେଇ ଉଠୁଛି ।ତେବେ ଏଠାରେ ପ୍ରେମିକା ବିବାହ କଥା କହିବାରୁ ପ୍ରେମିକ ତାର ଜବାବ ରେ ପ୍ରେମିକା କୁ ମାରି ଢାବା ଫ୍ରିଜରେ ଭର୍ତ୍ତି କରି ଦେଇଛି, ଆଉ ତାପରେ ଯାହା ଘଟିଛି ଶୁଣନ୍ତୁ ।
ତେବେ ବର୍ତ୍ତମାନ ପ୍ରେମ ର ଅର୍ଥ ହେଉଛି ଶାରିରୀକ ସୁଖ ମେଣ୍ଟାଇବା ଆଉ ଏହି ପ୍ରେମରେ କିଛି ବି ଭରଷା ନଥାଏ ।ହେଲେ ସବୁ ଜାଣିଶୁଣି ବି ଆଜିର ଯୁବପିଢ଼ି ଏହି ପ୍ରେମ ନାମକ ପଙ୍କରେ ଗୋଡ଼ ପକାଉଛନ୍ତି ।ଆଉ ବର୍ତ୍ତମାନ ଭଲପାଇବା ପରିଣାମ କେମିତି ମିଳୁଛି ତାଗ ଆପଣ ଦେଖୁଛନ୍ତି, କିଛି ଦିନ ପୂର୍ବରୁ ଦିଲ୍ଲୀ ରୁ ଏହି ପ୍ରେମ କୁ ନେକ ଏକ ହୃଦୟ ବିଦାରକ ଚିତ୍ର ସାମ୍ନା କୁ ଆସିଥିଲା ।ଏବେ ପୁଣି ସେମିତି କିଛି ଦେଖିବାକୁ ମିଳିଛି, ବହୁତ ଦିନର ଭଲପାଇବା ପରେ ପ୍ରେମିକା ବିବାହ କଥା କହିବାରୁ ପ୍ରେମିକ ତାର ହତ୍ୟା କରିଛି ।ତେବେ ଏହି ହତ୍ୟା ଭୀଭତ୍ସ ରୂପ କେମିତି ଥିଲା ଥରେ ତା ଉପରେ ନଜର ଦିଅନ୍ତୁ ।
ଘଟଣା ହେଉଛି ରାଜଧାନୀ ଦିଲ୍ଲୀ ର ବାବା ହରିଦାସ ପୁର ଥାନା ଅଞ୍ଚଳରେ ଏମିତି ଏକ ଚାଞ୍ଚଲ୍ୟ କର ଘଟଣା ଘଟିଛି ।ତେବେ ସେହି ଅଞ୍ଚଳରେ ଥିବା ଯୁବକ ସାହିଲ ଓ ଯୁବତୀ ନିକି ଭିତରେ ଟ୍ୟୁସନ ଯିବା ସମୟରୁ ପ୍ରେମ ସମ୍ପର୍କ ଗଡି ଉଠିଥିଲା ।ଆଉ ଏହି ସମ୍ପର୍କ ଖୁବ ଆଗକୁ ବଡି ଯାଉଥିଲା କିନ୍ତୁ ଯେତେବେଳେ ନିକି ସାହିଲ କୁ ବିବାହ କରିବା କଥା କୁହନ୍ତି ସେତେବେଳେ ତାଙ୍କୁ ମରିବାକୁ ପଡିଛି ।ତେବେ ଦର୍ଶକ ବନ୍ଧୁ ନିଜେ ପ୍ରେମିକ ଗତ ଫେବୃଆରୀ 10 ତାରିଖ ଦିନ ନିଜ ପ୍ରେମିକା ର ତଣ୍ଟି ଚିପି ମାରିବା ସହିତ ତାକୁ ଏକ ଧାରୁଆ ଅସ୍ତ୍ର ରେ ଖଣ୍ଡ ଖଣ୍ଡ କରି ଏକ ଢାବା ଫ୍ରିଜରେ ରଖିଥିଲା ।
ଏହାପରେ ପ୍ରେମିକ ନିଜେ ବିବାହ ବି କରିଥିଲା ଅନ୍ୟ ଜଣେ ଯୁବତୀ ଙ୍କୁ, କିନ୍ତୁ ପୋଲିସ ଯେତେବେଳେ ମୃତ ଶରୀର ଢାବା ଫ୍ରିଜରୁ ପାଇଥିଲା ତାପରେ ପୁରା ଘଟଣା ଜାଣିବାକୁ ଚେଷ୍ଟା ଚଳେଇ ଥିଲେ ।ଆଉ ଶେଷରେ ଦୋଷୀ ପାଖରେ ପହଞ୍ଚିବା ପରେ ପ୍ରେମିକ ସବୁ କଥା ଟିକିନିଖି କହିଥିଲେ ।ତେବେ ବନ୍ଧୁମାନେ ଆପଣ ଦେଖୁଛନ୍ତି ନା ବର୍ତ୍ତମାନ ପ୍ରେମ କରିବାର ପରିଣାମ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।