ପ୍ରେମିକ ପ୍ରେମିକା ଗଡାପଡା…. ତମ ଗୋଡ ତଳେ ପଡୁଛି ମୋତେ ମୋ ଧନ ଠାରୁ ଅଲଗା କରନି…. ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ତ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ପ୍ରେମ କୁ ନେଇକି ରାସ୍ତା ଉପରେ ଚାଲିଛି ଝିଅ ଓ ପୁଅ ଦୁଇ ପରିବାର ଙ୍କ ମଧ୍ୟରେ ଲଢେଇ | ଆଉ ଯେଉଁଠି ଜଣା ପଡିଛି କି ସମାଜରେ ଉଚ୍ଚ ନୀଚ୍ଚ ଜାତିଗତ ଭେଦ ଭାବକୁ ନେଇକି ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଇଛି ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଲଛି କି ଯୁବତୀ ଙ୍କ ପରିବାର ଲୋକ ଆସିକି ଯୁବତୀ ଙ୍କୁ ଯୁବକ ଙ୍କ ଘରୁ ଉଠାଇ ନେଇକି ଯାଉଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ କୁହାଯାଏ ପ୍ରେମ ହେଉଛି ଶାଶ୍ୱତ ଆଉ ନିରନ୍ତର, ପ୍ରେମ ମାନେ ନାହିଁ ସମାଜରେ କିଛି ବି ବାଧା ଆଉ ବିଘ୍ନ | ଆଉ ସବୁକୁ ପଛରେ ପକାଇ ପ୍ରେମ ତାର ରାସ୍ତାରେ ଚାଲିଥାଏ | ତେବେ କୁହାଯାଏ ଯିଏ ଥରେ ପ୍ରେମରେ ପଡିଛି ସିଏ ହି ଜାଣିଛି ପ୍ରେମର କଷ୍ଟ ତା କେତେ ବୋଲି | ଆଉ ସେହି ପ୍ରେମ ରେ ଥରେ ପଡିଲେ ପିଲାମାନେ ଭୁଲିଯାଇଥାନ୍ତି ସବୁ କିଛି ଆଉ ପ୍ରେମ ପାଇଁ ସାରା ଦୁନିଆକୁ ମଧ୍ୟ ପଛରେ ପକାଇ ଦେଇଥାନ୍ତି |ଆଉ ଜୀବନ ସାରା ସାଙ୍ଗ ହେଇକି ରହିବାର ଶପଥ ମଧ୍ୟ କରିଥାନ୍ତି ପ୍ରେମି ଯୁଗଳ ମାନେ |

ତେବେ ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲାର, ପିପିଲି ଥାନା ଅନ୍ତର୍ଗତ ବାଲିପୋଖରୀ ନିକଟରେ |ତେବେ ପ୍ରେମ କରି ସାରା ଜୀବନ ର ସ୍ବପ୍ନ ଦେଖୁଥିବା ବେଳେ ସେମାନଙ୍କ ମଧ୍ୟରେ ବାଧକ ସାଜିଛି ସେମାନଙ୍କର ଜାତି ଗତ ଭେଦ ଭାବ | ଆଉ ଯାହା ଜଣା ପଡିଛି କି ପୁଅ ଓ ଝିଅ ପରସ୍ପର ପରସ୍ପର ଙ୍କୁ ଭଲ ପାଆନ୍ତି | ଆଉ ଦୁଇ ଜଣ କେହି କାହାରିକୁ ଛାଡିକି ରହିପାରିବେନି ବୋଲି ଶପଥ ମଧ୍ୟ କରିଛନ୍ତି | ଆଉ ଯେଉଁଠି ଝିଅର ଉଚ୍ଚ ଜାତି ହୋଇଥିବାରୁ ଝିଅର ଘର ଲୋକ ପସନ୍ଦ କରୁ ନାହାନ୍ତି ପୁଅଟିକୁ |ଆଉ ଝିଅ ପୁଅ ଟିକୁ ଛାଡି ନ ପାରି ପୁଅର ଘରକୁ ମଧ୍ୟ ପଳେଇ ଯାଇଛି |

ଆଉ ଯାହା ଜଣା ପଡୁଛି କି ଝିଅ ର ଘର ଲୋକ ସେହି ଖବର ପାଇଁ ପୁଅ ଘରକୁ ଯାଇଛନ୍ତି | ଆଉ ଗୋଟିଏ ନାଲି କାର ଟିକୁ ନେଇକି ଝିଅ କୁ ଟାଣି ଟାଣି ରାସ୍ତା ଉପରେ ନେଇ ଆସୁଛନ୍ତି | ଆଉ ରାସ୍ତା ଉପରେ ପୁଅ ଆଉ ଝିଅ ଦୁଇଜଣ ଅଲଗା ହେଇଯାଉଥିବାରୁ ବିକଳ ହେଇକି କାନ୍ଦିବାକୁ ଲାଗିଛନ୍ତି | ଆଉ ରାସ୍ତା ଉପରେ ପ୍ରେମି ଯୁଗଳଙ୍କୁ ଅଲଗା କରିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment