viral video – ଜଙ୍ଗଲ ଭିତରେ ପ୍ରେମିକାକୁ ସିଗାରେଟ ଟଣାଇଲା ଦୁଇପ୍ରେମିକ …. ଆଉ ତା ପରେ ହେଲେ ,ଦେଖନ୍ତୁ video ..

ସିଗାରେଟ୍ ଟାଣିବାକୁ ପ୍ରେମିକା କୁ ବାଧ୍ୟ କଲେ ହତାସିଆ ପ୍ରେମିକ। ପ୍ରେମରେ ବିଫଳ ହେବା ପରେ ମାନବିକତା ଭୁଲିଗଲା ପ୍ରେମିକ୍। ପ୍ରେମିକା କୁ ଜଙ୍ଗଲ ଭିତରକୁ ଟେକି ନେଇ ଦେଉଛି ନିର୍ଯାତନା। ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଏହି ଭିଡିଓ ଯୁବକ ଜଣଙ୍କ କିପରି ଭାବେ ନିଜ ପ୍ରେମିକା କୁ ହଇରାଣ କରୁଛି।ପ୍ରେମ ରେ ବିଫଳ ହେଲା ପରେ ସବୁ ମାନବିକତା କୁ ଭୂଲି ଯାଇ ପ୍ରେମିକ କିଛି ଏମିତି ହରକତ କରୁଛି ପ୍ରେମିକା ସହିତ। ଖାଲି ପ୍ରେମିକା କୁ ନୁହେଁ ପ୍ରେମିକା e ମା ସହିତ ମଧ୍ୟ କରୁଛି ଅସଦ ଆଚରଣ। ଯାହାର ଏକ ଭିଡିଓ ସୋସିଆଲ ଏବେର ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ପ୍ରେମରେ ହାରି ଯାଇଥିବା ଜଣେ ଯୁବକ ତା ପ୍ରେମିକା କୁ ଜଙ୍ଗଲ ମଧ୍ୟକୁ ଡ଼ାକି ନେଇ ଧମକ ଦେଉଛି। ଖୁବ୍ ଅଶ୍ଳୀଳ ଭାଷାରେ ପ୍ରେମିକା କୁ ଗାଳି ଗୁଲଜ ମଧ୍ୟ କରୁଛି। ଆଉ ପ୍ରେମିକା ଉପରେ ଥିବା ରାଗ ସୁଝାଉଛି। ଯୁବତୀକୁ ଜଙ୍ଗଲ କୁ ଡାକି ନେଇ ଶାରିରୀକ ନିର୍ଯାତନା ଦେଉଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଏହି ହତାଶ ପ୍ରେମିକ ଜଣଙ୍କ ପ୍ରେମିକା ହାତରେ ଜୋର୍ ଜବରଦସ୍ତି ଏକ ସିଗାରେଟ୍ ଧରେଇ ଦେଇ ଟାଣିବାକୁ ବାଦ୍ୟ କରୁଛି। ଆଉ ଯୁବତୀ ଜଣଙ୍କ ସିଗାରେଟ୍ ନ ଟାଣିବାରୁ ଯୁବକ ଜଣଙ୍କ ଯୁବତୀ ଙ୍କୁ ଖୁବ୍ ଖରାପ୍ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଯାହା ଆମେ ଏଠାରେ ଆପଣଙ୍କୁ କହି ପାରିବୁ ନାହିଁ। ଏପଟେ ପ୍ରେମିକା ଜଣଙ୍କ ଭୟରେ କିଛି କହୀ ପାରୁ ନାହିଁ। ଆଉ ଏହାର ସୁଯୋଗ ନେଇ ହତାଶ ପ୍ରେମିକ ଜଣଙ୍କ ପ୍ରେମିକା କୁ ଘୋର ନିର୍ଯାତନା ଦେଉଛି।

ତେବେ ଏହି ଯୁବତୀ ଜଣଙ୍କ ଶାରିରୀକ ଭିନ୍ନକ୍ଷମ ହେବା ସହିତ ଜଣେ ନାବାଳିକା ମଧ୍ୟ। ଏଭଳି ସ୍ଥିତିରେ ହତାଶ ପ୍ରେମିକ ଜଣଙ୍କ କିପରି ଭାବରେ ପ୍ରେମିକା କୁ ଜଙ୍ଗଲ ଭିତରକୁ ନେଇ ଅତ୍ୟାଚାର କରୁଛି ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସବୁଠୁ ବଡ କଥା ହେଉଛି କି ଏହି ଯୁବତୀ ଜଣଙ୍କ ଏହି ହତାଶ ପ୍ରେମିକ ସହ କଥାବାର୍ତ୍ତା ବନ୍ଦ କରି ଅନ୍ୟ ଜଣେ ଯୁବକ ସହ କଥା ହେଉଥିଲା।

ଆଉ ଏ କଥା ଜାଣିବା ପରେ ଏହି ହତାଶ ପ୍ରେମିକ ର ରାଗ ମୁଣ୍ଡ ଉପରକୁ ଚଢି ଯାଇଥିଲା। ଆଉ ରାଗରେ ନିଜ ହିତାହିତ ଜ୍ଞାନ କୁ ଭୁଲିଯାଇ ଏପରି ଏକ ଘୃଣ୍ୟ କାଣ୍ଡ ରଚାଇଛି ପ୍ରେମିକ। ଭିଡିଓ ରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯୁବକ ଜଣଙ୍କ ଯୁବତୀ ଙ୍କୁ ବେତରେ ମାଡ ମାରିବା ସହ ସିଗାରେଟ୍ ଟାଣିବାକୁ ବାଧ୍ୟ କରୁଛନ୍ତି। ତେବେ ଭିଡିଓ ଭାଇରାଲ ହେବା ପରେ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ୍।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment