ପ୍ରେମିକର ବାହାଘର ଠିକ ହେଲା ଦେଖି… ଜଙ୍ଗଲକୁ ଡାକି ମାରିଦେଲା ପ୍ରେମିକା… ଦେଖନ୍ତୁ Video

0

ଏମିତି ଘଟଣା ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ବର୍ତ୍ତମାନ ସମୟରେ ପ୍ରେମ ଗୋଟିଏ ଫ୍ୟାସନ ହୋଇ ଯାଇଛି। ଯାହା ପାଇଁ ବିଭିନ୍ନ ସମୟରେ କିଛି ଉଦାହରଣ ପାଲଟି ଥିବା ବେଳେ ଆଉ କେଉଁଠି ତାହା ଦୁଃଖଦ ପୂର୍ଣ୍ଣ। ଏହିଠାରେ ଏକ ସେହିପରି ଘଟଣା ଯାହା ପାଇଁ ପୂର୍ବ ପ୍ରତିଶୋଧ ପାଇଁ ପ୍ରେମିକ ର ଚାଲିଗଲା ଜୀବନ। ପ୍ରେମିକ ଜଣଙ୍କ ଥିଲେ ଜଣେ ଶିକ୍ଷକ ଆଉ ସେ ତାଙ୍କ ମାଆଙ୍କର ଏକମାତ୍ର ପୁଅ ଥିଲେ ଆଉ ଏବେ ଯାହା ହେଲା ମାଆ ପୁରା ଭାଙ୍ଗି ପଡିଛନ୍ତି। ତାଙ୍କର ମଧ୍ୟ ବାହାଘର ପାଇଁ ସବୁକିଛି ଆୟୋଜନ ହୋଇଥିଲା ଆଉ ବାକି ଥିଲା ବେଦିରେ ବସିବାଟା।

ସେହି ଶିକ୍ଷକ ଜଣଙ୍କର ବିବାହ ପାଇଁ ସବୁ ଆୟୋଜନ କରିଥିଲେ ଆଉ ତାଙ୍କର ମଧ୍ୟ ନିର୍ବନ୍ଧ କାର୍ଯ୍ୟକ୍ରମ ସରିବା ସହିତ ସବୁ ବନ୍ଧୁବର୍ଗ ମାନଙ୍କୁ ନିମନ୍ତ୍ରଣ ମଧ୍ୟ ହୋଇଥିଲା, ବିବାହ କାର୍ଯ୍ୟକ୍ରମ ଆଉ ମାତ୍ର 12 ଦିନ ରହିଥିଲା ହେଲେ ହୋମ ନିଆଁ ଜଳିବା ବଦଳରେ ଶ୍ମଶାନରେ ଜୁଇର ନିଆଁ ଜଳିଲା। ସୁଖ ପାଲଟି ଗଲା ଦୁଃଖ ଏବଂ ଏପଟେ ନୂଆ ଜୀବନ ଆରମ୍ଭ ହେବା ବେଳେ ଜୀବନ ଚାଲିଗଲା ଆର ପାରିକୁ ଯାହା ସମସ୍ତଙ୍କୁ ସେଠାରେ ଚହଳ ସୃଷ୍ଟି କରିଛି। ସୂଚନା ମିଳିଛି ଯେ ସେଦିନ ସେହି ଶିକ୍ଷକ ବା ବାସୁଦେବ ଆଗରୁ ଜଣଙ୍କୁ ପ୍ରେମ କରୁଥିଲେ ହେଲେ ତାଙ୍କର କୌଣସି କାରଣରୁ ତାଙ୍କ ସହିତ ସମ୍ପର୍କରେ ରହି ନଥିଲେ।

ତା ପରେ ଏପଟରେ ତାଙ୍କର ସେହି ଗାଁର ଗୋଟିଏ ଝିଅ ସହିତ ବାହାଘର ଆୟୋଜନ ସରିଥିଲା।ଏହି ସବୁ ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରେମିକା ଜଣଙ୍କ କିଛି ଯୋଜନା ପ୍ରସ୍ତୁତ କଲେ ଆଉ ତାଙ୍କୁ ଦେଖା କରିବାକୁ ଜଙ୍ଗଲ କୁ ଡକେଇ ଥିଲେ। ପରବର୍ତ୍ତୀ ସମୟରେ ସେହି ଶିକ୍ଷକ ଓ ତାଙ୍କ ସମ୍ପର୍କୀୟ ଭାଇ ଏବଂ ଏପଟେ ପୂର୍ବତନ ପ୍ରେମିକ ଓ ଭିଣେଇ ସହିତ ଆସିଥିଲେ। ଏହାପରେ ଶିକ୍ଷକ ଜଣଙ୍କ ତାଙ୍କ ଭାଇଙ୍କ ଦୂରରେ ଛାଡିକି ଜଙ୍ଗଲ ଭିତରକୁ ଆସିଲେ ଆଉ ପୂର୍ବତନ ପ୍ରେମିକା ସାଙ୍ଗରେ ଶଙ୍ଖା ଓ ସିନ୍ଦୁର ଆଣିକି ତାଙ୍କୁ ଜବରଦସ୍ତ କରିଲେ। ଆଉ ସେ ବିରୋଧ କରିବାରୁ ଭିଣେଇ ଓ ପ୍ରେମିକା ମିଶିକି ପିଟି ପିଟି ମାରି ଦେଲେ। ଆଉ ସେ ଫେରିବା ବିଳମ୍ବ ହେବାରୁ ପାଖକୁ ଗଲେ ଦେଖିଲେ ଏମିତି ଘଟଣା।

ପରବର୍ତ୍ତୀ ସମୟରେ ତାଙ୍କ ଘରେ ଜାଣିବା ପରେ ସମସ୍ତେ ନିକଟବର୍ତ୍ତୀ ଥାନାକୁ ଯାଇ ପ୍ରେମିକା ବିରୋଧ ରେ ଅଭିଯୋଗ କଲେ ଆଉ ଏହି ଘଟଣାକୁ ବର୍ତ୍ତମାନ ପୋଲିସ ତଦନ୍ତ କରିଛନ୍ତି। ପୋଲିସର ତଦନ୍ତ ରେ ସଫଳତା ପାଇବା ପରେ ସେମାନେ ପ୍ରେମିକା ଘରେ ପହଞ୍ଚଲେ। ଏହି ତଦନ୍ତରେ ପୋଲିସ ଙ୍କୁ କୁକୁର ବହୁତ ସାହାର୍ଯ୍ୟ କରିଛି।ଶିକ୍ଷକଙ୍କର ମା ବର୍ତମାନ ଏକା ହୋଇଯିବା ପରେ ରହିବା ଘରେ ବହୁତ ଚିନ୍ତାର କଥା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।