ଛିଃ…ଛିଃ..ପୁଣି ଓଡ଼ିଶାରେ ଲଜ୍ୟା ! ଜଙ୍ଗଲ ଭିତରେ ଦୁଇ ପ୍ରେମିକ ମିଶି ପ୍ରେମିକ ସହିତ କଲେ ଏମିତି କାମ, ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ video

ଦିନେ ଭଲ ପାଉଥିଲେ ଆଉ ଆଜି ନାବାଳିକା ଯୁବତୀ ଜଣଙ୍କ ତାଙ୍କୁ ମନା କରି ଦେବାରୁ ଜଙ୍ଗଲ ମଧ୍ୟରେ କରୁଛନ୍ତି ଅସଦାଚରଣ। ଖାଲି ଅସଦାଚରଣ ନୁହେଁ ବରଂ ନାବାଳିକା ପ୍ରେମିକ କୁ ଜୋର ଜବରଦସ୍ତ କରି ସିଗାରେଟ ପିଆଉଛନ୍ତି ଏବଂ ତାଙ୍କୁ ମାଡ଼ ବି ମାରୁଛନ୍ତି। ତେବେ ବର୍ତ୍ତମାନ ଏହିଭଳି ଏକ ପ୍ରେମ ଓ ପ୍ରତାରଣା ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ୟ କହିବେ ଏହି ଭଳି ଅମଣିଷ ଙ୍କୁ ଫାଶୀ ଦଣ୍ଡ ବି କମ ପଡିଯିବ। କାରଣ ଏହି ଭାଇରାଲ ଭିଡ଼ିଓ ରେ ଆପଣ ଦେଖିବା କୁ ପାଇବେ କି ଜଣେ ନାବାଳିକା ଯୁବତୀ ଙ୍କୁ ଅତ୍ୟନ୍ତ ଅଶୀଳ ବ୍ୟବହାର ସହ ତାଙ୍କୁ ଜଙ୍ଗଲ ମଧ୍ୟରେ ଅସଦାଚରଣ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛୁ । ତେବେ ଯଦି ଏହି ଅତ୍ୟାଧୁନିକ ଯୁଗ ରେ କିଛି ଯଦି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ରହିଛି ତାହା ହେଉଛି ବର୍ତ୍ତମାନର ପ୍ରେମ । ତେବେ ଏବେର ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ । ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।

ତେବେ ଏହିଭଳି ଏକ ଘଟଣା ଦେଖିବା କୁ ମିଳିଛି ବ୍ରହ୍ମଗିରି ଜଙ୍ଘଲ ମଧ୍ୟରେ ଯେଉଁ ଠାରେ ଦୁଇ ଜଣ ଯୁବକ ଙ୍କୁ ଜଣେ ନାବାଳିକା ଝିଅ ସହ ଅସଦାଚରଣ କରିବା ସହ ତାଙ୍କୁ ମାରିବା ଏବଂ ଜୋର କରି ସିଗାରେଟ ପିଆଉ ଥିବାର ଦେଖିବା କୁ ମିଳିଛି। ନାବାଳିକା ଯୁବତୀ ଜଣଙ୍କ କୁଆଡେ ସେହି ଯୁବକ ଙ୍କୁ ପ୍ରେମ କରୁଥିଲେ ।ମାତ୍ର ପରେ ସେ ତାଙ୍କୁ ଧକ୍କା ଦେଇ ଅନ୍ୟ ଯୁବକ ଙ୍କ ସହ କଥା ହେଉଛି ବୋଲି। ତେବେ ଏନେଇ ଯୁବକ ଜଣଙ୍କ ସେହି ନାବାଳିକା ପ୍ରେମିକା କୁ ପାଖ ଜଙ୍ଗଲ କୁ ଡାକିଥିଲି।

ଆଉ ଜଙ୍ଗଲ ମଧ୍ୟରେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବା ସହ ଅତ୍ୟନ୍ତ ଅଶୀଳ ବ୍ୟବହାର କରୁଥିଲେ। ଖାଲି ଏତିକି ନୁହେଁ ବରଂ ଏହା ମଧ୍ୟ ଦେଖା ଯାଇଥିଲା କି ଯୁବତୀ ଙ୍କୁ ସେହି ଯୁବକ ଜଣଙ୍କ ମାଡ଼ ମାରୁଥିଲେ। ଏହା ସହ ଭିଡ଼ିଓ ରେ ଦେଖା ଯାଇଛି ଯେ , ଜଣେ ଯୁବକ ଭିଡ଼ିଓ ବନାଉଛନ୍ତି ଏବଂ ଅନ୍ୟ ଜଣେ ଯୁବକ ନାବାଳିକା ଙ୍କୁ ସିଗାରେଟ ପିଇବା କୁ ବାଧ୍ୟ କରୁଛନ୍ତି। ତେବେ ଏହା ସହ ତାଙ୍କୁ ବାଡ଼ି ରେ ମାରୁଛନ୍ତି ମଧ୍ୟ ଆଉ କହୁଛନ୍ତି କି ସେ ନିଜେ ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି।ତେବେ ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment