ଦେଖନ୍ତୁ Shocking ଭିଡ଼ିଓ -ପ୍ରଥମେ ବାହା ହେବା କହି ଲିଭଇନ୍‌ରେ ରହିଲେ ଆଉ ମନ ଭରି ଗଲା ପରେ ପ୍ରେମିକାକୁ ମାରିଦେଲା ପ୍ରେମିକ..

ପ୍ରେମିକ ସାଜିଲା ରାକ୍ଷସ।ନୃଶଂସ ପ୍ରେମିକର ରାକ୍ଷସ ଆଚରଣ। ପ୍ରଥମେ ବାହା ହେବେ କହି ଲିଭ୍ ଇନ୍ ରେ ରହିଲେ ଆଉ ଯେତେବେଳେ ମନ ପୂରି ଗଲା ସେତେବେଳେ ପ୍ରେମିକାକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲେ ପ୍ରେମିକ। ଖାଲି କାଟି ପକାଇଲେ ତା ନୁହେଁ ପ୍ରେମିକାର ଖଣ୍ଡ ଖଣ୍ଡ କଟା ଦେହକୁ ନେଇ ଫ୍ରିଜରେ ରଖିଲେ। ତାରି ପାଖରେ ଶୋଇଲେ ତାରି ପାଖରେ ଖାଇଲେ।୩୫ ଖଣ୍ଡ ହୋଇଥିବା ପ୍ରେମିକା ସହ ରାତି କାଟିଲେ। ଆଉ ଧରା ପଡ଼ିଯିବା ଭୟରେ ପ୍ରତିଦିନ ପ୍ରେମିକାର ଖଣ୍ଡ ଖଣ୍ଡ ଦେହରୁ ଗୋଟିଏ ଗୋଟିଏ ନେଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ନେଇ ପକାଉ ଥିଲେ।
ହଁ ଆଜ୍ଞା ଏମିତି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ନୋଇଡା ଅଞ୍ଚଳ ରେ। ପୋଲିସ ସୂଚନା ମୁତାବକ ମୃତ ଯୁବତୀ ଜଣଙ୍କ ହେଉଛନ୍ତି ୨୬ ବର୍ଷୀୟ ଶ୍ରଦ୍ଧା। ଆଉ ଶ୍ରଦ୍ଧା ମୁମ୍ବାଇରେ ରୁହନ୍ତି। ଶ୍ରଦ୍ଧା ଏକ କଲ୍ ସେଣ୍ଟରରେ ଚାକିରୀ କରିଥିଲେ। ତାଙ୍କର ସହ କର୍ମୀ ଅଫତାବ ଅମିନ ପୁନାଓ୍ୱାଲା ମଧ୍ୟ ସେଠାରେ କାମ କରନ୍ତି। ଆଉ ଏହାରି ମଧ୍ୟରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ଆଉ ପ୍ରେମ ବହୁତ୍ ଜଲଦି ହୋଇ ଯାଇଥିଲା।ଆଉ ଅଫତାବ କହିଥିଲେ କି ଆମେ ପ୍ରଥମେ ଲିଭଇନ୍ ରେ ରହି ଯିବା ଆଉ ତା ପରେ ବାହା ହୋଇ ଯିବା। ଆଉ ଦୁହେଁ ମିଶି ଲିଭଇନ୍ ରେ ରହିଲେ

ତେବେ କିଛି ଦିନ ଧରି ଲିଭଇନ୍ ରେ ରହିବା ପରେ ଶ୍ରଦ୍ଧା ବିବାହ ପାଇଁ ଜିଦ୍ କରିଥିଲେ। କିନ୍ତୁ ରାଜି ହୋଇ ନଥିଲେ ପ୍ରେମିକ ଅଫତାବ ଆଉ ଏହାପରେ ଅଫତାବ ଶ୍ରଦ୍ଧାଙ୍କୁ ରାସ୍ତାରୁ ହଟାଇବାକୁ ପ୍ଲାନ୍ କରୁଥିଲେ। ପ୍ରଥମେ ଏକ ବଡ ଫ୍ରିଜ୍ କିଣି ଆଣିଥିଲେ ଆଉ ଏସବୁ କଣ ପାଇଁ ଆଣିଛ ବୋଲି ଶ୍ରଦ୍ଧା ଯେତେବେଳେ ପ୍ରଶ୍ନ କରିଥିଲେ କିଛି କହି ନଥିଲେ ଅଫତାବ। ଆଉ ଏହାପରେ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିଥିଲେ ଏହି ନୃଶଂସ ପ୍ରେମିକ। ଆଉ ସେଇ ଖଣ୍ଡ ଖଣ୍ଡ କଟା ଦେହକୁ ନେଇ ଫ୍ରିଜରେ ରଖିଥିଲେ ଅଫତାବ। ଯେମିତି କି ସେ ଧରା ପଡ଼ିବେ ନାହିଁ।

ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ୧୦-୧୫ ଟି କଟା ଦେହକୁ ଜବତ କରିଛି। ଦିଲ୍ଲୀ ପୋଲିସ ସୋମବାର ଦିନ ଏହି ହତ୍ୟା ଉପରୁ ପରଦା ହଟାଇ ଥିଲା। ତେବେ ଶ୍ରଦ୍ଧାଙ୍କ ବାପା ଥାନାରେ ଝିଅ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ଆଉ ଏହାପରେ ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବଙ୍କୁ ପୋଲିସ ଧରିବା ପରେ ସବୁ କଥା ସାମ୍ନାକୁ ଆସିଥିଲା। ବାହାଘରକୁ ନେଇ ଝଗଡ଼ା ଲାଗିବା ପରେ ଗତ ୧୮ ତାରିଖରେ ପ୍ରେମିକାକୁ ହତ୍ୟା କରିଥିଲା ପ୍ରେମିକ ଅଫତାବ। ଆଉ ଏହି ଖବର ଏବେ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment