ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆଉ ସେହି ଭଳି ଏକ ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି କୁହାଯାଉଛି କି ପ୍ରେମ ରେ ଧୋକା ପାଇବା ପରେ ନିଜର ଜୀବନକୁ ହାରି ଦେଇଛନ୍ତି ଜ ଯୁବକ ଜଣଙ୍କ ଆଉ ଭିଡ଼ିଓ କୋଲ ରେ ପ୍ରେମିକା ଙ୍କୁ ରଖିକି ପ୍ରାଣ ହରେଇ ଦେଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଆଜି କାଲି ର ପିଲା ମାନଙ୍କର ଲଭ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ, ଯେଉଁଠି କୁହାଯାଉଛି କି ପିଲା ମାନେ ଆଜି କାଲି ଜଣଙ୍କୁ ଭଲ ପାଉ ନାହାନ୍ତି କି ଜଣଙ୍କୁ ମନ ଦେଉ ନାହାନ୍ତି ଅନେକ ଙ୍କ ସହିତ ନିଜର ଭଲ ପାଇବା କୁ ପ୍ରକାଶ କରୁଛନ୍ତି | ଯାହା ଫଳରେ ସତ ରେ ଭଲ ପାଉଥିବା ପ୍ରେମିକ ଆଉ ପ୍ରେମିକା ମାନେ ବିନା କାରଣ ରେ ନିଜର ପ୍ରାଣ ଦେଉଛନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି ଘଟଣା ଘଟିଛି |
ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ନୟାଗଡ ଜିଲ୍ଲା ର ସର୍ବେଶ୍ୱର ପରିଡା ବୋଲି କୁହାଯାଉଛି | ତେବେ ମୃତ ପ୍ରେମିକ ଜଣଙ୍କର କଟକ ର ଏକ ମଟର ଗେରେଜ ରେ ରହିକି କାମ କରୁଥିଲେ | ଆଉ ସୂଚନା ମୁତାବକ ସେ ଜଣେ ଝିଅ ଙ୍କୁ ଭଲ ପାଉଥିଲେ ଆଉ ଝିଅ ଜନଙ୍କ ଯୁବକ ଙ୍କୁ ଛାଡି କି ଆଉ ଜଣଙ୍କୁ ଭଲ ପାଉଛି ବୋଲି କହିବାରୁ ପୁଅ ଜନଙ୍କ ଝିଅ ଙ୍କୁ ଭିଡ଼ିଓ କୋଲ ରେ ରଖି ଗଳା ରେ ଦୌଡ଼ି ଦେଇ ପ୍ରାଣ ହରେଇ ଦେଇଥିବାର କଥା କୁହାଯାଉଛି | ଆଉ ଝିଅ ଜନଙ୍କ କହିଛନ୍ତି କି ସେ ମଦ ପିଇକି ତାଙ୍କର ଘରକୁ ଯାଇଥିଲେ ଆଉ ସେଠାରୁ ଆସିଲା ପରେ ଏହି ଭଳି ଘଟଣା ଘଟିଛି |
କିନ୍ତୁ CCTV ଫୁଟେଜ ରୁ ଯାହା ଜଣା ପଡୁଛି କି ଏହି ଭଳି ଘଟଣା ପଛରେ ପ୍ରେମିକା ଙ୍କର ହାତ ରହିଛି | କାରଣ ପୁଅ ଜନଙ୍କ ଯିବାର 15 ମିନିଟ ପରେ ପ୍ରେମିକା ଜନଙ୍କ ଯାଇଥିଲେ ରୁମ ଭିତରକୁ ଆଉ 20 ମିନିଟ ପରେ ବାହାରକୁ ଆସିଥିଲେ | ଆଉ ସେହି ତାଙ୍କର ପ୍ରେମିକ ଙ୍କୁ ମାରିଥିବା ନେଇ ପ୍ରଶ୍ନ ଉଠିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।