ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ପ୍ରକାରର ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଟ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଆଉ ବର୍ତ୍ତମାନ ଯେଉଁ ଘଟଣା ଟି ଭାଇରାଲ ହେଉଛି ତାହା ଅନ୍ଧବିଶ୍ୱାସ ଉପରେ ଆଧାରିତ ନା ସତରେ ଭୂତ ଆଉ ପ୍ରେତ ଆସିଛି | ଆଉ ସେହି ଝିଅଟିର ଆତ୍ମା ପଶିଛି ଆଉ ଗୋଟିଏ ଝିଅ ଦେହରେ, ଆଉ ଯେଉଁଥିପାଇଁ ସେ ସବୁ କିଛି ସତ୍ୟ ଘଟଣା କୁ ପ୍ରକାଶ କରିବାକୁ ଲାଗିଛି ତାହା ଜାଣିବାକୁ ବାକି ଅଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା କିଏ ସେ ଅଷ୍ଟମ ଶ୍ରେଣୀର ଝିଅ ଯାହାର ମୃତ୍ୟୁ ହୋଇଛି, ଆଉ କଣ ଚାଲିଛି ସମ୍ପୂର୍ଣ୍ଣ ଘଟଣାଟି ଆସନ୍ତୁ ନଜର ପକାଇବା |
ତେବେ ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଖୋଇରା ଥାନା ବାରିଙ୍ଗିଆ ର | ଆଉ ଏହିଭଳି ଏକ ଅଭାବନୀୟ ଘଟଣା ଟି ଘଟିଥିଲା ଗତ ମାସ 24 ତାରିଖ ଦିନ | ଆଉ ସେହି ଘଟଣା ଟି ସାରା ଗାଁ ରେ ଖେଳାଇ ଦେଇଥିଲା ଚଞ୍ଚଲ୍ୟ | ଆଉ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଙ୍କୁ ଜିଅନ୍ତା ଜାଳି ହତ୍ୟା କରିଥିବାରୁ ସୂଚନା ମଧ୍ୟ ମିଳୁଛି | ଆଉ ଏହି ଘଟଣା ରେ ଯିଏ ଅଭିଯୁକ୍ତ ଅଛନ୍ତି ତାଙ୍କୁ ମଧ୍ୟ ପୋଲିସ ବିଚରାଧୀନ ଭାବରେ ଗିରିଫ କରିକି ଥାନା ରେ ରହିଛି |
ତେବେ ଘଟଣା କୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଜଣକ ଘଟଣା ଘଟିବାକୁ ଲାଗିଛି | ଆଉ ଯେଉଁଠି ଦେଖା ଯାଉଛି କି ସେହି ଗାଁ ର ଆଉ ଜଣେ ଝିଅ ଙ୍କୁ ଗୁଆଡେ ଭୂତ ଲାଗିଛି |ଆଉ ଯେଉଁଠି ତାଙ୍କର ଦେହରେ କୁଆଡେ ଏହି ଝିଅଟି ବୋଖାଣୁଛି ଝିଅ ର ମୃତ୍ୟୁ କଥା | ଆଉ ଯେଉଁଠି ଝିଅ ଟି କହୁଛି କି ସେହି ଅଷ୍ଟମ ଶ୍ରେଣୀର ଝିଅକୁ ସେମାନେ କୁଆଡେ ବାନ୍ଧିକି ନେଇ ଯାଉଛନ୍ତି , ଆଉ ଯେଉଁଠି କହିଛନ୍ତି କି ଝିଅଟିକୁ ବାନ୍ଧିକି ପ୍ରଥମେ ନେଇଯାଇଥିଲେ ଆଉ ତାହା ପରେ ତାଙ୍କୁ ଅତ୍ୟାଚାର କରିବା ପାଇଁ ଲାଗିଥିଲେ |
ତେବେ ଏହିଭଳି ଘଟଣା କୁ ଆମେ ଅନ୍ଧବିଶ୍ୱାସ କହିବା ନା ଆଉ କଣ କହିବା ତାହା କିଛି ସୂଚନା ମିଳୁନି | ତେବେ ଏହି ଘଟଣା କୁ ନେଇକି ହେତୁବାଦୀ ଦେବେନ୍ଦ୍ର କହିଛନ୍ତି କି ଭୂତ ପ୍ରେତ କିଛି ନୁହଁ ଝିଅଟି ଘଟଣା କୁ ଦେଖିଛି ବା ଘଟଣା ସମ୍ବଧୀୟ କିଛି କଥା ଜାଣିଛି ଆଉ ଯେଉଁଥିପାଇଁ ସିଏ ଏମିତି କଥା କହୁଛି | କାହିଁ ଏହି ଝିଅଟି ଅନ୍ୟ କେଉଁ ରାଜ୍ୟ ବା ଦେଶ ର ମୃତ୍ୟୁ କଥା କହିପାରୁନି | ତେବେ ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।