ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ସେଲିବ୍ରେଟି ମାନେ ସାଧରଣ ଲୋକଙ୍କ ଠାରୁ ଟିକେ ଅଲଗା ହୋଇ ଥାନ୍ତି। ସେମାନଙ୍କ ରହଣି ଚାଲି ଚଳଣି ପାଇଁ ସାଧାରଣ ଲୋକଙ୍କ ଠାରୁ ଅଲଗା ରହି ସବୁ ବେଳେ କିଛି ଅଲଗା କରିବା ପାଇଁ ଚେଷ୍ଟା କରିଥାନ୍ତି। ତେବେ ବଲିଉଡର ଚୁଲବୁଲି ନାୟିକା ବର୍ତମାନ ପ୍ରିୟଙ୍କା ଚୋପ୍ରା ଏବେ ସୋନା ହୋଟେଲ ଖୋଲି ପୁଣି ଚର୍ଚ୍ଚାରେ। ଆମେରିକାରେ ପରସା ଯିବ ଭାରତୀୟ ଦେଶୀ ଖାଇବା, ସୋନା ହୋଟେଲରେ ମିଳିବ ଭାରତୀୟ ଆଇଟମ।
ଆମେରିକା ର ନିୟୁୟର୍କ ରେ ଏମିତି ଏକ ହୋଟେଲ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ବର୍ତ୍ତମାନ ଏହି ସୋନା ହୋଟେଲରେ କାମ ଜୋରସର ଚାଲିଛି। ଆମେରିକାର ମେଗାସିଟି ନିୟୁୟର୍କ ସହରରେ ସୋନା ନାମରେ ଏମିତି ଏକ ହୋଟେଲ ଖଲିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା।
ଯାହାର ନାମ ଯେମିତି ଲୁକ ବି ସେମିତି ସୁନାଭଳି ଚକଚକ କରୁଥିବା ପ୍ରିୟଙ୍କା ହୋଟେଲ ସୋନା ହୋଟେଲ ଯେମିତି ଆସିଛି ତାହାକୁ ବର୍ତ୍ତମାନ ସମସ୍ତେ ସର୍ଚ୍ଚ କରିବାରେ ଲାଗି ପଡିଛନ୍ତି। ପ୍ରିୟଙ୍କା ଚୋପ୍ରା ନିଜେ ତାଙ୍କର ଏହି ହୋଟେଲ ଭିତରର ଦୃଶ୍ୟ ଦେଖାଇ ଥିଲେ। ସେ ଏହି ଦୃଶ୍ୟ ତାଙ୍କ ଇଂସ୍ଟଗ୍ରାମର ଏକ ଲିଙ୍କ ସେୟାର କରିଥିଲେ, ଏବଂ ଫ୍ୟାନ ମାନେ ଏହି ଫୋଟୋ କୁ ଦେଖିଥିଲେ।
ପ୍ରିୟଙ୍କା ଚୋପ୍ରା ଙ୍କ ହୋଟେଲ ଭିତର ଦୃଶ୍ୟ ବେଶ କ୍ଲାସିକ ଏବଂ କୁଲ ଏହି ସବୁ ଫୋଟୋ ଗୁଡିକ ଦେଖିଲାରୁ ଲାଗୁଛି ସତେ ଯେପରି ଅଭିନେତ୍ରୀ ନିଜେ ଅନେକ ଏହାକୁ ଯତ୍ନ ନେଇଛନ୍ତି।
ତେବେ ରେଷ୍ଟୁରାଙ୍କ ଗୋଟିଏ ପାର୍ଶ୍ୱରେ ଚେୟାର ଏବଂ ଟେବୁଲ କମ୍ବିଂନେସର ରଖାଯାଇସିଛି ତେବେ ଅନ୍ୟ ପଟେ ସୁନ୍ଦର କାଉଜ ରଖାଯାଇଛି। ପ୍ରିୟଙ୍କା ଚୋପ୍ରାଙ୍କ ଫ୍ଲୋର କେବଳ କାଠରେ ତିଆରି ହୋଇଥଲଲବେଳ, ଏବଂ ପ୍ରତି ଟେବୁଲ ଉପରେ ଲ୍ୟାମ୍ପ ରଖା ଯାଇଛି ଏହା ସହିତ ଲାଇଟର କମ୍ବିଂନେସନ ଏହି ସୋନା ନାମରେ ହୋଟେଲ ଟି ବହୁତ ସୁନ୍ଦର ଦେଖା ଯାଉଛି।
ଏହା ପୂର୍ବରୁ ପ୍ରିୟଙ୍କା ହୋଟଲର ଅନ୍ୟ ଏକ ଫୋଟୋ ପୋଷ୍ଟ କରିଥିଲେ ଏବଂ ସେ ନିଜେ ପ୍ରିୟଙ୍କା ଚୋପ୍ରା। ସେ କହିଥିଲେ ଯେ ଏଭଳି ସୋନା ହୋଟେଲ କରି ସେ ଅନେକ ଖୁସି ଅଛନ୍ତି। ସେ କହିଥିଲେ ଭାତୀୟଙ୍କ ମାନେ ତାଙ୍କ ପ୍ରତି ଭଲ ପାଇବା ପାଇଁ ସେ ଏଭଳି ଏକ ହୋଟେଲ କରି ଭାରତୀୟଙ୍କୁ ଖାଇବା ଯୋଗାଇବେ।
ଏହି ହୋଟେଲରେ ଭାରତୀୟଙ୍କ ଖାଦ୍ୟ ଏବଂ ସ୍ୱାଦ ଭରି ରହିଛି ଏବଂ ଏହାର କିଚେନ କୁ ହରିନେକ ସମ୍ଭାଳିବେ। ସବୁଠାରୁ ବଡ କଥା ହେଲା ଏହି ରେଷ୍ଟୁରାନଟ ରେ ଏକ ବଡ ଡାଇନିଂ ରୁମ ରଖା ଯାଇଛି ଏହି ରୁମ ରେ ୩୦ ଜଣ ବସି ଖାଇବାର ବ୍ୟବସ୍ତା କରାଯାଇଛି। ଏହା ମାର୍ଚ୍ଚ ଶେଷ ସୁଦ୍ଧା ଖୋଲିବ ବୋଲି ପ୍ରିୟଙ୍କା କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।