ବଲିଉଡ୍ ଇଣ୍ଡଷ୍ଟ୍ରି ର ହିରୋଇନ୍ ମାନେ ସବୁବେଳେ ନିଜ ର ଡ୍ରେସ ପାଇଁ ଚର୍ଚା ରେ ରହି ଥାଆନ୍ତି । ନିଜର ଡ୍ରେସିଂ ସେଂଶ ପାଇଁ ସବୁ ବେଳେ ସେ ଦର୍ଶକ ଓ ମିଡ଼ିଆ ରେ ଚର୍ଚ୍ଚା ରେ ବିଷୟ ପାଲଟି ଥାଆନ୍ତି । ତେବେ ଏହି ଡ୍ରେସ କେତେକ ହିରୋଇନ୍ ନିଜ ବଲିଉଡ୍ ରେ ନିଜ ଫ୍ରେମ୍ କୁ ମେଣ୍ଟେନ କରିବା ପାଇଁ କରି ଥାଆନ୍ତି ତ କିଛି ଜଣ ମଧ୍ୟ ଇଛା ରେ ଏମିତି ପିନ୍ଧି ଥାଆନ୍ତି । ତେବେ ସର୍ବଦା ନିଜର ଡ୍ରେସିଂ ସେଂସ ପାଇଁ ଚର୍ଚା ରେ ରହି ଥାଆନ୍ତି ।
ତେବେ ବଲିଉଡ୍ ର ଦେଶୀ ଗାଲ ପ୍ରିୟଙ୍କା ଚୋପ୍ରା ଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣି ଥିବେ । ଯିଏ କି ନିଜ ବୋଲ୍ଡ ଫିଗର୍ ସହିତ ନିଜର ଦମଦାର ଅଭିନୟ ପାଇଁ ସର୍ବଦା ପ୍ରଶଂସକ ମାନଙ୍କ ମନରେ ରାଜ୍ କରି ଥାଆନ୍ତି। ସୋସିଆଲ ମିଡ଼ିଆ ରେ ତାଙ୍କର ଫ୍ୟାନ ଙ୍କ ସଂଖ୍ୟା ମଧ୍ୟ ବହୁତ୍ ଅଟେ। ତେବେ ଆଜି ଆମେ ତାଙ୍କ ବିଷୟ ରେ ଚର୍ଚା କରିବା । କାରଣ ଆଜି କାଲି ସୋସିଆଲ ମିଡିଆରେ ବର୍ତ୍ତମାନ ପ୍ରିୟଙ୍କା ନିଜର ଏକ ଡ୍ରେସ୍ ଏବଂ ଡାନ୍ସ କାରଣ ରୁ ଅନେକ ମାତ୍ରା ରେ ଟ୍ରଲ ହୋଇଛନ୍ତି।
ତେବେ ସୂଚନା ଅନୁସାରେ ପ୍ରିୟଙ୍କା ନିଜ ସ୍ବାମୀ ନିକ ଯୋନସ୍ ଙ୍କ ସହିତ ଡାନ୍ସ କରୁ ଥିବା ର ଏକ ଭିଡିଓ ବର୍ତ୍ତମାନ ବହୁତ୍ ମାତ୍ରା ରେ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥି ପାଇଁ ଅନେକ ଲୋକ ଓ ପ୍ରଶଂସକ ମାନେ ତାଙ୍କର ଏହି ଭିଡ଼ିଓ ରେ ନିଜ ର ପ୍ରତିକ୍ରିୟା ଦେଉଛନ୍ତି। ତେବେ ଏହି ଭିଡିଓ କଣ ପାଇଁ ଏତେ ମାତ୍ରା ରେ ଟ୍ରଲ୍ ରେ ହେଉଛି ଏହାର କାରଣ ସେ ଏହି ଭିଡିଓ ରେ ଟ୍ରାଂସପରେଣ୍ଟ ଡ୍ରେସ ପିନ୍ଧି ଅଛନ୍ତି ଓ ପ୍ରିୟଙ୍କା ଓ ନିକ୍ ଦୁଇ ଜଣ ପ୍ୟାଣ୍ଟ୍ କେଶ୍ ଅଛନ୍ତି।
ତେବେ 17 ଜାନୁଆରୀ କୁ ଜନସ୍ ବ୍ରଦର୍ ଙ୍କ ଗୋଟିଏ ଗୀତ ରିଲିଜ୍ ହୋଇ ଥିଲା ଯେଉଁଥିରେ ସେମାନେ ଏମିତି ଡ୍ରେସ୍ ପିନ୍ଧିଥିଲେ।ଏହି ଡ୍ରେସ୍ ଟି ପ୍ରିୟଙ୍କା ଙ୍କ ଡିନର ଡେଟ ପାଇଁ ବହୁତ୍ ଭଲ ଥିଲା। କିନ୍ତୁ ତାଙ୍କର ପ୍ରଶଂସକ ଓ ଦର୍ଶକ ଙ୍କୁ ପ୍ରିୟଙ୍କାଙ୍କ ର ଏହି ଡ୍ରେସ୍ ର ଲୁକ୍ ପସନ୍ଦ ଆସି ନଥିଲା । ତେବେ ଏହି ଅବସରରେ ସେମାନଙ୍କର କିଛି ପୁରୁଣା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ତେଣୁ ଅନେକ ପ୍ରଶଂସକ ମାନେ ତାଙ୍କୁ କମେଣ୍ଟ ରେ କହିଛନ୍ତି ଯେ ବିବାହ ପାରେ ପ୍ରିୟଙ୍କା ର ଡ୍ରେସିଂ ସେନ୍ସ ବହୁତ୍ ଖରାପ୍ ହୋଇ ଯାଇଛି ବୋଲି କହିଛନ୍ତି । ତାଙ୍କର ଏହି ଲୁକ୍ ତାଙ୍କର ପ୍ରଶଂସକ ମାନଙ୍କୁ ପସନ୍ଦ ହୋଇ ନଥିଲା । ଏହା ସହିତ ତାଙ୍କ ର ଲାଇଭ ଭିଡିଓ ରେ ସେ କିସ୍ କରୁଥିବା ର ନଜର ମଧ୍ୟ ଆସିଥିଲେ ଯେଉଁଥି ପାଇଁ ସେ ଅନେକ ମାତ୍ରା ରେ ଟ୍ରଲ୍ ମଧ୍ୟ ହୋଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।