🛑EXCLUSIVE : ପୁଅ ଓ ସ୍ତ୍ରୀ ସହ କେକ୍ କାଟିବେ ବାବୁସାନ… ଜନ୍ମ ଦିନରୁ ଆରମ୍ଭ କରିବେ ନୁଆ ଏକ ଅଧ୍ୟାୟ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏବେ ଯୁଆଡେ ଦେଖିବୁ କେବଳ ଗୋଟିଏ କଥା ଭାଇରାଲ ହେଉଛି ତାହା ହେଉଛି ବାବୁସାନ ଙ୍କ କଥା | ତେବେ ବାବୁସାନ ଆଉ ପ୍ରକୃତି ଙ୍କ ପ୍ରେମ ସମ୍ପର୍କ କୁ ନେଇକି ଘଟଣା ଟି ଚାରିଆଡେ ପ୍ରଚାର ହେବା ପରେ ସାରା ଓଡିଶା ରେ ଅଲିଉଡ଼ ଜଗତରେ କଳା ବାଦଲ ଖେଳି ଯାଇଥିଲା | ଆଉ ବାବୁସାନ ମଧ୍ୟ ଓଡିଶା କୁ ଛାଡିକି ସେହି ଘଟଣା ପରେ ଚେନାଇ ଚାଲିଯାଇଥିଲେ | ଆଉ ଏବେ ବାବୁସାନ ଓଡିଶା ଫେରି ଆସିଛନ୍ତି ଆଉ ନିଜର ଜନ୍ମଦିନ କୁ ପାଳିବା ପାଇଁ ତାଙ୍କର ସ୍ତ୍ରୀ ଆଉ ପୁଅ ଙ୍କୁ ଦରକାର ବୋଲି କହିଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଇଛି ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ଆପଣ ମାନେ ତ ଜାଣିଥିବେ କି ତୃପ୍ତି ରାସ୍ତା ଉପରେ ଯେଭଳି ଭାବରେ ଘଟଣା ଘଟଇଥିଲେ ତାହା ପାଇଁ ବାବୁସାନ ଓଡିଶା ଛାଡିକି ଚେନାଇ ଯାଇଥିଲେ, ଆଉ ପରେ ସେ ଓଡିଶା ମଧ୍ୟ ଫେରିଥିଲେ |ତେବେ ଯାହା ଜଣା ପଡିଛି କି ବାବୁସାନ ଏବେ ଚେନାଇ ରୁ ଆସି ତାଙ୍କ ବାପା ମା ଙ୍କ ପାଖରେ ଅର୍ଥାତ ବରମୁଣ୍ଡା ରେ ଉତ୍ତମ ମହାନ୍ତି ଓ ଅପରାଜିତା ଙ୍କ ପାଖରେ ଥିଲେ | ଆଉ ସେ ଦୁଇ ତିନି ଦିନ ପରେ ମଧ୍ୟ ବାବୁସାନ ତାଙ୍କର ପୁଅ ଙ୍କ ସହିତ କଥା ହେଇ ନ ଥିଲେ | ଆଉ ଆଜି ହେଉଛି ଜୁଲାଇ 30 ତାରିଖ ଆଉ ବାବୁସାନ ଙ୍କ ଜନ୍ମଦିନ |

ତେବେ ବାବୁସାନ ଙ୍କ ଜନ୍ମ ଦିନ ରେ ସେ ତାଙ୍କର ଜନ୍ମଦିନ ପାଳନ କରିବାକୁ ନେଇକି କହିଥିଲେ କି ଏଥରେ ସେ ତାଙ୍କର ଜନ୍ମଦିନ ତାଙ୍କ ବାପା ମା ଙ୍କ ସହିତ ପାଳନ କରିବେ | ଆଉ ତାହା ପରେ ସେ ଏମିତି ମଧ୍ୟ କରିଛନ୍ତି ମୋ ଜନ୍ମଦିନ ରେ ମୁଁ ମୋ ସ୍ତ୍ରୀ ଆଉ ମୋ ପୁଅ ସହିତ ମଧ୍ୟ ପାଳନ କରିବି | ଆଉ ସେମାନେ ଯଦି ନ ଆସିବେ ତ ବାବୁସାନ ନିଜେ ତୃପ୍ତି ଙ୍କ ଘରକୁ ତାଙ୍କର ଜନ୍ମଦିନରେ ଯିବେ ବୋଲି କହିଛନ୍ତି |

ଆଉ ତାହା ବ୍ୟତୀତ ବାବୁସାନ ଙ୍କୁ ମିଡ଼ିଆ ଵାଲା ମାନେ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ତାଙ୍କ ଘର ସାମ୍ନାରେ ଭିଡ଼ ଜମାଇ ଥିବାର ଦେଖିବାକୁ ମିଳିଥିଲା | ଆଉ ଯାହାର ପ୍ରତି ଉତ୍ତର ରେ ବାବୁସାନ କହିଥିଲେ କି ପୋଲିସ ତାଙ୍କୁ ପଚାରା ଉଚାରା କରି ସାରିଲା ପରେ ସେ ତାଙ୍କର ଫ୍ରେଣ୍ଡ ଆଉ ମିଡ଼ିଆ ମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବେ ଆଉ ସମସ୍ତ ସତ ସମସ୍ତେ ଜାଣିପାରିବେ |ତାହା ସହିତ ମିଡ଼ିଆ ଭାଇ ମାନଙ୍କୁ କହିଛନ୍ତି କି ତାଙ୍କର ଘର ଆଗରେ ଭିଡ଼ ନ କରି ନିଜ ନିଜ ଘରକୁ ଫେରିଯିବା ପାଇଁ | ଯାହା ଏବେ ସେସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment