Pregnancy Tips – ପୁଅ ବା ଝିଅ ଜନ୍ମ ହେବାର ୬ ଟି ଲକ୍ଷଣ, ଥରୁଟିଏ ନିଶ୍ଚୟ ଜାଣି ରଖନ୍ତୁ

0

ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କର ଜାଣିବା ପାଇଁ ଆଗ୍ରହ ହୋଇଥାଏ ଯେ ତାଙ୍କ ପେଟରେ ବଢୁଥିବା ଶିଶୁ ପୁଅ ନା ଝିଅ । ଯଦିଓ ଆମ ଦେଶରେ ଭ୍ରୁଣ ର ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ କିନ୍ତୁ ପ୍ରତ୍ୟେକ ମାଙ୍କ ଇଚ୍ଛା ହୋଇଥାଏ ଯେ ସେ ଜାଣି ପାରନ୍ତି ଯେ ଆସିବାକୁ ଥିବା ଶିଶୁ ପୁଅ ନା ଝିଅ । ଆମ ଦେଶ ଓ ବିଦେଶରେ ଏମିତି କିଛି ମହିଳା ରହିଛନ୍ତି , ଯେଉଁମାନେ ଫେସ୍ ରିଡିଙ୍ଗ ଏବଂ ଶରୀରରେ ହେଉଥିବା ପରିବର୍ତ୍ତନ ଦେଖି ଜାଣି ପାରିଥାନ୍ତି ଗର୍ଭରେ ବଢୁଥିବା ଶିଶୁ ପୁଅ ନା ଝିଅ । ତେବେ ଆସନ୍ତୁ ଜାଣିବା ସେହି ସବୁ ଲକ୍ଷଣ ବିଷୟରେ ।

1. ପେଟର ଆକାର :-

ଯଦି ପ୍ରଗନେଣ୍ଟ ମହିଳା ର ପେଟର ଆକାର ଗୋଲ ଏବଂ ବାହାର ପେଟକୁ ବାହାରିଥାଏ , ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ । ସେହିପରି ଯଦି ପେଟର ଆକାର ଚଉଡା ଅଛି ବା ଗୋଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ।

2. ମିଜାଜ୍ ରେ ପରିବର୍ତ୍ତନ :-

ଯେଉଁ ମହିଳାଙ୍କ ପ୍ରେଗନେନ୍ସି ର ପ୍ରଥମ 3 ମାସ ରେ କିଛି କିଛି କଥାରେ ଦୁଃଖ ପ୍ରକାଶ ଅନୁଭବ ଅନୁତାପ ହୋଇଥାଏ ତେବେ ହେବାକୁ ଥିବା ଛୁଆ ପୁଅ ହୋଇପାରେ । ଅନ୍ୟପକ୍ଷେ ପେଟରେ ଝିଅ ଥିଲେ ମା ମାନେ ମେଳା ମେଳା ଭାବନା ପ୍ରକାଶ କରିଥାନ୍ତି ।

3. ଖାଦ୍ୟରୁ ଘୃଣା ହେବା :-

ପ୍ରେଗନେନ୍ସି ସମୟରେ ଅନେକ ମହିଳା ପ୍ରଚୁର ପରିମାଣରେ ଖାଇଥାନ୍ତି , ଆଉ କେତେକ ମହିଳାଙ୍କୁ ଖାଦ୍ୟର ଘୃଣା ହୋଇଯାଏ । ଯେଉଁ ମହିଳା ମାନଙ୍କୁ ଖାଦ୍ୟରୁ ଘୃଣା ଭାବ ବା ଖାଇ ସାରିବା ପରେ ବାନ୍ତିର ସମସ୍ୟା ଅଧିକ ହୋଇଥାଏ , ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ ।

4. ବେକିଙ୍ଗ ସୋଡା :-

ଖାଇବା ସୋଡାର ବ୍ୟବହାର କରି ମଧ୍ୟ ଆପଣ ମାନେ ଗର୍ଭରେ ଥିବା ଛୁଆର ଲିଙ୍ଗ ଅନୁମାନ କରି ପାରିବେ । ଗୋଟିଏ ପାତ୍ରରେ ସକାଳର ପ୍ରଥମ ପରିସ୍ରା ନେବେ , ଏଥିରେ ଗୋଟିଏ ଚାମଚ ବେକିଙ୍ଗ ସୋଡା ପକାଇବେ । କୁହାଯାଏ ଯେ ବେକିଙ୍ଗ ସୋଡା ପକାଇବା ପରେ ପରିସ୍ରାରେ ଫେଣ କିମ୍ୱା ଫୋଟକା ହୁଏ ତେବେ ଗର୍ଭରେ ଝିଅ ଅଛି । ଯଦି ସୋଡା ପକାଇବା ପରେ କୌଣସି ପରିବର୍ତ୍ତନ ନଆସେ , ତେବେ ଗର୍ଭରେ ପୁଅ ଥାଇପାରେ ।

5.ଚଟପଟା କିମ୍ୱା ମିଠା ଖାଇବାର ଇଚ୍ଛା ହେବା :-

ପ୍ରେଗନେନ୍ସି ସମୟରେ ଯଦି ଜଣେ ମହିଳାକୁ ଅଧିକ ମିଠା ଖାଇବାର ଇଚ୍ଛା ହୁଏ , ତେବେ ତାଙ୍କ ପେଟରେ ଝିଅ ହୋଇପାରେ । ଅନ୍ୟପଟେ ଯଦି ତାଙ୍କୁ ଅଧିକ ଚଟପଟା ବା ଖଟା ଯୁକ୍ତ ଖାଦ୍ୟ ବା ଲୁଣି ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ , ତେବେ ଏହା ପୁଅ ହେବାର ଲକ୍ଷଣ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।