Special Tips – ପୁଅ ହେବାର ଅତି ସହଜ ସରଳ ଓ ସାତ୍ତ୍ଵିକ ଉପାୟ, ଋତୁସ୍ରାବ ଠାରୁ ଶୋଇବା ପୂର୍ବରୁ କରିଦିଅନ୍ତୁ ଏହି ସରଳ ଉପାୟ

ପ୍ରତ୍ୟେକ ନାରୀ ବିବାହ ପରେ ମା ହେବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି , ଏବଂ ମା ହେବା ପରେ ଜଣେ ନାରୀ ଜୀବନ ସାର୍ଥକ ହୋଇଥାଏ । ପୁଅ ହେଉ ବା ଝିଅ ଗୋଟିଏ ନାରୀ ପାଇଁ ସନ୍ତାନ ପ୍ରାପ୍ତି କରିବା ନିତାନ୍ତ ଆବଶ୍ୟକ ହୋଇଥାଏ । କିନ୍ତୁ କେତେକ ମହିଳା ମାନଙ୍କ ଠାରେ ଅନେକ ସମସ୍ୟା ମାନ ଦେଖାଯାଇଥାଏ , ଫଳରେ ସେମାନେ ମା ହେବାରୁ ବଞ୍ଚିତ ରହିଥାନ୍ତି । ସନ୍ତାନ ପ୍ରାପ୍ତି ର ଆଶା ରଖି ପରିବାର ଲୋକମାନେ ଡକ୍ଟରଙ୍କ ପରାମର୍ଶ ନେଇଥାନ୍ତି । ଏମିତିକି ସେମାନେ ବିଭିନ୍ନ ପ୍ରକାର ବାବାଙ୍କର କଥାରେ ବିଶ୍ୱାସ କରି ତାଙ୍କର ସମସ୍ତ କଥାକୁ ମାନିଥାନ୍ତି ।

କିନ୍ତୁ ଏହାପରେ ମଧ୍ୟ ସେଥିରେ ସେମାନେ ବିଫଳ ହୋଇଥାନ୍ତି ଏବଂ ସ୍ୱାମୀ ସ୍ତ୍ରୀଙ୍କର ଏତେ ଚେଷ୍ଟାପରେ ମଧ୍ୟ ସେମାନେ ସନ୍ତାନ ସୁଖରୁ ବଞ୍ଚିତ ରହିଥାନ୍ତି । ଅନେକ ପରିବାର ଲୋକମାନେ ପୁତ୍ର ସନ୍ତାନ ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ ସେମାନଙ୍କୁ ଜଣା ନଥାଏ , ସେମାନଙ୍କ ଗର୍ଭରେ ବଢୁଥିବା ପିଲା ପୁଅ ହେବ ନା ଝିଅ । ତେବେ ଆଜି ଆମେ ଆପଣ ମନାଙ୍କୁ ଜଣେଇବୁ କିପରି ପୁତ୍ର ସନ୍ତାନ ପ୍ରାପ୍ତି କରିପାରିବେ । ପୁତ୍ର ସନ୍ତାନ ପ୍ରାପ୍ତି କରିବାର ସାତ୍ତ୍ୱିକ ଚେଷ୍ଟା କିପରି୍ କରା ଯାଇପାରିବ ।

ପୁରାଣଶାସ୍ତ୍ର ଅନୁୂସାରେ ଯଦି ଦମ୍ପତ୍ତି ଙ୍କ ଜାତକରେ ପ୍ରଥମାଦି ପତି କିମ୍ୱା ପଞ୍ଚମାଦି ପତି ରହିଥାନ୍ତି ବା କେନ୍ଦ୍ର ଭାବରେ ପ୍ରଥମ, ଦ୍ୱିତୀୟ , ସପ୍ତମ , ଦଶମ ଭାବରେ ରହିଥାନ୍ତି ତେବେ ଆପଣ ମାନେ ପୁତ୍ର ସନ୍ତାନ ପ୍ରାପ୍ତି କରି ପାରିବେ । ଅନେକ ଦମ୍ପତ୍ତି ମାନେ ବହୁତ ଡେରିରେ ସନ୍ତାନ ପ୍ରାପ୍ତ କରିଥାନ୍ତି , ତେବେ ଏହାର କାରଣ ଏହା ହୋଇଥାଏ ଯେ ସେମାନଙ୍କ ଜାତକର ଲଗ୍ନରେ ଯଦି ନବମରେ ବୃହସ୍ପତ୍ତି ଥାଆନ୍ତି । ବୃହସ୍ପତ୍ତି ଙ୍କ ଠାରୁ ନବମରେ ଶୁକ୍ର କିମ୍ୱା ବୃହସ୍ପତ୍ତି ଥାଆନ୍ତି ତେବେ ଦମ୍ପତ୍ତୁି ମାନଙ୍କର ଡେରିରେ ସନ୍ତାନ ପ୍ରାପ୍ତି ହୋଇଥାଏ ।

ଏହାଛଡା ଯଦି ଆପଣଙ୍କର ବୟସ 37 ରୁ 40 ମଧ୍ୟରେ ରହିଛି , ତେବେ ଆପଣ ମନେ ନିଜ ଋତୁସ୍ରାବରେ ପରିବର୍ତ୍ତନ କରନ୍ତୁ । ଏହା ସହ ଯଦି ଆପଣ ଶୁକ୍ଳ ପକ୍ଷରେ ସ୍ନାନ କରୁଛନ୍ତି ତେବେ ଆପଣ ମାନେ କୃଷ୍ଣ ପକ୍ଷରେ ସ୍ନାନ କରନ୍ତୁ । ଯଦି ଆପଣ କୃଷ୍ଣପକ୍ଷରେ ସ୍ନାନ କରୁଛନ୍ତି ତେବେ ତାର ବିପରୀତ ଶୁକ୍ଳ ପକ୍ଷରେ ସ୍ନାନ କରନ୍ତୁ । ଏହାସହ ଗାଧୋଇବାର 16 ଦିନ ଭିତରେ ସମ୍ପର୍କ ସ୍ଥାପନ କରନ୍ତୁ , ଏହା କରିବା ଦ୍ୱାରା ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ।

ଏହାଛଡା ଆପଣ ମାନେ ସମ୍ପର୍କ ସ୍ଥାପନ କରିବାର 7 ଘଣ୍ଟା ପୂର୍ବରୁ କୃଷ୍ଣ ଭଗବାନଙ୍କ ପାଖରେ ଲେମ୍ୱୁଟିଏ ନେଇ ରଖନ୍ତୁ । ଏପରି କରିବା ଦ୍ୱାରା ନିଶ୍ଚିତ ରୂପେ ଆପଣଙ୍କର ପୁତ୍ର ସନ୍ତାନ ପ୍ରାପ୍ତ ହେବ । ଏହି ଉପାୟ କୁ ନିଶ୍ଚୟ ପରିକ୍ଷା କରି ଦେଖନ୍ତୁ ନିଶ୍ଚିତ ରୂପେ ସଫଳତା ପ୍ରାପ୍ତି ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment