Exclusive: ବାପାଙ୍କ ମାନସିକ ଅବସ୍ଥା ଭଲ ନଥିଲା ,ଚିକତ୍ସା ପାଇଁ ଛୁଟି ମିଳିନଥିଲା : ଏନେଇ ASI ଗୋପାଳଙ୍କ ପୁଅ କଣ କହୁଛନ୍ତି , ଦେଖନ୍ତୁ VIDEO ..

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଗୁଡିକ ମଧ୍ୟରୁ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି, ASI ଗୋପାଳ ଦାସ ଙ୍କର ପୁଅ କଣ କହିଛନ୍ତି ତାଙ୍କର ବାପା ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ | ତାହା ସହିତ କେଉଁ ଭଳି ଭାବରେ ସେ ସମସ୍ତଙ୍କ ସହିତ ବ୍ୟବହାର କରିଥାନ୍ତି ସେ ବିଷୟରେ ମଧ୍ୟ ପ୍ରକାଶ କରି କହିଛନ୍ତି ଗଣ ମାଧ୍ୟମ ସାମ୍ନା ରେ | ଆଉ ଯେଉଁଠି ନବ ଦାସ ଙ୍କ ଉପରେ ହୋଇଥିବା ଗୁଳି ମାଡ଼ କୁ ନେଇକି ଏଭଳି ଭାବରେ ଗୋପାଳ ଦାସ ଙ୍କର ପୁଅ ର ପ୍ରତିକ୍ରିୟା ନିଆଯାଇଛି | ତାହେଲେ ଆସନ୍ତୁ ବନ୍ଧୁ ଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି ନବ ଦାସ ଯିଏ କି ଆମର ସ୍ୱାସ୍ଥ୍ୟ ମନ୍ତ୍ରୀ ଅଛନ୍ତି ସେ ଝାଡ଼ସୁଗୁଡା ର ଏକ ଉଦ୍ଘାଟନୀ ସଫା କୁ ଯାଇଥିଲେ | ଆଉ ସେହି ସମୟରେ ଯାହା କୁହାଯାଉଛି କି ଗାନ୍ଧିଛକ ନିକଟରେ ଦେଖିବାକୁ ମିଳିଥିଲା ଏହିଭଳି ଏକ ଘଟଣା | ଆଉ ଯେଉଁଠି ASI ଗୋପାଳ ଦାସ କରିଥିଲେ ନବ ଦାସ ଙ୍କ ଉପରକୁ ଗୁଳି ମାଡ଼, ଆଉ ଯାହା ଫଳରେ ନବ ଦାସ ଙ୍କର ମୃତ୍ୟୁ ମଧ୍ୟ ଘଟିଛି | ଆଉ ସେପଟେ ଗୋପାଳ ଦାସ ଙ୍କର ପୁଅ କହିଛନ୍ତି କି ତାଙ୍କର ବାପା ଜଣେ ମାନସିକ ରୋଗ ରେ ଅକ୍ଲାନ୍ତ ବ୍ୟକ୍ତି |

ଆଉ ସେ କିଛି ବର୍ଷ ହେବ ମଧ୍ୟ ଡକ୍ଟର ଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି ଆଉ ଔଷଧ ମଧ୍ୟ ସେବନ କରୁଛନ୍ତି | କିନ୍ତୁ ଏଭଳି ଅବସ୍ଥାରେ ଯାହା କୁହାଯାଉଛି କି ସେ କିନ୍ତୁ ତାଙ୍କର ସ୍ତ୍ରୀ ଓ ପୁଅ ଙ୍କ ସହିତ ନର୍ମାଲ ବିହେଭ କରନ୍ତି | ଆଉ ଗୋପାଳ ଙ୍କର ପୁଅ +2 ରେ ପଢୁଛନ୍ତି, ଗୋପାଳ ସମସ୍ତଙ୍କ ସହିତ ଭଲ ଭାବରେ ମିଶିଥାନ୍ତି | କିନ୍ତୁ ଦଶହରା ସମୟରେ ତାଙ୍କର ଦେହ ଟିକିଏ ଅଧିକ ଖରାପ ହୋଇଯାଇଥିଲା, ଆଉ ଯେଉଁଥିପାଇଁ ସେମାନେ ଛୁଟି ନେବା ପାଇଁ ମଧ୍ୟ କହିଥିଲେ |

କାରଣ ଗୋପାଳ ଙ୍କର କଥା ରେ ସ୍ପିଡ଼ ଦେଖିବାକୁ ମିଳିଥିଲା ଆଉ ସେମାନେ ଜାଣିବାକୁ ପାଇଥିଲେ କି ତାଙ୍କର ଦେହ ଦିନ କ୍ୟା ଦିନ ଖରାପ ହେବାକୁ ଲାଗୁଛି | ଆଉ ଯେଉଁଥିପାଇଁ ସେମାନେ ଛୁଟି ନେଇଥିଲେ ଆଉ ଡକ୍ଟର ଙ୍କ ପାଖରେ ମଧ୍ୟ ଦେଖାଇବାକୁ ଲାଗିଥିଲେ | କିନ୍ତୁ ଅନ୍ୟ ସମୟରେ ଗୋପାଳ ଦାସ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଠାକ ରହିଥାଏ ବୋଲି କହିଛନ୍ତି ଗୋପାଳ ଦାସ ଙ୍କର ପୁଅ | ଆଉ ତାଙ୍କର ଏହି କଥା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment