odia Sadhubani- ପୁଅ ମାନଙ୍କ ଶରୀରରେ କେଉଁ ଅଙ୍ଗରେ ବାଳ ( Hair ) ନରହିଲେ ଅଶୁଭ ଜାଣନ୍ତୁ…

ତେବେ ଆମେ ଜାଣିଛୁ କି ଆମ ହିନ୍ଦୁ ସଭ୍ୟତା ରେ ଆମେ ବିଭିନ୍ନ ପ୍ରକାରର ଶାସ୍ତ୍ର କୁ ନେଇକି ଆଉ ମାନିକି ଆଗକୁ ବଢିଥାଉ| ତେବେ ସେହି ଶାସ୍ତ୍ର କୁ ଆଧାର କରିକି ଆମର ସମୁଦ୍ର ଶାସ୍ତ୍ର ଅନୁସାରେ ବିଭିନ୍ନ ପ୍ରକାରର କଥା କୁହାଯାଇଛି ପୁରୁଷ ମାନଙ୍କୁ ନେଇକି | ତେବେ ଆଜି କୁହାଯାଉଛି କି ପୁରୁଷ ମାନଙ୍କର କେଉଁ ସ୍ଥାନରେ ବାଳ ନ ରହିଲେ ଅଶୁଭ ହୋଇଥାଏ ଓ ତାହା ସେମାଙ୍କର ବର୍ତମାନ ଓ ଭବିଷ୍ୟତ ରେ ବାଧା ସୃଷ୍ଟି କରିଥାଏ ବୋଲି କୁହାଯାଉଛି | ତେବେ ସେହି ଭଳି କିଛି କଥା ବିଷୟରେ ସମୁଦ୍ର ଶାସ୍ତ୍ର ରେ କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ପୁରୁଷ ମାନଙ୍କର କେଉଁ ସ୍ଥାନରେ ଚୁଟି ରହିଲେ ଶୁଭ ଆଉ ଅଶୁଭ ହୋଇଥାଏ |

କେଉଁ ସ୍ଥାନରେ ଚୁଟି ରହିଲେ ଭଲ ହୋଇଥାଏ :-

1-ତେବେ କୁହାଯାଉଛି କି ଯେଉଁ ପୁରୁଷ ମାନଙ୍କର ଆଇବ୍ର ମୋଟା ଓ ଘନ ହୋଇଥାଏ ଓ ଅଧିକ ବାଳ ରହିଥାଏ, ସେହି ପୁରୁଷ ମାନଙ୍କର ପ୍ରକୃତି ଶାନ୍ତ ଆଉ ସରଳ ହୋଇଥାଏ ବୋଲି କୁହାଯାଇଛି | ଆଉ ତାହା ସହିତ ସେମାନେ ଉଚ୍ଚ ଚିନ୍ତାଧାରା ର ହୋଇଥାନ୍ତି ବୋଲି ମଧ୍ୟ କୁହାଯାଇଛି | ଆଉ ଏଭଳି ଆଇବ୍ର ଥିବା ପୁରୁଷ ମାନଙ୍କର ଶୁଭ ହୋଇଥାଏ ବୋଲି କୁହାଯାଇଛି | ଆଉ ସେମାନେ କର୍ତ୍ତବ୍ୟ ପରାୟଣ ହେବା ସହିତ ନିଜର ଓ ନିଜ ପରିବାରର ଦାୟିତ୍ୱ ଠିକ ଭାବରେ ନେଇଥାନ୍ତି ବୋଲି ମଧ୍ୟ କୁହାଯାଇଛି |

2-ତେବେ ଯେଉଁ ପୁରୁଷ ମାନଙ୍କର ଆଇବ୍ର ଯୋଡ଼ି କି ରହିଥାଏ ବୋଲି କୁହାଯାଏ ସେହି ମାନେ ଶୁଭ ହୋଇଥାନ୍ତି | ଆଉ ସେମାନେ ସବୁ କାର୍ଯ୍ୟକୁ ସହଜରେ କରି ପାରିଥାନ୍ତି ଓ ସମସ୍ତଙ୍କର ମନକୁ ଶାନ୍ତି ଦେବା ରେ ମଧ୍ୟ ସାହାଯ୍ୟ କରିଥାଏ ବୋଲି କୁହାଯାଇଛି |

3- ଆଉ ଯେଉଁ ପୁରୁଷ ମାନଙ୍କର ହାତ ରେ ଆଉ ଦାଢ଼ି ରେ ମଧ୍ୟ ଚୁଟି ରହିଥାଏ ସେମାନଙ୍କର ସବୁବେଳେ ଶୁଭ ହୋଇଥାଏ | ତାହା ବ୍ୟତୀତ ସେମାନଙ୍କର ଧନ ର ଅଭାବ ହୋଇ ନଥାଏ ଓ ମହା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ଥାଏ ବୋଲି କୁହାଯାଉଛି |

କେଉଁ ଠାରେ ପୁରୁଷ ମାନଙ୍କର ଚୁଟି ନ ରହିଲେ ଅଶୁଭ ହୋଇଥାଏ :-
1-ଯେଉଁ ପୁରୁଷ ମାନଙ୍କର ଦାଢ଼ିରେ ବାଳ ନ ଥାଏ ସେମାନେ ସାତ୍ଵିକ ସ୍ଵଭାଵ ର ହୋଇଥାନ୍ତି ଓ ମହିଳା ମାନଙ୍କ ଉପରେ ଖରାପ ଦୃଷ୍ଟି ଦେଇଥାନ୍ତି ବୋଲି କୁହାଯାଉଛି |2-ତେବେ କାନ ରେ ବାଳ ରହିବା କେତେକ ସ୍ଥାନରେ ଶୁଭ ଆଉ କେଉଁଠାରେ ଅଶୁଭ ମଧ୍ୟ ହୋଇଥାଏ |ତେବେ କୁହାଯାଏ କି କାନ ଭିତରେ ବାଳ ଥିବା ଲୋକ ଖୋଳ ପ୍ରକୃତିର ହୋଇଥାନ୍ତି ଓ ତାହା ବ୍ୟତୀତ କାନ କୋଡ଼ ରେ ବାଳ ରହିଲେ ସେମାନେ ଶାନ୍ତ ପ୍ରକୃତି ର ହୋଇଥାନ୍ତି ବୋଲି କୁହାଯାଇଛି |3-ଆଉ ନିଶ ମଝିରେ ଓ ନାକ ତଳେ ବାଳ ନ ରହିଲେ ସେମାନେ ନିଜ ସ୍ତ୍ରୀ ଉପରେ ଖରାପ ବ୍ୟବହାର କରିଥାନ୍ତି ବୋଲି କୁହାଯାଉଛି |

4-ତେବେ କୁହାଯାଏ କି ଛାତିରେ ଓ କାଖ ତଳେ ବାଳ କାଟିଲେ ତାହା ଅଶୁଭ ହୋଇଥାଏ |ତେବେ ଏହା ଥିଲା ପୁରୁଷ ମାନଙ୍କର କେଉଁ ସ୍ଥାନରେ ବାଳ ରହିଲେ ଶୁଭ ହୋଇଥାଏ ଓ କେଉଁଠାରେ ନ ରହିଲେ ଅଶୁଭ ହୋଇଥାଏ ସେ ବିଷୟରେ ସମସ୍ତ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment