ବର୍ତ୍ତମାନ ଶିକ୍ଷାକ୍ଷେତ୍ର ବହୁତ ଆଗକୁ ଯାଇଛି , ପ୍ରତ୍ୟେକ ପିଲା କିଛି ନା କିଛି ସରକାରୀ ଯବ୍ ଟିଏ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । କୌଣସି ଏକ ବଡ ପଦବୀରେ ଉର୍ତ୍ତିର୍ଣ୍ଣ ହେବା ପାଇଁ ସେମାନଙ୍କୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ଅନେକ ପିଲାମାନେ ଛୋଟ ଛୋଟ ଭୁଲ ପାଇଁ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ପାରନ୍ତି ନାହିଁ । ତେଣୁ ସେମାନଙ୍କୁ ସେମାନଙ୍କୁ ପୁଣି ଏକ ଚାନ୍ସ କୁ ଅପେକ୍ଷା କରିବାକୁ ପଡିଥାଏ । ତେବେ ସାଧାରଣ ଜ୍ଞାନ ଜାଣିବା ଆମ ମାନଙ୍କ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ସାଧାରଣ ଜ୍ଞାନ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ ।
ଅନେକ ଇଣ୍ଟରଭ୍ୟୁ ମାନଙ୍କରେ ଅନେକ ଗୁଡିଏ ମଜାଳିଆ ପ୍ରଶ୍ନ ପଚାରା ଯାଇଥାଏ , ଯାହାର ଉତ୍ତର ଦେବା ବହୁତ ସହଜ ହୋଇଥାଏ । କିନ୍ତୁ ଏହି ମଜାଳିଆ ପ୍ରଶ୍ନର ଉତ୍ତର ଅନେକ ବ୍ୟକ୍ତି ମାନେ ଦେଇ ପାରନ୍ତି ନାହିଁ । ତେଣୁ ସେମାନଙ୍କୁ ପୁଣି ନେକ୍ସଷ୍ଟ ପରୀକ୍ଷା ପାଇଁ ଅପେକ୍ଷା କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କେତେକ ମଜାଳିଆ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।
1. ଏମିତି କଣ ଅଛି ଯାହା ଅଧା ଗଲେ ଦରଦ ହୁଏ ପୁରା ପସି ଗଲେ ମଜା ଲାଗେ ?
ଉତ୍ତର – ଚୁଡି ।
2. ତାହା କଣ ଯାହା ଗାଈର ଚାରଟି ଥାଇ ମଧ୍ୟ ମହିଳା ମାନଙ୍କର ଦୁଇଟି ଥାଏ ?
ଉତ୍ତର – ଗୋଡ ।
3. ଝିଅକୁ ବହୁତ କହିବା ପରେ ଖୋଲିଲା , ଝିଅ କଣ ଖୋଲିଲା ?
ଉତ୍ତର – ପାଟି , କାରଣ ଝିଅ ମନ ଦୁଃଖ ରେ ଥିଲା ।
4. ଝିଅ ମାନେ ବାହା ହେଲେ କଣ ବଡି ଥାଏ ?
ଉତ୍ତର – ଇଜ୍ଜତ ।
5. ଜଣେ ମହିଳା ସବୁ ପାଗରେ ନିଜ ସ୍ୱାମୀକୁ କଣ ଗରମ ଦିଅନ୍ତି ?
ଉତ୍ତର – ଚା ।
6. ଏମିତି କଣ ଅଛି ଯାହା ପୁଅ ପିଲା ମାନେ 10 ବା 15 ମିନିଟ୍ ରେ ଥକି ଯାଆନ୍ତି କିନ୍ତୁ ଝିଅ ମାନେ କହନ୍ତି ଏବେତୋ ଆରମ୍ଭ ହୋଇଛି ?
ଉତ୍ତର – ସୋପିଙ୍ଗ ।
7. ତାହା କଣ ଯାହା ମହିଳା ମାନେ ଦେଖି କି ଚାଲନ୍ତି ଓ ପୁରୁଷ ମାନେ ଲୁଚେଇ ରଖି ଚାଲନ୍ତି ?
ଉତ୍ତର – ପର୍ସ ।
8. ପୁଅ ମାନଙ୍କର ଲମ୍ୱା ଅଟେ ଝିଅ ମାନଙ୍କର ଗୋଲ ଅଟେ ?
ଉତ୍ତର – ମୁଣ୍ଡର ଟିକା ।
9. କେଉଁ ଜାଗାରେ ଝିଅ ମାନଙ୍କୁ ଆଙ୍ଗୁଳି ମାରିଲେ ପାଣି ବାହାରିଥାଏ ?
ଉତ୍ତର – ଆଖି ।
10. ଖାଇବାକୁ ଦେଲେ ବଞ୍ଚେ ପିଇବାକୁ ଦେଲେ ମରେ ?
ଉତ୍ତର – ନିଆଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।